ସାମାଜିକ ଏକତା ଓ ନାରୀ ଶିକ୍ଷା ସମାଜକୁ ସୁଦୃଢ଼ କରିଥାଏ :- ବିଧାୟକ ସୁଶାନ୍ତ ସିଂ

ତୈଲିକ ବୈସ୍ୟ ସାହୁ ସମାଜ ର ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ ବରଗଡ଼ :- ବରଗଡ ଜିଲ୍ଲାର ପବିତ୍ର ନୃସିଂହନାଥ ପୀଠ ଠାରେ ବରଗଡ଼ ଜିଲ୍ଲା ତୈଲିକ ବୈସ୍ୟ ସାହୁ ସମାଜ ର ବାର୍ଷିକ ଉତ୍ସବ ର ଆୟୋଜନ ହୋଇ ଯାଇଛି । ଆଜି ଦ୍ଵିତୀୟ ଓ ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କ୍ୟାବିନେଟ…

ମଦ ନିଶା ରେ ମତୁଆଲା ହେଉଛନ୍ତି ନିରୀହ ଆଦିବାସୀ ଛାତ୍ର ଛାତ୍ରୀ

https://youtu.be/zE6WzioLy0w ମଦଭାଟି ବନ୍ଦ କରିବାକୁ ଦାବି ହେଲେ ବି ପ୍ରଶାସନ ନିରବଦ୍ରଷ୍ଟା. ଅଶୋକ ସାହୁ:  କୁନିକୁନି ପିଲାମାନେ ହେଉଛନ୍ତି ଦେଶ ର ଭବିଷ୍ୟତ. ସମସ୍ତ ପିତାମାତା ନିଜ ନିଜ ପିଲାଙ୍କ ପାଇଁ ଦେଖନ୍ତି ଉତ୍ତମ ଭବିଷ୍ୟତ ଇଛାକରନ୍ତି ତାଙ୍କ ପିଲା ପାଠ ପଢି ମଣିଷ ଟିଏ ହବ…

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ

ଭୁବନେଶ୍ୱର, ୭/୦୪: ଆଇନ୍‌ର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନ୍‌ଜୀବୀଙ୍କ ବୃତ୍ତିରେ ଅନେକ ପରିବର୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତ୍ତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ…

ବଡ଼ବିଲରେ ଗୁଳିକାଣ୍ଡ : ଓଏମଡିସି କର୍ମଚାରୀ ନିହତ

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ସ୍ଥିତ ଓଏମଡିସି କମ୍ପାନୀର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ବଡ଼ବିଲ ଦଲକି ବସ୍ତିର ଦୁଃଶାସନ ବାରିକ। ଶନିବାର ସକାଳେ ତାଙ୍କର ଗୁଳିବିଦ୍ଧ ମୃତଦେହ ଉଦ୍ଧାର ହୋଇଛି ।ବଡ଼ବିଲ ପୋଲିସ ଓ ସାଇଣ୍ଟିଫିକ ଟିମ…

ଚଳିତ ବର୍ଷ ବ୍ୟଙ୍ଗବାଗିଶ ଶ୍ରୀଯୁକ୍ତ ସତ୍ୟାନାଶ ପାଇବେ ରାଜ୍ୟସ୍ତରୀୟ ଉତ୍କଳଘଣ୍ଟ ହାସ୍ୟ ରସିକ ଉପାୟନ

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ ମଇ ୭ ତାରିଖ ୨୦୨୩ (ରବିବାର) ସନ୍ଧ୍ୟା ୭ଟା ସମୟରେ ପୁରୁଣାସହରସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପରେ ‘ହସି-ହସାଅ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏପରି ଏକ…

ମଲ୍ଲୀ ଝୁଲଣ ଯାତ୍ରା ଉଦଯାପିତ : ସୁଗନ୍ଧିତ ପୁଷ୍ପରେ ସୁଶୋଭିତ ଝୁଲାରେ ଝୁଲିଲେ ରାଧାଗୋବିନ୍ଦ

https://youtu.be/s8MjhzepuO4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ କରଣ ସାହି ଠାରେ ଥିବା ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ରେ ଗତ ଚୈତ୍ର ମାସର ଶୁକ୍ଲ ପକ୍ଷ ଦଶମୀ ଠାରୁ ପୂର୍ଣ୍ଣିମା ଯାଏ ମଲ୍ଲୀ ଝୁଲଣ ଯାତ୍ରା ପାଳିତ ହୋଇଯାଇଛି।ମହନ୍ତ ମଦନ ଗୋପାଳ…

ବାଘୁଆ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଆହତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପୁତୁଲୀପଙ୍କା ଗ୍ରାମର ଗୋଟିଏ ପରିବାରର ୩ଜଣ ବାଘୁଡ଼ା ମହୁମାଛି ଆକ୍ରମଣରେ ଆହତ ହୋଇଛନ୍ତିି। ବାଘୁଆ ମହୁମାଛିର ଆକ୍ରମଣର ଶିକାର ହୋଇଛନ୍ତି ବାପା ଗେର୍ଗାରି ନାୟକ, ମା ସୁଷମା ନାୟକ ଏବଂ ପୁଅ ପ୍ରଫୁଲ୍ଲ…

ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବଡ ରାଧାକାନ୍ତ ମଠ ପ୍ରାଙ୍ଗଣରେ ବରିଷ୍ଠ ନାଗରିକ ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥଙ୍କ ସଭାପତିତ୍ୱରେ ମଞ୍ଚ ଉପଦେଷ୍ଟା ଶ୍ରୀ ଶିବରାମ କ୍ରିଷ୍ଣା , ସମ୍ପାଦକ ହରିମୋହନ ପଟ୍ଟନାୟକ…