Sign in
Sign in
Recover your password.
A password will be e-mailed to you.
ବଲାଙ୍ଗୀର ଫିଶେରି ଅଫିସ୍ରେ ସୂଚନା କେଉଁଠି?
ଯୋଜନା, ଆବେଦନ, ଡକ୍ୟୁମେଣ୍ଟ ଠାରୁ RTI ପର୍ଯ୍ୟନ୍ତ—ସାଧାରଣ ଲୋକଙ୍କ ପାଇଁ ତଥ୍ୟ ପ୍ରଦର୍ଶନ ନେଇ ପ୍ରଶ୍ନ
ବଲାଙ୍ଗୀର: ମାଛ ଚାଷୀଙ୍କ ବିକାଶ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି ଓ ସରକାରୀ ଯୋଜନାର ସୁଯୋଗ ପ୍ରକୃତ ଚାଷୀଙ୍କ ପାଖରେ ପହଞ୍ଚାଇବା ହେଉଛି ମତ୍ସ୍ୟ ବିଭାଗର ମୁଖ୍ୟ ଉଦ୍ଦେଶ୍ୟ।!-->!-->!-->!-->!-->…
ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ସିରିଜ୍ ସାଇକେଲ ଚୋରି ଘଟଣାର ପର୍ଦ୍ଦାଫାଶ, ୧୩ଟି ଚୋରି ସାଇକେଲ ଉଦ୍ଧାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ସିରିଜ୍ ସାଇକେଲ ଚୋରି ଘଟଣାର ସଫଳ ତଦନ୍ତ କରି ଅଭିଯୁକ୍ତ ଭବାନୀ ପ୍ରସାଦ ଦାଶ (୫୨), ପିତା- ସ୍ୱର୍ଗତ ଚନ୍ଦ୍ରଶେଖର ଦାଶ, ଗ୍ରାମ- ରାଣାଦେବୀ, ଥାନା- ଗୁରାଣ୍ଡି, ଜିଲ୍ଲା- ଗଜପତିଙ୍କୁ ଗିରଫ କରିଛି। ଏ ସମ୍ପର୍କରେ!-->…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପାରଳାଖେମୁଣ୍ଡିରୁ ୭୩ ଜଣଙ୍କ ବୃନ୍ଦାବନ ଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳ ପରିଦର୍ଶନର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ ଅଧୀନରେ ଏକ ବିଶେଷ ତୀର୍ଥଯାତ୍ରାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡିରୁ!-->…
ଶିକ୍ଷାର ବିକାଶ ପାଇଁ ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ ତୃତୀୟ ଦିନରେ
ବିଭିନ୍ନ ସଂଗଠନ ଓ ନେତାଙ୍କ ସମର୍ଥନ, ୪ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଜାରି
ଝାରସୁଗୁଡ଼ା,: ଝାରସୁଗୁଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସମ୍ବଳିତ ୪ ଦଫା ଦାବି ନେଇ ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ!-->!-->!-->…
ଅନୁଗୋଳରେ ଜିଲ୍ଲା ଅଡିଟ୍ କାର୍ଯ୍ୟାଳୟ ଏବଂ ପଲିଟେକ୍ନିକ କ୍ୟାମ୍ପସରେ ନୂଆ ହଷ୍ଟେଲ ଉଦଘାଟିତ
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିଙ୍କୁ ସ୍ୱାବଲମ୍ବୀ କରିବା- ଧର୍ମେନ୍ଦ୍ର ପ୍ରଧାନ
• ଅମଲାପଡ଼ାରେ ନୂତନ ଅଡିଟ୍ କାର୍ଯ୍ୟାଳୟ ଜିଲ୍ଲାର ସରକାରୀ ଆର୍ଥିକ କାରବାରରେ ଅଧିକ ସ୍ୱଚ୍ଛତା ଓ ପ୍ରଶାସନିକ କାର୍ଯ୍ୟଦକ୍ଷତା ଆଣିବ• ଅନୁଗୋଳ ସରକାରୀ ପଲିଟେକ୍ନିକ୍!-->!-->!-->!-->!-->!-->!-->!-->!-->…
ପୌରପାଳିକାର ଆର୍ଥିକ କାରବାରକୁ ନେଇ ବିଜେପିର ପ୍ରଶ୍ନବାଣ
ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ୧୦ ପ୍ରଶ୍ନ, ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡ଼ା : ଝାରସୁଗୁଡ଼ା ପୌରପାଳିକାରେ କଥିତ ଆର୍ଥିକ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗକୁ ନେଇ ବିଜେପି ପକ୍ଷରୁ ପୌରପାଳିକାର ସ୍ୱଚ୍ଛତା ଓ ଆର୍ଥିକ ପରିଚାଳନା ଉପରେ ପ୍ରଶ୍ନ ଉଠାଯାଇଛି। ଏନେଇ ଝାରସୁଗୁଡ଼ା!-->!-->!-->…
ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ ନିଲମ୍ବିତ
ଏସଆଇଆର କାର୍ଯ୍ୟରେ ଅବହେଳା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
କେନ୍ଦୁଝର,ତା୧୦/୯- କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ କୁମାର ଦଳାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଦ୍ୟାଳୟ ଓ!-->!-->!-->…
ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ।
କେନ୍ଦ୍ରାପଡା:10,09,26(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତର କଲ୍ୟାଣ ମଣ୍ଡପଠାରେ ପ୍ରଥମ ଜିଲ୍ଲାସ୍ତରୀୟ ଭାରଚୁଆଲ ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ନିଞ୍ଜା ଟାଇକୋଣ୍ଡ ଏକାଡେମୀ ଓ ସିଙ୍ଘମ ଟାଇକୋଣ୍ଡ!-->!-->!-->!-->!-->…
ନିଜ ଜନ୍ମମାଟି ପରିଦର୍ଶନ କଲେ ନରସିଂହ
ଛତାମଖନା ଏକ ଆଦର୍ଶ ଗ୍ରାମରେ ପରିଣତ କରାଯିବ - ନରସିଂହ
ଅସ୍ପୃଶ୍ୟତା ଓ ଭେଦଭବ ହେଉଛି ସମାଜର ବଡ ବ୍ୟାଧି
ବଲାଙ୍ଗିର,୧୦/୯ - ନିଜ ଜନ୍ମ ମାଟି ପ୍ରତି ଗଭୀର ଆବେଗ ଓ ଆତ୍ମୀୟତା ର ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପୁଇଁତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ । ପୂର୍ବତନ ଆଇନମନ୍ତ୍ରୀ!-->!-->!-->!-->!-->…
ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ କହି ଠିକାଦାରଙ୍କୁ ନାଲିଆଖି !!!
ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଠିକାଦାରଙ୍କ ବିଲ ଟଙ୍କା ହଡ଼ପ କରିନେଲେ
କେନ୍ଦୁଝର, ତା୧୦/୯- କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ରହିଥିଵା ଆଇଟିଡିଏ ଅଫିସ ବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ପ୍ରଶାସକ, କେନ୍ଦୁଝରଙ୍କ କାର୍ଯ୍ୟାଳୟ ନାଆଁରେ!-->!-->!-->!-->!-->…