Sign in
Sign in
Recover your password.
A password will be e-mailed to you.
ପୁରୀ ଜିଲ୍ଲା ତାଳଦା ୫-ଟି ରୂପାନ୍ତରିତ ପଢ଼ିଆରୀ ବିଦ୍ୟାପୀଠ କାର୍ଯ୍ୟ ଅନିୟମିତତା ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା…
ଭୁବନେଶ୍ୱର, ତା ୨୪/୭- ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାପୀଠଗୁଡ଼ିକୁ ୫-ଟି ଆଧାରରେ ରୂପାନ୍ତର କରିବା ପାଇଁ ରାଜ୍ୟ ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ଏହା କେବଳ ତାଙ୍କ ଦଳର ମନ୍ତ୍ରୀ, ବିଧାୟକ ଓ ଦଳୀୟ କର୍ମୀମାନଙ୍କୁ ପୋଷିବାର ଏକ ମସୁଧା । ବିଭିନ୍ନ ସ୍ଥାନରେ ଖୁବ୍…
ମଙ୍ଗଳବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା: ସିଇସି
ଭୁବନେଶ୍ୱର, ଜୁଲାଇ ୨୪: ମଙ୍ଗଳବାର ଦିନ ଦକ୍ଷିଣ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଉତର ପଶ୍ଚିମ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର…
ନବମ ଜାତୀୟ କମ୍ୟୁନିଟି ରେଡିଓ ପୁରସ୍କାର
ସୋଆ କମ୍ୟୁନିଟି ରେଡିଓର ‘ଅସ୍ମିତା’ କାର୍ଯ୍ୟକ୍ରମକୁ ପ୍ରଥମ ପୁରସ୍କାର
ଭୁବନେଶ୍ୱର, ଜୁଲାଇ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ୯୦.୪ ସୋଆ କମୁ୍ୟନିଟି ରେଡିଓକୁ ଓଡିଶାର ସ୍ଥାନୀୟ ସଂସ୍କୃତିକୁ ଲୋକପ୍ରିୟ ଓ ପ୍ରସାର କରାଇବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜାତୀୟ ସ୍ତରରେ ଭାରତ…
ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘର ସ୍ୱତନ୍ତ୍ର ବୈଠକ: ଅତ୍ୟାଧୁନିକ ସ୍ମାର୍ଟ ବିଦ୍ୟାଳୟ ପାଇଁ ବିଧାୟକଙ୍କୁ ପ୍ରଶଂସା
ଅସ୍ତରଙ୍ଗ-ଅସ୍ତରଙ୍ଗ ବ୍ଲକ ମୁଖ୍ୟ ବଜାର ଲଷ୍ମୀକଲ୍ୟାଣ ମଣ୍ଡପ ରେ ଅନୁଷ୍ଠାନିକ ଭାବେ ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେଇଛି| ବରିଷ୍ଠ ସାମ୍ବାଦିକ ଦୁଃଶାସନ ନାୟକ ଙ୍କ ନେତୃତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହେଇଥିବା ବେଳେ ଅସ୍ତରଙ୍ଗ ଅଂଚଳ ର ରାସ୍ତା, ପାନୀୟଜଳ,…
କାଉଡ଼ିଆ ମାନଙ୍କୁ ପ୍ରସାଦ ବାଣ୍ଟିଲେ ଯୁବ ସମାଜସେବୀ ବାଣୀ କଲ୍ୟାଣ।
ବାସୁଦେବପୁର - ଶ୍ରାବଣ ମାସରେ ବାସୁଦେବପୁର ଅଞ୍ଚଳ ରୁ ବହୁ କାଉଡ଼ିଆ ମାନେ ପାଣି ନେଇ ବିଭିନ୍ନ ଶିବ ମନ୍ଦିରକୁ ଯାଇ ନିଜର ମାନସିକ ପୂରଣ କରନ୍ତି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ବ୍ରାହ୍ମଣ ଗାଁ ପଞ୍ଚାୟତ ରେ ଥିବା ମହାଦେବ ଙ୍କ ମନ୍ଦିର ରେ ମନ୍ଦିରରେ ଅଞ୍ଚଳବାସୀଙ୍କ ମଙ୍ଗଳକାମନା କରି…
ରାଜ ବୋଡାସମ୍ବର ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ଅନୁଷ୍ଠିତ l
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ଆଜି ରାଜବୋଡାସମ୍ବର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବରଗଡ଼ ପ୍ରକଳ୍ପ ନିର୍ଦ୍ଦେଶକ, ଆରକ୍ଷୀ ଅଧିକ୍ଷକ, ପଦ୍ମପୁର ଉପଜିଲ୍ଲାପାଳ, ରାଜବୋଡାସମ୍ବର ବିଡ଼ିଓ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା…
ଏଠି ଲହଡି ଭାଙ୍ଗୁଛି ବିକାଶ, ଲୋକଙ୍କ ମୁହଁରେ ଫୁଟାଉଛି ହସ !
ବିକାଶର ପଥ ରେ ପଣ୍ଡଗୁଡା ପଂଚାୟତ ର ନଗ୍ନ ଚିତ୍ର!
ସରକାରୀ ଯନ୍ତ୍ରୀ ସହ ଟୁଙ୍ଗି ନେତା ଙ୍କ କମାଲ !
କୋଷାଗୁମୁଡା: ଅଶୋକ ସାହୁ, ଶାସକ ପ୍ରଶାସକ.ମୋସରକାର ବା 5ଟି ଯୁଗ ରେ ରାସ୍ତାଘାଟ ର ପ୍ରକୃତ ଦୃଶ୍ୟ ଯାହାକି ଖଲି ଦେଉଛି ବିକାଶ ର ବାସ୍ତବିକ ଚିତ୍ର | କୋଷାଗୁମୁଡା ବ୍ଲକ…
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ବେଳେ ଦେଶୀ ମଦ ଜବତ ସହିତ ଜଣେ ଗିରଫ
ରାଉରକେଲା (ବସନ୍ତ କୁମାର ଜେନା):ରାଉରକେଲା ସହର ସ୍ଥିତ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ନିର୍ଦ୍ଦେଶରେ ରାଉରକେଲା ଅବକାରୀ ଅଧିକାରୀ ନିଜ ସହଯୋଗୀଙ୍କ ସହିତ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଖଇରବନ୍ଦ ଗ୍ରାମର କୁମ୍ଭାର ବସ୍ତୀକୁ ଯାଇ ଦୁଇଟି ସ୍ଥାନରେ ଚଢାଉ କରି ୧୮୦୦ କେଜି ମହୁଲ ପୋଚ…
କାର୍ଷିନୋଭା କ୍ୟାନ୍ସର ହସ୍ପିଟାଲ, କଟକ ଏବଂ ସହର ସେବା ସମିତି, ରାଉରକେଲା ର ମିଳିତ ସହଯୋଗରେ “କର୍କଟ ରୋଗ…
ରାଉରକେଲା, (ବସନ୍ତ କୁମାର ଜେନା) : ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ହୋଟେଲ ସୋଲାସଠାରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଉପସଭାପତି ପୁଷ୍ପା ଲେଙ୍କାଙ୍କ ସଭାପତିତ୍ୱ, ଆବାହକ ଶୈଳେନ୍ଦ୍ର…
ଅଜଗରକୁ ବାନ୍ଧିଲେ ଗ୍ରାମବାସୀ
ଗାଇସିଲେଟ /ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମପଞ୍ଚାୟତର ଟେମରି ଗ୍ରାମରେ ଆଜି ସକାଳ ଭୋର ୪:୩୦ ମିନିଟ ପାଖାପାଖରେ ଉକ୍ତ ଗ୍ରାମର କିଛି ଲୋକ ସୌଚ ପାଇଁ ଗାଁମୁଣ୍ଡ ଡୁଙ୍ଗୁରି ପଟକୁ ଯାଉଥିବା ବେଳେ ଏକ ବିଶାଳ ଅଜଗର ସାପକୁ ଦେଖି ଥିଲେ । ଏହି ରାସ୍ତା ରେ ସବୁଦିନ ଛୋଟ ଛୋଟ…