Sign in
Sign in
Recover your password.
A password will be e-mailed to you.
ଝାଲପାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା
ବିଜେପୁର :- ତା.୦୨.୦୪.୨୦୨୬: ଆଜି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK)ତରଫରୁ ଝାଲପାଲି ଗ୍ରାମର ଦୁଇଟି ଯାକ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। RBSK ଟିମ ରେ କାର୍ଯ୍ୟରତ ଡ଼ା ଲିଙ୍ଗରାଜ ଦାଶ,…
ସାଂସଦ ଓ ବିଧାୟକଙ୍କ ଖୋର୍ଦ୍ଧା ବାସୀ ଙ୍କୁ ୨୮ କୋଟି ର ପାନୀୟ ଜଳ ପ୍ରକଳ୍ପ ଓ ୬ କୋଟିର ପୌର କାର୍ଯ୍ୟାଳୟ ଭେଟି
ଖୋର୍ଦ୍ଧା ବାସୀ ପାଇବେ ୨୪ ଘଣ୍ଟିଆ ପିଇବା ପାଣି
ସ୍ବଚ୍ଛ ,ନିରନ୍ତର ଓ ନିରଙ୍କୁଶ ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା-ଅପରାଜିତା
ଭୁବନେଶ୍ୱର ତା:୦୨-୦୪, ଏଣିକି ଖୋର୍ଦ୍ଧା ପୌରାଞ୍ଚଳ ରେ ଆଉ ରହିବନି ପାନୀୟ ଜଳ ସମସ୍ୟା। ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ୨୨ଟି ୱାର୍ଡ ଓ ଆଖପାଖ…
ଶତାକ୍ଷୀ ମହିଳା ସଙ୍ଗଠନ ତରଫରୁ ଉତ୍କଳ ଦିବସ ପାଳନ
ଭୁବନେଶ୍ୱର 01/04 ଭାଷାଭିତ୍ତିକ ପ୍ରଥମ ରାଜ୍ୟ ଭାବରେ ଓଡିଶା ଗଠନ ହୋଇଥିଲା 1936 ମସିହାରେ ଯାହାକି ନବେ ବର୍ଷରେ ପଦାର୍ପଣ କରିଛି | ଏହି ଉପଲକ୍ଷେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶତାକ୍ଷୀ ମହିଳା ସଙ୍ଗଠନ ଉତ୍କଳ ଦିବସ ମହାଆଡମ୍ବରରେ ପାଳନ କରିଛି | ମାତୃଭୂମି ତଥା ମାତୃଭାଷାର ସୁରକ୍ଷା ତଥା…
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଓଡିଶା ଦିବସ ପାଳିତ
ଝାରସୁଗୁଡ଼ା: ସ୍ୱତନ୍ତ ଓଡିଶା ଗଠନକୁ ସ୍ମରଣକରି ଆଜି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ା ଠାରେ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହକୁ ମିଳିତ ଭାବେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ , ଉତ୍କଳ ସମ୍ମିଳନୀ ଝାରସୁଗୁଡ଼ା ଶାଖା ଓ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ସାଂସ୍କୃତିକ ଉତ୍ସାହ ସହିତ ଉତ୍କଳ ଦିବସ ପାଳନ କରିଛି
ଝାରସୁଗୁଡା, ଓଡିଶା; ୨ ଏପ୍ରିଲ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ଝାରସୁଗୁଡା କାର୍ଯ୍ୟରେ ୯୦ତମ ଉତ୍କଳ ଦିବସ ପାଳନ କରିଛି, ଯାହା ଓଡ଼ିଶାର ସମୃଦ୍ଧ ଐତିହ୍ୟ, ସ୍ଥାୟୀ ଭାବନା ଏବଂ ସାମୂହିକ ପ୍ରଗତିକୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଭିନ୍ନ ସାଂସ୍କୃତିକ…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ
ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ - ୬୩ର ପ୍ରଶସ୍ତିକରଣ ଓ ବାଇପାସ ନିର୍ମାଣ ଏବଂ ଛେଣ୍ଡିପଦା-ଜରପଡ଼ା ରାସ୍ତାର ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ
ଛେଣ୍ଡିପଦା ଅଞ୍ଚଳ ଭାରତର କୋଇଲା ଗଚ୍ଛିତ ଭଣ୍ଡାରର ପ୍ରାୟ ଏକ-ଷଷ୍ଠାଂଶ ହୋଇଥିବାରୁ, ଏହା ଦେଶର ଶକ୍ତି ନିରାପତ୍ତା…
୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ନିମନ୍ତେ ଦରଖାସ୍ତ ଆହ୍ଵାନ
ଭୁବନେଶ୍ୱର, ୦୧/୦୪/୨୦୨୬: ଇମ୍ଫା ଗ୍ରୁପ୍ ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍ ମେଟାଲାସ୍ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ’ (IMPaCT) ତରଫ ରୁ ସମ୍ମାନଜନକ ୩୪ତମ ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି । ଏକଲବ୍ୟ ପୁରସ୍କାର ହେଉଛି ଓଡ଼ିଶାର ଉତ୍କୃଷ୍ଟ ଯୁବ…
ରାଜଗାଙ୍ଗପୁର ରେ ସଡ଼କ ଦୁର୍ଘଟଣା ରେ ଅଧିକାରୀଙ୍କ ମୁତ୍ୟୂ
ରାଜଗାଙ୍ଗପୁର, ୦୧-୦୪-୨୬
ବୁଧବାର ଅପରାହ୍ଣରେ ବିଜୁ ଏକ୍ସପ୍ରେସ୍ ୱେର ରାଣୀବନ୍ଧ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ରାଜଗାଙ୍ଗପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସୁନାନୀ(୪୦)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ସରୋଜ ନିଜ ମୋଟର ବାଇକ୍ରେ ରାଜଗାଙ୍ଗପୁର ବ୍ଲକ୍କୁ କାମ…
ସାଂସ୍କୃତିକ ବିବିଧତାର ପ୍ରାଣବନ୍ତ ପ୍ରତିଛବି ହେଉଛି ଜିଲ୍ଲା ମହୋତ୍ସବ କଲ୍ଲୋଳ: ମୁଖ୍ୟ ଅତିଥି
ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ "କଲ୍ଲୋଳ-୨୦୨୬" ର ଉଦ୍ଘାଟନୀ ଉତ୍ସବ
ଜଗତସିଂହପୁର-ତା ୧.୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ୨୦୨୬ ଓ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ର…
ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ତା:୦୧-୦୪-୨୦୨୬ରିଖ ଦିନ ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ ପାଳିତ ହୋଇ ଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳୁ ଏକ ଶୋଭାଯାତ୍ରା ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ର ଠାରୁ ଆରମ୍ଭ କରାଯାଇ ସହର…