Sign in
Sign in
Recover your password.
A password will be e-mailed to you.
ମା ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:- ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ୍ ଅଫିସ ସମ୍ମୁଖରେ ଜାଗୃତି ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ହେବାକୁ ଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ସକାଶେ ଏକ ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ କଲେଜ ନିକଟ କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ!-->!-->!-->…
କ୍ଲାସ୍ରୁମ୍ରେ ନିଶା ସେବନ ଅଭିଯୋଗ, ପ୍ରଧାନ ଶିକ୍ଷକ ନିଲମ୍ବିତ ।
କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) ବିଦ୍ୟାଳୟର ଶ୍ରେଣୀଗୃହ ଭିତରେ ନିଶା ସେବନ କରିବା ଏବଂ ପରେ କବାଟ ବନ୍ଦ କରି ଶୋଇପଡ଼ିବା ଅଭିଯୋଗକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଶିକ୍ଷା ବିଭାଗ ଅଧୀନ ଆମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ!-->…
ଭୋଟର ତାଲିକାରୁ ନାମ ବାଦ୍ ଅଭିଯୋଗ: କୋଲାବିରାରେ ବିଜେଡିର ବିଶାଳ ପ୍ରତିବାଦ ରାଲି
ଝାରସୁଗୁଡ଼ା, ୧୦/୯: ଭୋଟର ତାଲିକାରୁ ବୈଧ ଭୋଟରଙ୍କ ନାମ ଉଦ୍ଦେଶ୍ୟମୂଳକ ଭାବେ ବାଦ୍ ଦିଆଯାଉଥିବା ଏବଂ ଜାଲିଆତି ମାଧ୍ୟମରେ ଆପତ୍ତି ଦାଖଲ କରାଯାଉଥିବା ଅଭିଯୋଗ କରି କୋଲାବିରାରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଛି। ପୂର୍ବତନ ବିଧାୟିକା ଦୀପାଳି!-->!-->!-->…
ବିସ୍ଥାପିତଙ୍କ ଦାବିକୁ ମିଳିଲା ଗୁରୁତ୍ୱ, ଆର୍ପିଡିଏସି ବୈଠକରେ ଅନେକ ପ୍ରସ୍ତାବ ଗୃହୀତ
ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଗ୍ରାମବାସୀଙ୍କ ଭବ୍ୟ ସମ୍ବର୍ଦ୍ଧନା
ଝାରସୁଗୁଡ଼ା, ୧୦/୯: ସମ୍ବଲପୁର ଆର୍ଡିସି କାର୍ଯ୍ୟାଳୟରେ ଏନ୍ଏଲ୍ସି କମ୍ପାନୀ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ପିଡିଏସି ବୈଠକ ଗତ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର!-->!-->!-->…
ଗୁଣାତ୍ମକ ଓ ବିଶ୍ୱସ୍ତରୀୟ ଶିକ୍ଷା ପ୍ରଦାନ ଆଦର୍ଶ ବିଦ୍ୟାଳୟର ମୁଖ୍ୟ ଲକ୍ଷ୍ୟ
ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ!-->!-->!-->…
ଚିକିତ୍ସାଳୟର ବିଭିନ୍ନ ସମସ୍ୟା ଓ ରୋଗୀ ସେବା ନେଇ ରୋଗୀ କଲ୍ୟାଣ ସମିତି ବୈଠକ
ତୁରନ୍ତ ସମସ୍ୟା ସମାଧାନ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍ସି) ପରିସରରେ ରୋଗୀ କଲ୍ୟାଣ ସମିତି (ଆରୋଗ୍ୟ କଲ୍ୟାଣ ସମିତି)ର ଗଭର୍ଣ୍ଣିଂ ବଡି ବୈଠକ ଅନୁଷ୍ଠିତ ହୋଇଛି।!-->!-->!-->…
“ଆରୋହଣ” ୨୦୨୬ – ଭାରତର ପ୍ରଦର୍ଶନ କଳା ଏବଂ ସାଂସ୍କୃତିକ ଐତିହ୍ୟର ଏକ ଜାତୀୟ ସ୍ତରୀୟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କଳା କଳ୍ପ ସାଂସ୍କୃତିକ ସଂସ୍ଥାନ , ନୂଆଦିଲ୍ଲୀର ଦ୍ଵାରା ଆୟୋଜିତ ଅଫ ଲାଇନ ଓ ଅନ୍ ଲାଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ୧ ଅଶୋକ ରୋଡ୍, ଆନ୍ଧ୍ର ପ୍ରଦେଶ ଭବନ ଅଡିଟୋରିୟମରେ ଅଫ୍ ଲାଇନ "ଆରୋହଣ ୨୦୨୬" - ଏକ ଜାତୀୟ ସ୍ତରୀୟ!-->…
ଦିନରାତି ପରିଶ୍ରମ, ଦାୟିତ୍ୱବୋଧ ଓ ଟିମ୍ୱର୍କରେ ମ୍ୟୁନିସିପାଲିଟିର ସଫଳତା
ବଲାଙ୍ଗୀର ବିକାଶର ପଛରେ କର୍ମଚାରୀଙ୍କ ନିଷ୍ଠା ଓ ପରିଶ୍ରମ
ବଲାଙ୍ଗୀର: ଏକ ସହରର ବିକାଶ କେବଳ ଯୋଜନା କିମ୍ବା ନେତୃତ୍ୱ ଦ୍ୱାରା ସମ୍ଭବ ନୁହେଁ। ଏହା ପଛରେ ରହିଥାଏ ଅନେକ କର୍ମଚାରୀଙ୍କ ନିରବ ପରିଶ୍ରମ, ଦାୟିତ୍ୱବୋଧ ଓ ନିଷ୍ଠା। ବଲାଙ୍ଗୀର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ!-->!-->!-->!-->!-->…
“ଆତ୍ମହତ୍ୟା ନୁହେଁ, ଜୀବନକୁ ବାଛନ୍ତୁ”
"ମାନସିକ ଚାପର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ,ପରିବାର ଓ ବନ୍ଧୁ ମାନଙ୍କ ସମର୍ଥନ,ଆବଶ୍ୟକ ସ୍ଥଳେ ବୃତ୍ତିଗତ ସହାୟତା ଆତ୍ମହତ୍ୟାକୁ ପ୍ରତିରୋଧ କରିପାରିବ । ଯୁବପିଢି ର ସମସ୍ୟାକୁ ଅବହେଳା ନକରି ଧର୍ଯ୍ୟ ର ସହ ଶୁଣିବା ଆବଶ୍ୟକ ସହାୟତା ଯୋଗାଇବା ଜରୁରୀ । ଏହା କେବଳ ଜଣେ ବ୍ୟକ୍ତି,ଚିକିତ୍ସକ!-->!-->…
ଶିଶୁଙ୍କୁ ସଠିକ୍ ପୋଷଣ ପାଇଁ ଦଳ ଓ ମତ ନିର୍ବିଶେଷରେ ଏକାଠି ହେବା- ଧର୍ମେନ୍ଦ୍ର ପ୍ରଧାନ
• ପୋଷଣର ଦାୟିତ୍ୱ ସରକାରୀ ପ୍ରୟାସରେ ସୀମିତ ନ ରଖି, ସମାଜକୁ ଭାଗୀଦାରୀ କରିବା• 'ପୋଷଣ ମାସ' ଏବଂପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରୁ ଆରମ୍ଭ ହେଉଥିବା 'ସେବା ପକ୍ଷ' ଅବସରରେ ପୋଷଣ ସୁରକ୍ଷା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା• 'ଖମାର ବଜାର ବାଇପାସ୍'!-->!-->!-->…