ମିଲଖା ସିଂ, ପିଟି ଉଷା ପାଇବେ ଏସ୍‌ଏଫ୍ଆଇ ମେଡାଲ

ଏସ୍‌ଏଫ୍‌ଆଇ ବାର୍ଷିକ ସାଧାରଣ ବୈଠକ – ତୁଷାର ତ୍ରିବେଦୀ ସଭାପତି, ପ୍ରଶାନ୍ତ କେନି ସମ୍ପାଦକ ନିର୍ବାଚିତ – ପରିଚାଳନା କମିଟିରେ ଓସ୍କାରୁ ସୁରେଶ ୱାଇଁ ଅହମ୍ମଦାବାଦ: ‘ଫ୍ଲାଇଙ୍ଗ୍ ଶିଖ’ ମିଲଖା ସିଂ ଏବଂ ପି.ଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାଜନକ ଏସ୍‌ଏଫ୍‌ଆଇ ମେଡାଲ…

କୁବେର ପୁରୀରେ ଆଜି ସୁଦାମା ଭଳି ଖଣି ଅଞ୍ଚଳବାସୀ

ଯୋଡ଼ା ପାଇଁ (ଟିସ୍କୋ) ଟାଟା କମ୍ପାନୀର ଶୋଷଣ ମନୋଭାବ ସହ ସାବତ ପୁଅ ଭଳି ବ୍ୟବହାର ! ଯୋଡ଼ା/ପାର୍ଥ ସାରଥୀ ଷଡ଼ଙ୍ଗୀ : ସମୟ ର ଆବର୍ତ୍ତମାନ ରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ଅନ୍ତର୍ଗତ ସବୁଠାରୁ ଧନୀ ଜିଲ୍ଲା ର ସବୁଠୁ ଅଧିକ ରାଜସ୍ବ ଦେଉଥିବା କୁବେର ପୁରୀ ର ଯୋଡ଼ା ଖଣି ଅଞ୍ଚଳ ର…

ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଏସ୍ କେ ଲଡ୍ଜ ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ବାହାଦୂର , ଉପ ସଭାପତି ଶ୍ରୀ…

ଜନ ସଚେତନତା ରେ ହିଁ ସଂକୀର୍ତନ ସଂସ୍କୃତି ର ସୁରକ୍ଷା ସମ୍ଭବ

ଜିଲ୍ଲା ସଂକୀର୍ତନ ସଂସ୍କୃତି ଜାଗରଣ ଉତ୍ସବ ରେ ମତ ପ୍ରକାଶ ବରଗଡ :- ଭାବ ଭକ୍ତି ର ସମ୍ମିଶ୍ରଣ ହେଉଛି ସଂକୀର୍ତନ ମାତ୍ର ସମ୍ପ୍ରତି ସଂକୀର୍ତନ ଧୀରେ ଧୀରେ ଅପସଂସ୍କୃତି ଆଡକୁ ଠେଲି ହୋଇଯାଉଥିବା ବେଳେ ବରଗଡ଼ ଜିଲ୍ଲା ପାଇକମାଲ ନୃସିଂହନାଥ ପିଠ ରେ ଜିଲ୍ଲା ସଂକୀର୍ତନ ପରିଷଦ ଆନୁକୂଲ୍ୟ ରେ…

ଆଇଟି ଆସୋସିଏସନ ପକ୍ଷରୁ ବୃଦ୍ଧାଶ୍ରମରେ ରାତ୍ର ଖାଦ୍ୟ ବଣ୍ଟନ

ନୟାଗଡ଼(ବିଶ୍ୱଜିତ ନାୟକ) - : ନୟାଗଡ଼ ଆଇଟି ଆସୋସିଏସନ ପକ୍ଷରୁ ତ୍ରିନାଥ ଛକ ଠାରେ ଥିବା ବୃଦ୍ଧାଶ୍ରମରେ ରାତ୍ର ଖାଦ୍ୟ ବଣ୍ଟନ କରାଯାଇଛି। ଆସୋସିଏସନ ସଭାପତି ବିଶ୍ଵଜିତ ନାୟକଙ୍କ ନେତୃତ୍ୱରେ ସଂଘ ସଦସ୍ୟ ମାନେ ଖାଦ୍ୟ ବଣ୍ଟନ କାର୍ଯ୍ୟ କରିଥିଲେ। ଏଥିରେ ସଂଘ ପକ୍ଷରୁ ସମ୍ପାଦକ କୁମୁନ ରାମ,…

ପୁର୍ବରୁ ନିଜ ଭଉଣୀ କୁ ହତ୍ୟା କରିଥିବା ଆସାମି ହାତରେ ଜମିବାଡ଼ି ବିବାଦକୁ ନେଇ ଆନ୍ଦ୍ରା କଟୁରିରେ ଆକ୍ରମଣ : 5…

ଜଗତସିଂହପୁର,ତା-୨୩.୦୭.୨୦୨୩/ସୁମନ୍ତକୁମାରଦାସ: ଜଗତସିଂହପୁର ଜିଲା ବାଲିକୁଦା ଥାନା ଅପଣ୍ଡାର ଗାଁରେ ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ 7 ଆହତ ବେଳେ ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅନାମ ମୁଦୁଲି କଟକ ସ୍ଥାନାନ୍ତର…

ଜଗତସିଂହପୁର ବିଜୁଜନତା ଦଳ ପୌରାଞ୍ଚଳ ର ୱାର୍ଡ 8 ଓ 17 ର ବନ୍ଧୁ ମିଳନ ଅନୁଷ୍ଠିତ

ଜଗତସିଂହପୁର,ତା-୨୩.୦୭.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ସ୍ଥାନୀୟ ସାରଦା ମଣ୍ଡପ ଠାରେ ଜଗତସିଂହପୁର ବିଜୁ ଜନତା ଦଳ ପୌରାଞ୍ଚଳ 8, ଓ 17 ୱାର୍ଡ ରେ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱ ରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପ୍ରାରମ୍ଭରେ ଦେଉଳିଗ୍ରାମେଶ୍ବର ଅନ୍ତର୍ଗତ ମା…

ସ୍ବାଧୀନତା ସଂଗ୍ରାମୀ ମା ରମାଦେବୀ ଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

ଜଗତସିଂହପୁର,ତା-୨୨.୦୭.୨୦୨୩/ସୁମନ୍ତ କୁମାର ଦାସ:  ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନାରୀ ନେତ୍ରୀ ମା ରମାଦେବୀ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଅଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓ୍ବରୀ ପୌରପରିଷଦ ପରିସରରେ ଥିବା…

ଚୋରା ବାଲିଗଲାଣ ଯୋଗୁଁ ନାବାଳକ କାଉଡ଼ିଆର ମୃତ୍ୟୁ , ବାଲିଘାଟପାଇଁ ଆଳିପିଙ୍ଗଳ ସେତୁ ଧ୍ୱଂସ ଆଶଙ୍କା

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ତହସିଲ ଅଧୀନ ଦେବୀନଦୀର ଆଳିପିଙ୍ଗଳ ବାଲିଘାଟର ଏକ ଗର୍ଭରେ ପଡି ୧୪ ବର୍ଷର ନାବାଳକ କାଉଡିଆ ସୂର୍ଯ୍ୟକାନ୍ତ ପ୍ରଧାନ ମୃତ୍ୟୁବରଣ କରିବା ଘଟଣା ସମଗ୍ରଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି I ତେବେ ଆଳିପିଙ୍ଗଳ ବାଲିଘାଟ ଚଳିତବର୍ଷ ନିଲାମ ହୋଇନଥିବା…

ଓଡ଼ିଶା-ମୋ ପରିବାର ସହାୟତାରେ ସାଉଦିରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ତା ୨୩.୦୭.୨୦୨୩: ଯାଜପୁର ଜିଲ୍ଲା ବିଂଝାରପୁର ଅନ୍ତର୍ଗତ ସାସଣ୍ଡା ଗ୍ରାମର ୩୬ବର୍ଷିୟ ଯୁବକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ଗତ ୬ବର୍ଷ ଧରି କତାରରେ ରହି କାର୍ଯ୍ୟ କରି ଆସୁଥିଲେ । ଗତ ଜୁନ ୨ତାରିଖରେ ତାଙ୍କର ନିଜର ଏକ ବ୍ୟବସାୟ ଆରମ୍ଭ କରିବାକୁ ସାଉଦି ଆରବ ଯାତ୍ରା କରିଥିଲେ। ସେ…