ଗାଇସିଲାଟ/ମନ ଡନସନା- ଗାଇସିଲାଟ ଥାନା ର ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ସୁରୁ ଧରୁଆ ଙ୍କ ନେତୃତ୍ବରେ ଏକ ଟିମ୍ ମଲମଣ୍ଡା ଗାଁର ଉଷତ୍ ବେହେରା ପି- ସୁରୁ ବେହେରା କୁ ବିଦେଶୀ ମଦ ବିକ୍ରୀ କରୁଥିବା ସମୟରେ ବିଭିନ୍ନ ବିଦେଶୀ ବ୍ରାଣ୍ଡର ମଦ ଜବତ କରିଛି। ୧୦ଟି କିଙ୍ଗଫିସର୍ ପ୍ରିମିୟମ ଷ୍ଟ୍ରଙ୍ଗ କେନ୍ ବିଅର ୫୦୦ ମିଲି, ୧୨ଟି ବଡବାଉଜର୍ ପ୍ରିମିୟମ କିଙ୍ଗ କେନ୍ ବିଅର ୫୦୦ ମିଲି, ୫ଟି ହନ୍ଟର ପ୍ଲାଟିନା ଷ୍ଟ୍ରଙ୍ଗ ପ୍ରିମିୟମ ବିଅର ୬୫୦ ମିଲି, ୧୦ଟି ଇମ୍ପ୍ରେଲ ବ୍ଲୁ ହୁଇସ୍କି ୧୮୦ ମିଲି ଜବତ କରି କେସ୍ ନମ୍ବର ୨୨୦ ଅନୁଯାୟୀ ତା, ୦୮,୧୧,୨୦୨୩ ୫୨କ ଅବକାରୀ ଆକ୍ଟ ଅନୁଯାୟୀ କୋର୍ଟ ଚାଲାଣ କରିଛି।
Sign in
Sign in
Recover your password.
A password will be e-mailed to you.