ନୟାଗଡ଼ ଜିଲ୍ଲା ଶ୍ରେଷ୍ଠ ଏସ୍ଆଇ ପୁରସ୍କାର ପାଇଲେ ଚକ୍ରଧର ସିଂ

ଓଡ଼ଗାଁ,୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ନୟାଗଡ଼ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲ୍ଲାର ବେଷ୍ଟ ସବଇନ୍ସପେକ୍ଟର ଭାବେ ଓଡ଼ଗାଁ ଆଦର୍ଶ ଥାନା ସବଇନ୍ସପେକ୍ଟର (ଏସ୍ଆଇ) ଚକ୍ରଧର ସିଂ ବୁଧବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ…

ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ଓ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଓଡଗାଁ, ୧।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ୯୧ତମ ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଗଠନରେ ଅବଦାନ ରଖିଥିବା ମହାନୁଭବମାନଙ୍କୁ ଶ୍ରଦ୍ଧାଞ୍ଜଳୀ…

ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଷଷ୍ଠ ସନ୍ଧ୍ୟା

ବନବାସ ବେଶ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତମଣ୍ଡଳୀ ଓଡ଼ଗାଁ, ୧।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ଷଷ୍ଠ ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଦର୍ଶନ ଭକ୍ତମାନଙ୍କ ମନରେ ଗଭୀର ବିଶାଦ ଓ ଭାବବିହ୍ୱଳତା ସୃଷ୍ଟି…

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ।

କେନ୍ଦ୍ରାପଡ଼ା:୦୧/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ…

ପ୍ରଦୂଷଣ ନିୟନ୍ତ୍ରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,ତା-୦୧.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ତା -୩୧-୦୩-୨୬ରିଖ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁର ଠାରେ ପ୍ରଦୂଷଣ ନିୟନ୍ତ୍ରଣ କରିବା…

ପବିତ୍ର ଉତ୍କଳ ଦିବସ ଓ ବୈଜ୍ଞାନିକ ପ୍ରାଣ କୃଷ୍ଣ ପରିଜାଙ୍କ ଜୟନ୍ତୀ

ଜଗତସିଂହପୁର,ତା-୦୧.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ପ୍ରଫୁଲ ପାଠାଗାର ପରିସରରେ ପବିତ୍ର ଉତ୍କଳ ଦିବସ ଓ ବୈଜ୍ଞାନିକ ଡକ୍ଟର ପ୍ରାଣ କୃଷ୍ଣ ପରିଜାଙ୍କ 135 ତମ ଜୟନ୍ତୀ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ଶିକ୍ଷାବିତ ରବୀନ୍ଦ୍ର ନାଥ ତ୍ରିପାଠୀ…

ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ଏଲ୍ ପିଜି ଗ୍ୟାସ କଳା ବଜାରି ଓ ଅବୈଧ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଅଚାନକ ଚଢ଼ାଉ ସହ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ର ବିଭିନ୍ନ ହୋଟେଲ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଅବୈଧ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭଞ୍ଜନଗର ଅଧୀନରେ ଅନେକ ହୋଟେଲ ଓ ବାଣିଜ୍ୟିକ…

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷର ଶୁଭାରମ୍ଭ ଓ ଉତ୍କଳ ଦିବସ

ବାଲୁଗାଁ:(ସେକ୍ କୌସର):ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ ଅନୁଯାୟୀ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରୋଭର୍ସ ରେଞ୍ଜର ପକ୍ଷରୁ ମିଳିତ ଭାବେ ମହାବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ ହେବା ସହ ଓଡ଼ିଆ ପକ୍ଷର…

ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ

ରାୟଗଡା :  ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ନଗର ୩୨୬ନଂ ଜାତୀୟ ରାଜପଥ କଡରେ ବାଟୋଇ ଓ ଜନସାଧାରଣଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରାଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀ ଙ୍କ…

ବେଲଗୁଣ୍ଠା ପ୍ରେସ କ୍ଲବ ପକ୍ଷରୁ ଓଡ଼ିଶା ଦିବସ ଓ ହସ୍ତତନ୍ତ ପରିଧାନ ଦିବସ ପାଳିତ

ବେଲଗୁଣ୍ଠା:୧/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପ୍ରେସକ୍ଲବ ପକ୍ଷରୁ ଓଡ଼ିଶା ଦିବସ ଏବଂ ହସ୍ତତନ୍ତ ପରିଧାନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ…