ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ‘ଗାଜରଘାସ ସଚେତନତା ସପ୍ତାହ’ ପାଳିତ

ଭୁବନେଶ୍ୱର,ଅଗଷ୍ଟ ୨୩: ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ (ଆଇଏଏସ୍‌) ଏବଂ ସୋଆ ପରିଚାଳିତ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ଗାଜର ଘାସ ସଚେତନତା ସପ୍ତାହ ପାଳିତ କରାଯାଇଛି ।ଏହି…

ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ)ର ବ୍ୟାପକ…

ଭୁବନେଶ୍ୱର -କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ) ର ୪୪ତମ ବୋର୍ଡ ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ତଥା କ୍ରୁଟ୍ ର ଅଧ୍ୟକ୍ଷଙ୍କ ଅଧ୍ୟତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟରେ ଗମନାଗମନ ବ୍ୟବସ୍ଥାକୁ…

ଫାଇବ୍ ଟି ସଚିବ ଙ୍କ ଗସ୍ତ ପୁର୍ବରୁ ମୁଣ୍ଡ ଟେକିଲା ଘୁମୁସର ଜିଲ୍ଲା ଦାବି

ଭଞ୍ଜନଗର (ଉଦୟନାଥ ପଣ୍ଡା):ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତି ଗତ ସଚିବ ତଥା ୫ ଟି ସଚିବ ଭି.କେ ପାଣ୍ଡିଆନ୍ ସମଗ୍ର ଓଡିଶା ଗସ୍ତ କରି ବିଭିନ୍ନ ସମସ୍ୟା ଶୁଣି ସେଗୁଡ଼ିକର ସମାଧାନ କରୁଛନ୍ତି। ଏପରିପ୍ରେକ୍ଷୀରେ ୫ ଟି ସଚିବ ଙ୍କ ଗଞ୍ଜାମ ର ବିଭିନ୍ନ ଅଞ୍ଚଳକୁ…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା

ଭୁବନେଶ୍ବର- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଆଜି ସାକ୍ଷାତ କରିଛନ୍ତି । ଶ୍ରୀ ପଟ୍ଟନାୟକ ଅସୁସ୍ଥ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦଳ ତାଙ୍କର ଆଶୁ ଆରୋଗ୍ୟ କାମନା କରି ମାନ୍ୟବର…

ରାଜ୍ୟପାଳଙ୍କ ଦ୍ୱାରା ପର୍ବତ ଆରୋହଣକାରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର,: ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପର୍ବତ ଆରୋହଣକାରୀ ଶ୍ରୀ ସୌଭାଗ୍ୟ କୁମାର ରଥଙ୍କୁ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି, ୭୭ତମ ସ୍ୱାଧୀନତା ଦିବସ ପୂର୍ବରୁ ଶ୍ରୀ ରଥ ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରସ୍…

ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନର ସାଧାରଣ ସଭା ୨୦୨୩-୨୪ ଅନୁଷ୍ଠିତ

କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶାନ୍ତି,ଶୃଙ୍ଖଳା ଓ ସରସ ସୁନ୍ଦର କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ପରାମର୍ଶ ଭୁବନେଶ୍ୱର: ବିଦ୍ୟାଳୟ ଓ କ୍ରୀଡ଼ା ସଂଗଠନ ପକ୍ଷରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଆୟୋଜିତ ହେବାକୁ ଥିବା ଶିକ୍ଷାନୁଷ୍ଠାନର କ୍ରୀଡ଼ା…

ସ୍ୱାମୀଙ୍କ ଜନ୍ମଦିନରେ କମ୍ପ୍ୟୁଟର ଶିକ୍ଷା ପାଇଁ ସ୍କୁଲ୍‌କୁ ଦେଲେ ଅନୁଦାନ

ଭୁବନେଶ୍ୱର,୨୩ା୮: ସ୍ୱର୍ଗତ ସ୍ୱାମୀ ପ୍ରଫେସର ଡା. ଚିତ୍ତ ରଞ୍ଜନ କରଙ୍କ ୬୦ତମ ଜନ୍ମଦିନରେ ବ୍ରହ୍ମପୁରସ୍ଥିତ ସରକାରୀ କ୍ୟୁଇନ୍ ଅଫ୍ ଦି ମିଶନସ ଉଚ୍ଚ ବିଦ୍ୟାଳୟକୁ ଲକ୍ଷେ ଟଙ୍କା ଅନୁଦାନ ଦେଇଛନ୍ତି ପତ୍ନୀ ସୁମିତା ମିଶ୍ର । ମାଆଙ୍କ ପକ୍ଷରୁ ପୁଅ ପଙ୍କଜ ପ୍ରିୟଦର୍ଶୀ କର ଆଜି ଭୁବନେଶ୍ୱର…

ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଡ୍ରାଇଭର ମାନଙ୍କ ଟ୍ରେନିଂ ପାଇଁ ସୁ-ବାହକ ଯୋଜନାର ଶୁଭାରମ୍ଭ, ବର୍ଷକୁ ପ୍ରଶିକ୍ଷଣ ପାଇବେ ୫୦ ହଜାର ଡ୍ରାଇଭର ମୋ ପରିବହନ ସେବା ଓ ଏମ୍‌ ପରିବହନ ଆପ୍‌ର ଶୁଭାରମ୍ଭ ପରିବହନ…

ଲୋକକଳା ମାଧ୍ୟମରେ ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ପ୍ରୟାସରେ ହେବ କାର୍ଯ୍ୟକ୍ରମ ଭୁବନେଶ୍ବର- ତା.୨୩.୦୮.୨୦୨୩- ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ…