ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ସଦର ଥାନା ଅଧୀନ ଆଳିପିଙ୍ଗଳ ଦେବୀ ନଦୀର କେତକୀଘାଟଠାରେ ରବିବାର ସନ୍ଧ୍ୟାରେ ଅଘଟଣ ଘଟିଛି। ନଦୀରୁ ଭାରରେ ପାଣି ବୁଡାଉଥିବା ସମୟରେ ୨ ଜଣ କାଉଡିଆ ନଦୀ ସ୍ରୋତରେ ଭାସି ଯାଉଥିବା ବେଳେ ସେଥୁରୁ ଜଣକୁ ଉଦ୍ଧାର କରାଯାଇଛି। ତିର୍ତ୍ତୋଲ ବିଦ୍ୟାଧରପୁର ଅଞ୍ଚଳର ୧୪ ବର୍ଷର କାଉଡିଆ ସୂର୍ଯ୍ୟକାନ୍ତ ପ୍ରଧାନ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ନଦୀରେ ଖୋଜାଖୋଜି ଜାରି ରହିଥିବାବେଳେ ତାଙ୍କୁ ଉଦ୍ଧାର କରାଯାଇପାରିନି ।
Sign in
Sign in
Recover your password.
A password will be e-mailed to you.
Prev Post