Sign in
Sign in
Recover your password.
A password will be e-mailed to you.
ମୁକ୍ତି ଲାଭ କଲା ଡି ମ୍ୟୁଜିକ ଓଡିଆ ର ଗୀତ ସାତ ଭଉଣୀରେ ତୁ ଗୋଟିଏ ରାଣୀ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ଠାରେ ମା ଆଙ୍କୁଡେଶ୍ୱରି ଙ୍କ ପୀଠ। ପ୍ରତି ବର୍ଷ ବିଷୁବ ସଂକ୍ରାନ୍ତି ଦିନ ମା ଙ୍କ ପୀଠ ରେ ଲକ୍ଷାଧିକ ଭକ୍ତ ମାନଙ୍କ ସମାଗମ ହୋଇଥାଏ। ଏହି ଅବସର ରେ ଡି ମ୍ୟୁଜିକ୍ ରେ ମୁକ୍ତି ଲାଭ କରିଛି ସାତ ଭଉଣୀ ରେ ତୁ…
କପାଗଡ଼ିଆ ପ୍ରୀମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ କପାଗଡ଼ିଆ ଠାରେ ଆହୋରାତ୍ର କପା ଗଡ଼ିଆ ପ୍ରିମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ବାର ଟି ଟିମ୍ ଅଂଶ ଗ୍ରହଣ କରିଥିଲେ। ଖେଳ କୁ ମୁଖ୍ୟ ଅତିଥି ଭାବେ…
ବିଶ୍ଵ ହୋମିଓପାଥି ଦିବସ ପାଳନ।
ବାଣପୁର :(ସେକ୍ କୌସର):"ସ୍ଥାୟୀ ସ୍ବାସ୍ଥ୍ୟ ପାଇଁ ହୋମିଓ ପାଥିକ୍ " ଏହି ଉକ୍ତି କୁ ଚରିତାର୍ଥ କରିବା ଉଦ୍ଧ୍ୟେଶରେ ହୋମିଓ ପାଥିକ୍ ର ଜନକ ମହାତ୍ମା ଡ଼ ସେମୁଏଲ୍ ହେନିମନ ଙ୍କର ପବିତ୍ର ଜନ୍ମ ଜୟନ୍ତୀ ରେ ପାଳନ କରାଯାଏ ବିଶ୍ଵ ହୋମିଓ ପାଥିକ୍ ଦିବସ। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା…
ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର, ଏପ୍ରିଲ ୧୦: ବିଶିଷ୍ଟ ନ୍ୟୁରୋସର୍ଜନ ଓ ଶିକ୍ଷାବିତ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ସ୍ୱର୍ଗତ ମହାନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର…
ବରିଷ୍ଠ ସାମ୍ୱାଦିକ ବିକାଶ ପାଢୀଙ୍କ ବିୟୋଗରେ ପାରଳାରେ ଶୋକର ଛାୟା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ସାମ୍ୱାଦିକ ବିକାଶ ପାଢୀଙ୍କର ଗତକାଲି ସନ୍ଧ୍ଯାରେ ଭୂବନେଶ୍ୱରର ସମ୍ ହସପିଟାଲରେ ବିୟୋଗ ଘଟିଛି। ବରିଷ୍ଠ ସାମ୍ୱାଦିକ ସ୍ୱର୍ଗତ ପ୍ରକାଶ ଚନ୍ଦ୍ର ପାଢ଼ୀଙ୍କର ପୁତ୍ର ବିକାଶ। ପିତାଙ୍କର ପଦାଂକ ଅନୁସରଣ କରି ବ୍ରହ୍ମପୁରରେ ରହି ବିଭିନ୍ନ…
ଝାରସୁଗୁଡ଼ା ଡିଏଭି ପରିସରରେ ଅଗ୍ନି ନିର୍ବାପନ ଓ ସୁରକ୍ଷା ମକଡ୍ରିଲ ମାଧ୍ୟମରେ ସଚେତନତା ବୃଦ୍ଧି
ରସୁଗୁଡ଼ା. ୧୦/୦୪/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ୮୩ ତମ ଜାତୀୟ ଅଗ୍ନି ସେବା ସପ୍ତାହ ପାଳନ ଅବସରରେ ଅଗ୍ନି ନିର୍ବାପନ ଓ ସୁରକ୍ଷା ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ…
ତ୍ରି-ଦିବସୀୟ ଜନଜାତି ସ୍ଵେଚ୍ଛାସେବୀଙ୍କ ସଚେତନତା ଶିବିର ଆୟୋଜିତ
କେନ୍ଦୁଝର,ତା୧୧/୪- ଓଡ଼ିଶାର ଅଗ୍ରଣୀ ବିଶ୍ଵବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ଵାରା ତ୍ରି-ଦିବସୀୟ ଜନଜାତି ସ୍ଵେଚ୍ଛାସେବୀ ସଚେତନତା ଶିବିର, ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସ ଠାରେ ଅପ୍ରେଲ ୬ ରୁ ୮ ତାରିଖ, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।…
ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ
ଜଗତସିଂହପୁର: ଓଡ଼ିଆ ପକ୍ଷ ଅବସର ରେ ଆଜି ଜଗତସିଂହପୁର ପଞ୍ଚାୟତ ସମିତି ର ବୈଠକ ଗୃହ ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅପରାହ୍ନ ୪ ଘଟିକା ରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉପଲକ୍ଷେ ୮୦ ଜଣ କଳାକାର ଙ୍କୁ ପୁଷ୍ପ ଗୁଚ୍ଛ ,ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯିବା…
ଜଗତସିଂହପୁର ଜିଲ୍ଲା ପରିଷଦ ର ସପ୍ତମ ସାଧାରଣ ବୈଠକ
ଜଗତସିଂହପୁର-ତା ୧୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପରିଷଦ ର ସପ୍ତମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଅଧ୍ଯକ୍ଷତା କରିଥିଲେ ।…
ଗୁରାଣ୍ଡି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ। ପ୍ରଥମେ ଗ୍ରାମ ର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଧାୟକ। ଗ୍ରାମ ର ମୁଖ୍ୟତଃ ରାସ୍ତା କାମ ସହ ନାଳ ନଥିବାରୁ…