Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡାକଡି ଅନୁପାଳନ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
• ବିନା ଲାଇଫ୍ ଜ୍ୟାକେଟରେ ଡଙ୍ଗାରେ ଯାତାୟତ ମନା
• ସୁରକ୍ଷା ଜ୍ୟାକେଟ୍ ପିନ୍ଧି ନିଜ ଯାତ୍ରାକୁ ସୁରକ୍ଷିତ କରିବା ଯାତ୍ରୀମାନଙ୍କର ନୈତିକ ଦାୟିତ୍ୱ
ଭୁବନେଶ୍ୱର:ଓଡ଼ିଶା ଡଙ୍ଗା ନିୟମ-୨୦୦୪ର କଡ଼ାକଡ଼ି ଅନୁପାଳନ କରିବା ସହ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼…
ସହରାଞ୍ଚଳ ପରିମଳ ଓ ବର୍ଜ୍ୟ ପରିଚାଳନାରେ ଗୋଷ୍ଠୀ ସହଭାଗିତା ହିଁ ପ୍ରମୁଖ ଅଙ୍ଗ
ଭୁବନେଶ୍ୱର : ପରିମଳ ଓ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ତ୍ଵରାନ୍ୱିତ କରି ଅର୍ବାନ୍ ଓଡ଼ିଶାର ନିର୍ଦ୍ଧାରିତ ଆଭିମୁଖ୍ୟ ପରିପୂରଣ ସମ୍ପର୍କରେ ଏକ ସମୀକ୍ଷା ତଥା ପ୍ରସ୍ତୁତି ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ୍ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ…
ବାଲୁଙ୍କେଶ୍ବର ମାଁ ଶ୍ୟାମା ଦଣ୍ଡକାଳୀ ଯାତ୍ରା
https://www.youtube.com/watch?v=QChOp1nxW3s&list=UULF3YUYVKac1qldSRI6aKwxcA
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଏପ୍ରିଲ ୨ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ…
ସିଦ୍ଧାନ୍ତ ବୁଝାଇଲେ,କଣ “ଗୋଲଡେନ ଆୱାର” :: ସମସ୍ତଙ୍କ ଶୁଣିଲା ଭଳି
https://youtu.be/oLEajGPkPj0
ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି
ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମାବେଶ।
ରାଉରକେଲା (ବସନ୍ତ କୁମାର ଜେନା):- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରାଯିବାକୁ ଦାବି ଜୋର ଧରିଛି। ଏହି ଦାବିରେ ଶନିବାର ଦିନ ମହାତ୍ମା ଗାନ୍ଧୀ ଜୟନ୍ତୀ କମିଟି ଏବଂ ସ୍ବୟଂ ସହାୟକ…
ମୋ ସ୍ବେଛାସେବୀ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ !
ବାସୁଦେବପୁର: ଧୈର୍ଯ୍ୟ ଏକାଗ୍ରତା ଓ ସାହାସ ହିଁ ସଫଳତା ର ମୂଳ ମନ୍ତ୍ର। ଯାହାର ମନୋବଳ ଯେତେ ମଜବୁତ୍ ସେ ସେତେ ଆଗକୁ ଯାଇପାରିବ।ନିଜର ଇଛାଶକ୍ତି ଆଗରେ ଅସାଧ୍ୟ କାର୍ଯ୍ୟ ବି ସାଧନ କରିହୁଏ। ଗୋଟିଏ ଦିବ୍ୟାଙ୍ଗ ଭଉଣୀ ବର୍ତ୍ତମାନ ନିଜର ଇଛା ଶକ୍ତି ଓ ଆଗ୍ରହ ବଳରେ ଏପରି ଏକ କାମ କରିଛନ୍ତି…
ରତ୍ନଗର୍ଭା ଅଞ୍ଚଳରେ ଦାରିଦ୍ର୍ୟର ବିକଳ ଚିତ୍ର
ଜୀବନ ବଞ୍ଚାଇବାକୁ ପ୍ରତି ମୁହୂର୍ତ୍ତରେ ସଂଘର୍ଷ
ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) :ଆମ ରାଜ୍ୟ ଓଡିଶାର କେନ୍ଦୁଝର ଜିଲ୍ଲା ଯୋଡା ଅଞ୍ଚଳ ରତ୍ନଗର୍ଭା ଭାବେ ରାଜ୍ୟ ସମେତ ଦେଶ ତଥା ବିଶ୍ୱରେ ଏକ ପରିଚୟ ସୃଷ୍ଟି କରିଛି । ଦୀପ ତଳ ଅନ୍ଧାର ସଦୃଶ୍ୟ ଯୋଡା ଅଞ୍ଚଳର ବାସ୍ତବ ଚିତ୍ର ଆଖିରେ ନଦେଖିଲେ…
ପୁର୍ବତନ ସମିତି ସଭ୍ୟଙ୍କ ଜିପକୁ ଜାଳିଦେଲେ ଦୁର୍ବୁତ୍ତ |
ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ।
ଗୋଟିଏ ବାଇକରେ ୩ ଦୁର୍ବୁତ୍ତ ଆସିଥିବା ସୁଚନା।
କାମାକ୍ଷାନଗର: - ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଙ୍କ ଜିପ କୁ ଜାଳିଦେଲେ ଦୁର୍ବୁତ୍ତ |ଗତ ବିଳମ୍ବିତ ରାତି ରେ ଏହି ଜିପ ଜାଳି ଦେଇଛନ୍ତି…
“ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଘଟିଛି ହାତୀ ମୃତ୍ୟୁ”
ଜରପଡା ନିକଟରେ ଏକ ହାତୀ ମୃତ୍ୟୁ ବିଷୟରେ ପୂର୍ବତଟ ରେଳପଥର ମତ |
ଭୁବନେଶ୍ୱର : ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ହେତୁ ଏକ ହାତୀ ପ୍ରାଣ ହରାଇଥିଲା | କିଛି…
ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ
ବରଗଡ:- ପଦ୍ମପୁର ଉପ ଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଦୀର୍ଘଦିନ ସାମ୍ବାଦିକମାନେ ଏକତ୍ରୀତ ହୋଇ ପାରି ନ ଥିଲେ।ପାଇକମାଳ ସାମ୍ବାଦିକମାନଙ୍କ ଆୟୋଜନ କ୍ରମେ ପୂର୍ବତନ…