“ରେଳବାଇ ଏବଂ ଜଙ୍ଗଲ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଘଟିଛି ହାତୀ ମୃତ୍ୟୁ”

ଜରପଡା ନିକଟରେ ଏକ ହାତୀ ମୃତ୍ୟୁ ବିଷୟରେ ପୂର୍ବତଟ ରେଳପଥର ମତ | ଭୁବନେଶ୍ୱର : ଗତ ଏପ୍ରିଲ 6 ତାରିଖ ରାତିରେ ଅନୁଗୁଳ-ସମ୍ବଲପୁର ରେଳ ସେକ୍ସନରେ ଏକ ଦୁଃଖଦ ଘଟଣା ଘଟିଥିଲା, ଯେଉଁଠାରେ ବୋଇଣ୍ଡା ଏବଂ ଜରପଡା ଷ୍ଟେସନ ମଧ୍ୟରେ ଟ୍ରେନ ଦୁର୍ଘଟଣା ହେତୁ ଏକ ହାତୀ ପ୍ରାଣ ହରାଇଥିଲା | କିଛି…

ପଦ୍ମପୁର ଉପଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ଓ କର୍ମକର୍ତ୍ତା ଚୟନ

ବରଗଡ:- ପଦ୍ମପୁର ଉପ ଖଣ୍ତ ସାମ୍ବାଦିକ ସଂଘର ସାଧାରଣ ସଭା ନୃସିଂହନାଥ ବିନ୍ଧ୍ୟବାସିନୀ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ଓ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ଦୀର୍ଘଦିନ ସାମ୍ବାଦିକମାନେ ଏକତ୍ରୀତ ହୋଇ ପାରି ନ ଥିଲେ।ପାଇକମାଳ ସାମ୍ବାଦିକମାନଙ୍କ ଆୟୋଜନ କ୍ରମେ ପୂର୍ବତନ…

ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ : ଡ.ଲେଖାଶ୍ରୀ

 ବିଜେଡି ସରକାରର ୨୩ ବର୍ଷର ଅପାରଗତା ହେଉଛି “ଦାଦନ ସମସ୍ୟା“ ଦାଦନଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଆଦୈା ଚିନ୍ତିତ ନୁହନ୍ତି କେଉଁ ରାଜ୍ୟରେ କେତେ ଓଡିଆ ଦାଦନ ଖଟୁଛନ୍ତି, ତାର ଏକ ଶ୍ୱେତପତ୍ର ଜାରୀ କରନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର: ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା…

ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଆୟୋଜିତ

ନୟାଗଡ଼,୯/୪: ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଆୟୋଜିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଦଘାଟନ…

“ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨’: ଗଞ୍ଜାମ ଜିଲ୍ଲା ଦେଶର “ଶ୍ରେଷ୍ଠ ଜିଲ୍ଲା ପରିଷଦ’ ଏବଂ…

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବ ନେଇ ଆସିଛିା ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ଘୋଷିତ "ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୨'ରେ ଗଞ୍ଜାମ ଜିଲ୍ଲା ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ (ଜିଲ୍ଲା ପଞ୍ଚାୟତ) ଓ ହିଞ୍ଜିଳିକାଟୁ ଦେଶର ୬୬୧୨ଟି…

ନବ ଦାସ ହତ୍ୟାକାଣ୍ଡକୁ ନେଇ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି ବିଜେପି ନେତା: ବିଜେଡି

 ଏଭଳି ହୀନ ମନ୍ତବ୍ୟ ଦେବା ପୂର୍ବରୁ ଲଜ୍ଜା ଲାଗିବା କଥା  ରାଜନୀତିରେ ମର୍ଯ୍ୟାଦା ରକ୍ଷା ନକଲେ ବାରମ୍ବାର ପ୍ରତ୍ୟାଖ୍ୟାତ ହେବେ ଭୁବନେଶ୍ୱର, ୦୮/୦୪/୨୦୨୩: ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଭଳି ସ୍ପର୍ଶକାତର ବିଷୟକୁ ନେଇ ପୁଣିଥରେ ଜଣେ ବିଜେପି ନେତା ଅରୁଚିକର, ଅବାନ୍ତର ଏବଂ…

ବଜ୍ରପାତରେ ୩ ମୃତ, ୫ ଆହତ

ବାରିପଦା,/ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ଅନ୍ତର୍ଗତ ୧୫ ନଂ ୱାର୍ଡ ଅଙ୍କୁରାରେ ଏପ୍ରିଲ ୮ ଅପରାହ୍ନ ୩ଟାରେ ବଜ୍ରପାତ ହେବା ଯୋଗୁଁ ୩ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ ଆହତ ହୋଇଥିବାର ଜଣାପଡ଼ିଛି । ଅଙ୍କୁରା ଗ୍ରାମର ମୁକ୍ତା ମୁଣ୍ଡା ନାମ୍ନୀ ମହିଳାଙ୍କ ଆଜି…

ସୋଆରେ ଜି-୨୦ ପ୍ରେସିଡେନ୍ସି ଅଧ୍ୟକ୍ଷତା ପାଳନ ପରିପ୍ରେକ୍ଷୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ୍ ୮: ଭାରତରେ ଜି-୨୦ ଅଧ୍ୟକ୍ଷତା ଉପଲକ୍ଷେ ଓଡ଼ିଶାରେ ଏକ ମାସ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବା ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଶନିବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୋଆ କ୍ୟାମ୍ପସ ୫ରେ ରୋଟାରୀ କ୍ଲବ ଖାରବେଳ-କଳିଙ୍ଗନଗର ଓ ସୋଆ…