ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀ ଗିରଫ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ବରଗଡ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ପଦ୍ମପୁର ଅବକାରୀ ବିଭାଗ ଦ୍ୱାରା ସ୍ଥାନୀୟ ଶାସ୍ତ୍ରୀଛକ ଠାରେ ସକାଳୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ୩ ଅନ୍ତଃରାଜ୍ୟ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସମେତ ୨୨ କେଜି ଗଞ୍ଜେଇ ଏବଂ ଏକ ନମ୍ଵର୍ ବିହୀନ ନୂଆ…

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ଉଦଯାପିତ

ନବରଙ୍ଗପୁର .ଅଶୋକ ସାହୁ, ଶାସକ ପ୍ରଶାସକ.ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଗତ ମାର୍ଚ୍ଚ ମାସ ୨୦ ତାରିଖ ରୁ ଅପ୍ରେଲ ମାସ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ପାଳନ କରାଯାଉ ଥିବା ପୋଷଣ ପକ୍ଷ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ…

ବରଗଡ଼ ଜିଲ୍ଲାରେ ଗସ୍ତରେ ଓଡ଼ିଶାର ମହାମହିମ ରାଜ୍ୟପାଳ

ବରଗଡ :- ଆଜି ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ, ବିଜେପୁର ବ୍ଳକ ଓ ବରଗଡ଼ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାଅନୁଷ୍ଠାନ ମାନଙ୍କରେ ଆୟୋଜିତ ଉତ୍ସବରେ ଯୋଗ ଦେବା ସହିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ l ଆଜି ବରଗଡ ଜିଲ୍ଲାକୁ ସକାଳ 9 ଟା 45…

“ଛେନାପୋଡ଼ ମୋ ପାଇଁ ସମ୍ପର୍କର ସେତୁ”: ଅରୁଣ

ଭୁବନେଶ୍ୱର : " ମୁଁ ଛେନାପୋଡ଼କୁ ବହୁତ ଭଲପାଏ | ହେଲେ ସବୁ ବେଳେ ଖାଏନି | କିନ୍ତୁ ଯେତେବେଳେ ଖାଏ ଗୋଟେ ପିସ ଆଉ ଗୋଟେ ପିସ...ପ୍ରାୟ ଅଧକିଲେ ଖଣ୍ଡେ ଖାଇଦିଏ | ମୋର ଲଞ୍ଚ ଅବା ଡିନର ହେଇଯାଏ | ଖାଲି ସେତିକି ନୁହେ, ମୁଁ ଛେନାପୋଡ଼ ଆଣି .........." : ଡ଼ ଅରୁଣ କୁମାର ସାହୁ .…

ଉତ୍କଳ ଆଲୁମିନାରେ ଉତ୍କଳ ପ୍ରିମିୟର ଲିଗ୍ (ୟୁପିଏଲ୍‌) ସିଜନ୍‌-୩

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କ୍ରୀଡାର ପରିପୋଷଣ ଏବଂ କ୍ରୀଡାବିତ୍ ମାନସିକତାକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିବଦ୍ଧତା ଆଧାରରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ରାୟଗଡାର ଟିକିରିସ୍ଥିତ ଏହାର ଓଷାପଡା…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ…

ସରଗିତଳିଆକୁ ପହଞ୍ଚିଲା ଡାକ୍ତରୀ ଟିମ୍

ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଓ ଟୀକାକରଣ କେନ୍ଦ୍ର ପାଇଁ ନିଷ୍ପତ୍ତି ଯୋଡା, (ପାର୍ଥ ସାରଥି ଷଡ଼ଙ୍ଗୀ) ଯୋଡା ପୌରପାଳିକା ଅନ୍ତର୍ଗତ ୧୩ ନଂ ୱାର୍ଡର ସରଗିତଳିଆ ଠାରେ ୩୦ରୁ ଉର୍ଦ୍ଧ୍ଵ ଶିଶୁ ଅପପୃଷ୍ଟିରେ ଶିକାର ହେବା ଆଶଙ୍କା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ୱାସ୍ଥ୍ୟ…

ସେବା ଏକ୍ସପ୍ରେସ ଏବଂ ପୁରୀ ଟ୍ରେନରେ ଟିକେଟ ଚେକିଂ ଜୋରଦାର

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଟାଉନ, ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ଦୈନିକ ଚଳାଚଳ କରୁଥିବା ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହା ସହିତ ତାଳ ଦେଇ ବିନା ଟିକେଟଧାରୀ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏ ନେଇ ରେଳ ବିଭାଗ ନିକଟରେ…

ଏପ୍ରିଲ ୨୦ରୁ ଓଡିଶା ସ୍କିଲ୍ କନକ୍ଲେଭ, ଭାରତବର୍ଷରେ ପ୍ରଥମ: ମନ୍ତ୍ରୀ ଶ୍ରୀ ଘଡେ଼ଇ

ଭୁବନେଶ୍ୱର: ଓଡିଶା ସରକାର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ, ଦକ୍ଷତା ଇତ୍ୟାଦି ମାଧ୍ୟମରେ ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ପାଇଁ ଏକ ପ୍ରଗତିଶୀଳ ଇକୋସିଷ୍ଟମ ପ୍ରତିଷ୍ଠା ପାଇଁ ବିଭିନ୍ନ ପରିବର୍ତ୍ତନମୂଳକ ପଦକ୍ଷେପ ନେଇଛନ୍ତିା "ସ୍କିଲ ଇନ ଓଡିଶା' TVET ଇକୋ-ସିଷ୍ଟମରେ ଏକ ବିଶ୍ୱସ୍ତରୀୟ…