ଖଡ଼ଗ୍ପୁର ଓ ଆଦ୍ରl ରେଳମଣ୍ଡଳରେ ଜନ ଆନ୍ଦୋଳନ : ପ୍ରଭାବିତ ଟ୍ରେନ ଚଳାଚଳ

କିଛିର ମାର୍ଗ ପରିବର୍ତନ: କିଛି ଟ୍ରେନ୍ ବାତିଲ୍ ଓ ଆଂଶିକ ବାତିଲ୍ ଭୁବନେଶ୍ୱର : ଦକ୍ଷିଣ ପୂର୍ବ ରେଳପଥ ଅନ୍ତର୍ଗତ ଖଡ଼ଗ୍ପୁର ରେଳମଣ୍ଡଳର ଖଡ଼ଗ୍ପୁର-ଟାଟା ରେଳ ସେକ୍ସନ ମଧ୍ୟରେ ଖେମାସୁଲି ଷ୍ଟେସନରେ ଏବଂ ଆଦ୍ରl ରେଳମଣ୍ଡଳର ଅଧୀନରେ ଆଦ୍ରl-ଚାଣ୍ଡିଲ ରେଳ ସେକ୍ସନର କୁସ୍ତାୱର ଷ୍ଟେସନରେ…

ଉତ୍କଳ ଦିବସରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଉତ୍ସବ ପାଳନ

 ସମାଜ ପ୍ରତି ସେବା ପାଇଁ ପଦ୍ମ ବିଭୂଷଣ ସ୍ଥାପତ୍ୟ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା ଝାରସୁଗୁଡ଼ା/ ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ (କଳାହାଣ୍ଡି) କାର୍ଯ୍ୟ କ୍ଷେତ୍ରରେ…

ରେମୁଣା ଓ ସୋରୋ ସହରରେ ଭାରତର ସର୍ବବୃହତ୍ ଫ୍ୟାଶନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଶୁଭାରମ୍ଭ

ବାଲେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ରେମୁଣା ଓ ସୋରୋ ସହରରେ ନୂଆ ଷ୍ଟୋର ଶୁଭାରମ୍ଭ କରିଛି ।  ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାଶନ…

ମାତ୍ର ୮୯୯/- ଟଙ୍କାରେ ପିଟ୍ରନ ନୂଆ ବାସ୍ପୋଡ୍ ଏନ୍‌କୋର ଶବ୍ଦ ବାତିଲ କରୁଥିବା କଲିଂ ଇୟରବଡ୍

୩୦ଡିବି ର ଶବ୍ଦ ବାତିଲ, ୫୦ ଘଣ୍ଟା ର ପ୍ଲେଟାଇମ୍ ଏବଂ ଦୈନନ୍ଦିନ ବ୍ୟବହାର ପାଇଁ ଉନ୍ନତ ବୈଶିଷ୍ଟ୍ୟ ଥିବା ପକେଟ୍-ଫ୍ରେଣ୍ଡଲି ଇୟରବଡ୍ସ୍ କେବଳ ଫ୍ଲିପକାର୍ଟରେ ଲଞ୍ଚ୍ ହୋଇଛି ଭାରତ, ୩ ଏପ୍ରିଲ ୨୦୨୩ - ଦେଶର ଅଗ୍ରଣୀ ଇଲେକ୍ଟେ୍ରାନିr ବ୍ରାଣ୍ଡ୍ “ପିଟ୍ରନ” ପକ୍ଷରୁ 'ବେସ୍ପୋଡ୍ସ ଏନ୍‌କୋର 'କୁ…

“ଆମ ରାଉରକେଲା” ର ଉନ୍ନତିକରଣ ନେଇ ଅଭିନବ ପ୍ରୟାସ

ରାଉରକେଲା-(ବସନ୍ତ କୁମାର ଜେନା)-ଅନନ୍ତ ଉଦୟ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାଉରକେଲା ର ସିଭିକ ସେଣ୍ଟର ଠାରେ ଆଜି ଦିନ ତମାମ "ଆମ ରାଉରକେଲା" ଉପରେ ଆଲୋଚନା ଚକ୍ର,ବକ୍ତ୍ରୁତା,ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଉତ୍ସବର ପ୍ରଥମ ସୋପାନରେ "ଆମ ରାଉରକେଲା" ଉପରେ ଏକ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ…

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅବସରରେ କିପରି ଜନ…

ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ

https://youtu.be/nEr96j8qCO0 ଟୋକିଓ : ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ I ପ୍ଳାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର,…

ପ୍ରାକ୍‍-ମଧୁମେହକୁ ରୋକାଯାଇପାରିବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର,୪୪: ପରିବର୍ତ୍ତିତ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମ ନ କରିବା କାରଣରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏଥିରେ ପରିବର୍ତ୍ତନ ଅଣାଯାଇପାରିଲେ ଲୋକମାନେ ପ୍ରାକ୍‍-ମଧୁମେହ (ପ୍ରି-ଡାୟାବେଟିସ୍‍) ଅବସ୍ଥାରୁ ନିଜକୁ ରକ୍ଷା କରିପାରିବେ । ବର୍ତ୍ତମାନ…

ଜଳସମ୍ପଦ ବିଭାଗରେ ନବ ନିଯୁକ୍ତ ଭୂତତ୍ତ୍ୱବିତ୍ମାନଙ୍କୁ ନିଯୁକ୍ତ ପତ୍ର ପ୍ରଦାନ

ଭୂତଳ ଜଳର ଉପଲବ୍ଧତା ସଂପର୍କିତ ମୋବାଇଲ୍ ଆପ୍ ଶୁଭାରମ୍ଭ ଜିଓଲୋଜିଷ୍ଟ ମାନେ ଭୂତଳ ଜଳର ସଠିକ୍ ସ୍ଥିତି ଅନୁଧ୍ୟାନ କରି ଜଳର ଉପଯୁକ୍ତ ବିନିଯୋଗରେ ସହାୟକ ହୁଅନ୍ତୁ - ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଭୁବନେଶ୍ୱର: ଆଜି ଜଳ ସଂପଦ ବିଭାଗରେ ନବ ନିଯୁକ୍ତ ୩୬ ଜଣ ଭୂତତ୍ତ୍ୱବିତ୍ଙ୍କୁ ନିଯୁକ୍ତି…