Sign in
Sign in
Recover your password.
A password will be e-mailed to you.
ପଦାରେ ପଡ଼ିଲା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଦୁର୍ନୀତି ଓ ପ୍ରିୟାପ୍ରୀତି
କାରନାମା ପାଇଁ ଦେବଗଡ଼ବାସୀ ଲଜ୍ଜା ଅନୁଭବ କରୁଛନ୍ତି: ବିଜେଡି
ବିଧାୟକ ପାଣ୍ଠିରେ ନିର୍ମିତ ହୋଇଛି ନିଜର ଖାସ୍ ଅନୁଗତ ବିଜେପି କର୍ମୀଙ୍କ ଘରର ପାଚେରି
ମହିଳା ମହାବିଦ୍ୟାଳୟ ପାଚେରି ନାଁରେ ୩ ଲକ୍ଷ ଟଙ୍କାର ପାଣ୍ଠି ହଡ଼ପ କରିନେଲେ
ବିଧାୟକଙ୍କ ଦୁର୍ନୀତିର ତଦନ୍ତ ଲାଗି…
ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ତଥା ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ଅନୁଷ୍ଠିତ
ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା,ଛେଣ୍ଡ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ଭୁବନେଶ୍ୱର ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ପ୍ରତିଭା ଚୟନ ଏବଂ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି ସମାରୋହ ରେ ଓକା…
ରାଜକିଶୋର ରାଜଗୁର ଙ୍କ ୯ମ ପୂଣ୍ୟତିଥୀ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା): ଶ୍ରଦ୍ଧା ର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁର ଙ୍କ ୯ମ ପୂଣ୍ୟତିଥି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ର ସଭ୍ୟ, କବି ତଥା ଏକତ୍ର ର ସଭାପତି ରାଜୀବ ପାଣି…
ଜିଲ୍ଲା ପ୍ରଶାସନ ଦ୍ଵାରା କୁତ୍ରା ବ୍ଲକ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଜିଲ୍ଲା ପ୍ରଶାସନ ଦ୍ଵାରା ଆଜି କୁତ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଜନସାଧାରଣଙ୍କ ଅଭିଯୋଗ ର ଶୁଣାଣି…
ସାଇବର ଅପରାଧୀମାନେ ଖୋଜୁଛନ୍ତି ସହଜ ଶିକାର
ସାଇବର ଅପରାଧୀମାନେ ସହଜ ଶିକାର ଖୋଜୁଛନ୍ତି। ଯଦି ଆପଣ ସାଇବର ଅପରାଧର ଶିକାର ହୋଇଛନ୍ତି, ତେବେ ସାହାଯ୍ୟ ପାଇଁ ତୁରନ୍ତ ସାଇବର କ୍ରାଇମ ପୋର୍ଟାଲରେ ରିପୋର୍ଟ କରନ୍ତୁ : http://cybercrime.gov.in
ବର୍ଷାପାଣିରେ ବିଶ୍ଵନାଥ ନଗର -୨ର ରାସ୍ତାଘାଟ ପାଲଟିଛି ମରଣଯନ୍ତା
https://youtu.be/y3J44jYhTWM
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମୋକାତୋଟାମ୍ମା ମନ୍ଦିର ନିକଟସ୍ଥ ବିଶ୍ଵନାଥ ନଗର -୨ ଅଞ୍ଚଳ ଅସରାଏ ବର୍ଷାରେ ରାସ୍ତାଘାଟ, ଘରଦ୍ଵାର , ଆଖପାଖ ଅଞ୍ଚଳ ଜଳମଗ୍ନ ହୋଇ ଅଞ୍ଚଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି କହିଲେ…
ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର କଲେ ସମ୍ପାଦକ
ଝାରବନ୍ଧ -ମନୋହର ଦାଶ: ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷ ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା 15 ଜୁଲାଇ ଠାରୁ ଆରମ୍ଭ ହୋଇଛି l ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଲଉଡ଼ିଦରହା ସେବା ସମବାୟ ସମିତି ଅଧୀନ ରେ ଥିବା ବିଭିନ୍ନ ଗ୍ରାମ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି…
“ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗୀକୃତ ହୁଅନ୍ତୁ’
ନବନିଯୁକ୍ତ ଓଡିଶା ଶିକ୍ଷାସେବା ଅଧିକାରୀଙ୍କ ପ୍ରଶିକ୍ଷଣ ଆରମ୍ଭ
ଉଦ୍ଘାଟନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ମଧୁସୂଦନ ଏକାଡେମିରେ ୧୬ଦିନିଆ ତାଲିମ ଶିବିର
ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନବନିଯୁକ୍ତ ଓଡିଶା ଶିକ୍ଷା ସେବା(ଓଇଏସ୍)…
ଜନଗଣର ମୁଖପତ୍ର ସାପ୍ତାହିକୀ ଗଣଇସ୍ତାହାର ଆତ୍ମପ୍ରକାଶ କରିବ
ଝାରବନ୍ଧ-ମନୋହର ଦାଶ: ଜନଗଣର ମୁଖପତ୍ର ସାପ୍ତାହିକୀ ଗଣଇସ୍ତାହାର ଗ୍ରାମାଞ୍ଚଳର ଗରିବ ଖଟିଖିଆ ଜନଗଣର ସ୍ୱର ସାପ୍ତାହିକ ଖବରକାଗଜ ଗଣଇସ୍ତାହାର ଆଗାମୀ ଅଗଷ୍ଟ ୧୫ରେ ଆତ୍ମପ୍ରକାଶ କରିବ ବୋଲି ବରଗଡ ଅଗ୍ରଗାମୀ ଯୁବକ ସଂଘଠାରେ ଅନୁଷ୍ଠିତ ଗଣଇସ୍ତାହାରର ଶୁଭେଚ୍ଛୁମାନଙ୍କ ମଧ୍ୟରେ ଘୋଷଣା…