ରକ୍ତ କର୍କଟରେ ପୀଡିତ ବାଳକକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ

ନୟାଗଡ଼(ଲକ୍ଷ୍ମୀଧର ସାହୁ):ଓଡଗାଁ ବ୍ଲକର କୁରୁମ ବାଙ୍କତରା ଗ୍ରାମର ସୁମ ବସନ୍ତିଆଙ୍କ ସାନପୁଅ ପ୍ରଦ୍ୟୁମ୍ନ ବସନ୍ତିଆ (୧୩) ରକ୍ତ କର୍କଟ ରୋଗରେ ଦୀର୍ଘ ଦିନ ଧରି ପୀଡିତ ହୋଇଥିଲେ । ବାପା ନିଜର ଭିଟାମାଟିକୁ ବିକ୍ରି କରି ପୁଅକୁ ମୁମ୍ବାଇର ଏକ ବଡ଼ ହସ୍ପିଟାଲରେ ଚିକିତ୍ସା କରିବା ନିମନ୍ତେ…

ଦାଦନ ଖଟିବାକୁ ଯାଇଥିଲେ : ଶବ ହୋଇ ଫେରିଲେ ଲକ୍ଷପତି

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମ ର ଲୁଦରୁ ପଟେଲ ଙ୍କର ଏକ ମାତ୍ର ପୁତ୍ର ଲକ୍ଷପତି ପଟେଲ (ଭୁରୁ) ନିଜର ଅନ୍ତସତ୍ଵା ଧର୍ମପତ୍ନୀ କୁ ଏବଂ ବାପା ମା କୁ ଛାଡି ମହାରାଷ୍ଟ୍ର ନାଗପୁର ଦାଦନ ଖଟିବା ପାଇଁ ଯାଇଥିଲେ…

କାଲି ଥିଲେ କନେଷ୍ଟବଳ : ଆଜି ଡିଗ୍ରୀ କଲେଜରେ ଅଧ୍ୟାପକ

ଭୁବନେଶ୍ୱର : ୧୬ ବର୍ଷ ପୁଲିସ୍ କନେଷ୍ଟବଳ ଚାକିରୀ କରିବାପରେ ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରି ଡୁଙ୍ଗୁରିପାଲି ବ୍ଲକର ଶ୍ରୀରାମ ଡିଗ୍ରୀ କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଲମ୍ବୋଦର ପ୍ରଧାନ। ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ…

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟ…

• ଇତିହାସ ବିଭାଗରେ ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ଉପରେ ଆଧାରିତ ପାଠ୍ୟକ୍ରମକୁ ସାମିଲ୍ କର• ଔଦ୍ୟୋଗିକ ବିକାଶ ସଂପର୍କିତ ବିଷୟକୁ ଗୁରୁତ୍ୱ ଭୁବନେଶ୍ୱର:ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପ୍ରାଧ୍ୟାପକ ଓ କର୍ମଚାରୀ ପଦବୀ ସୃଷ୍ଟି ଓ ନିଯୁକ୍ତି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ…

ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :- ନିଞ୍ଜା ସ୍ପୋର୍ଟିଂ ଚାମ୍ପିଅନ

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ୍ ପଡିଆ ଠାରେ ଆୟୋଜିତ ରାତ୍ରିକାଳୀନ କ୍ରିକେଟ ଉଦଯାପିତ ହୋଇଛି l ଫାଇନାଲ୍ ମ୍ୟାଚରେ ପଦ୍ମପୁର ନିଞ୍ଜା ଦଳ ମହୁଲପାଲି କେ.ସି.ସି ଦଳ କୁ ହରାଇ ଚମ୍ପିୟନ ହୋଇଛି l ଉଦଯାପନୀ ଉତ୍ସବରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ…

କାଉନସିଲରଙ୍କ ପାଇଁ ଓରିଏଣ୍ଟେସନ କର୍ମଶାଳା

ବ୍ରହ୍ମପୁର : ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ, ରାୟଗଡା, ବୌଦ୍ଧ, ଗଜପତି ଓ କନ୍ଧମାଳ ଜିଲ୍ଲାର କାଉନସିଲର ଓ ସିଟି ଲିଡର୍ ମାନଙ୍କ ପାଇଁ ଏକ ଓରିଏଣ୍ଟେସନ୍ କର୍ମଶାଳା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ପୌର ପ୍ରଶାସନ…

ବିଶ୍ଵ ଛେନାପୋଡ଼ ଦିବସ ମିଳିତ ଭାବେ ପାଳିଲେ ସାମ୍ବାଦିକ ଓ ବ୍ଲକପ୍ରଶାସନ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ମଙ୍ଗଳବାର ଅପ୍ରେଲ ୧୧ ପୂର୍ବାହ୍ନ ୧୨ ବେଳେ ଓଡ଼ଗାଁ ସାମ୍ବାଦିକ ସଂଘ ଓ ବ୍ଲକ ପ୍ରଶାସନ ମିଳିତ ଭାବେ ବ୍ଲକ ସଭାଗୃହରେ ବିଶ୍ୱ ଛେନାପୋଡ଼ ଦିବସ ପାଳିନ କରିଥିଲେ ।ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ନିମନ୍ତେ ଆଜିର…

ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଜନଜାତି ବର୍ଗର ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

ସୁନ୍ଦରଗଡ଼/ରାଉରକେଲା ,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି। ଏଥିପାଇଁ ସୁନ୍ଦରଗଡ଼…

ଜି୨୦ ଭାରତ -“ ଭବିଷ୍ୟତ କାର୍ଯ୍ୟଧାରା”କୁ ନେଇ ସୋଆ ପକ୍ଷରୁ ୱେବିନାର ଆୟୋଜିତ

ଭୁବନେଶ୍ୱର,୧୧/୦୪: ବର୍ତମାନ ଟେକ୍ନୋଲୋଜି ଯୋଗୁଁ କାର୍ଯ୍ୟଧାରାରେ ଅନେକ ପରିବର୍ତନ ଆସିଛି । ଲୋକମାନେ ବିଶ୍ୱର ଗୋଟିଏ କୋଣରେ ବସି ଅନ୍ୟ ଏକ କୋଣର ଲୋକମାନଙ୍କ ନିମନ୍ତେ କାର୍ଯ୍ୟ କରିପାରୁଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।…

ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ଦ୍ୱାରା ସ୍ଥାନୀୟ ଶାସ୍ତ୍ରୀଛକ ଠାରେ ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସମେତ ୨୨ କେଜି ଗଞ୍ଜେଇ ଏବଂ ଏକ ନମ୍ଵର୍ ବିହୀନ ନୂଆ…