ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର ତା.୨୪.୦୮.୨୦୨୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ସଂଯୁକ୍ତା ପାଣିଗ୍ରାହୀଙ୍କ ୭୯ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ ତାଙ୍କ…

ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

ସମସ୍ତ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ଵ ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପ ଗୂଡିକ ଧାର୍ଯ୍ୟ ସମୟ ସୀମା ଏବଂ ତ୍ବରାନ୍ବିତ ପ୍ରକ୍ରିୟାରେ ସମ୍ପୁର୍ଣ୍ଣ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ନିର୍ଦ୍ଦେଶ…

ସେପ୍ଟେମ୍ବର ୯ରେ କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଭୁବନେଶ୍ୱର, (ଶାସକ ପ୍ରଶାସକ): କେନ୍ଦ୍ରାପଡ଼ା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହେବ । ଏହି ଅବସରରେ ଜିଲ୍ଲାରେ ବିଚାରଧୀନ ଥିବା ଅନେକ ମାମଲାର ଶୁଣାଣି କରାଯିବ । ଦେଓ୍ୱାନୀ ଫୌଜଦାରୀ ମାମଲା ସମେତ ଅପରାଧିକ…

ବାଲି ଉଠାଉଥିବା ବେଳେ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ଦେଲା

ଜଣେ ଉଦ୍ଧାର : ନିଖୋଜ ଥିବା ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ରାୟଗଡା ରୁ ବୈକୁଣ୍ଠ ଦୁରିଆ -ବାଲି ଉଠାଉଥିବା ବେଳେ ହଠାତ ବନ୍ୟା ପାଣି ଆସି ଦୁଇ ଶ୍ରମିକଙ୍କୁ ଭସେଇ ଦେଲା, ଜଣେ ଉଧାର ଜଣେ ନିଖୋଜ ଥିବା ଶ୍ରମିକର ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ। ରାୟଗଡ଼ା ଜିଲ୍ଲା…

ଏକ ମାସ ଶିଶୁ ଶରୀରରେ ସଫଳ ଲାପ୍ରୋସ୍କୋପିକ୍ ସର୍ଜରୀ କଲେ ସମ୍ମମ୍ ସର୍ଜନ୍

ଭୁବନେଶ୍ୱର, ଅଗଷ୍ଟ ୨୪ : ଏକ ମାସ ଶିଶୁ କନ୍ୟାର ଶରୀରରେ ଇନ୍ଗୁଇନାଲ୍ ହାର୍ନିଆର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଅସ୍ତ୍ରୋପଚାର କରିବାରେ ସକ୍ଷମ ହୋଇପାରିଛନ୍ତି ସମ୍ ଅଲ୍ଟିମେଟ ମେଡିକେୟାରର ପେଡିଆଟି୍ରକ୍ ସର୍ଜନ୍ । “ଏଭଳି ଅସ୍ତ୍ରୋପଚାର ଆମେ ନିୟମିତ ହସ୍ପିଟାଲରେ କରୁଛୁ ତେବେ…

ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡିକରେ ଜିଓ ଟ୍ରୁ-୫ଜିର ରୂପାନ୍ତରଣ ଯାତ୍ରା ଶୁଭାରମ୍ଭ

- ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ପରିସରରୁ ଆରମ୍ଭ ହେଲା ଜିଓର ଟ୍ରୁ -୫ଜି କ୍ୟାମ୍ପସ୍ ଅଭିଯାନ ଭୁବନେଶ୍ୱର: ସାରା ଓଡ଼ିଶାରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଟ୍ରୁ-୫ଜିର ବ୍ୟାପକ ସମ୍ଭାବନାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ…

ଘୁଷୁରୀ ପାଳନ କରି ଆମେ ପରିବାରର ପ୍ରତିପୋଷଣ କରୁ, କୋଉଁଠି କି ଯିବୁ କେମିତି ରହିବୁ

ଜଗତସିଂହପୁର,ତା-୨୪.୦୮.୨୦୨୩/ସୁମନ୍ତ କୁମାର ଦାସ: ରାଜ୍ୟ ସରକାରଙ୍କ ବିଚିତ୍ର ନୀତି ପାଇଁ ବଳିପଡ଼ୁଛନ୍ତି ଗରିବ ଜନତା, କହିଲେ କୁଳ କୁଟୁମ୍ବକୁ ଲାଜ ନକହିଲେ କୁଳ ଭାସିଯାଉଛି l ନବୀନବାବୁ ଯୋଜନା କଲେ ଶିଳ୍ପ ପ୍ରତିଷ୍ଠା ନାଁରେ ଭଣ୍ଡେଇଦେଲେ , ଗରିବଙ୍କ ଉପରେ ଜଗତସିଂହପୁର ପ୍ରଶାସନର ଶକ୍ତ…

ଫାଣ୍ଡି ଅଧିକାରୀ ଗିରଫ ଦାବିରେ ଧାରଣା ।

କେନ୍ଦ୍ରାପଡ଼ା:ପ୍ରଫୁଲ୍ଲ କୁମାର ମଲ୍ଲ :  ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଧିକାରୀ ଅଭିଯୋଗକାରି ଙ୍କୁ ଦୁର୍ବ୍ୟବହାର କରିବାରୁ ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୋମ୍ୟ ରଂଜନ ପାଣିଗ୍ରାହୀଙ୍କ ନାମରେ ସଦର ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଫାଣ୍ଡି ଅଧିକାରୀଙ୍କ…

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରୁ ଚୋରି

ତିନି ଦାନ ବାକ୍ସ ଚୋରି ସହିତ ଲୁହା ଲକର ଭାଙ୍ଗି ଟଙ୍କା ନେଇଗଲେ ଚୋର ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ଏକ ବଡ ଧରଣର ଚୋରି ଘଟଣା ସମାନକୁ ଆସିଛି । ଆଜି ସକାଳେ ପୂଜକ ମାନେ ମହାପ୍ରଭୁଙ୍କ ଙ୍କର ନୀତି ସମ୍ପାଦନ ପାଇଁ…

ସ୍ଲିପ୍ଡ ଡିସ୍କ, ସାୟାଟିକା ପାଇଁ ୩ଡି ଏଣ୍ଡୋସ୍ପାଇନ୍ ସର୍ଜରୀ ଏବେ ଓଡିଶାରେ ଉପଲବ୍ଧ

୩ଡି ଏଣ୍ଡୋସ୍ପାଇନ୍ ସର୍ଜିରୀ ଖୁବ୍ କମ୍ ଯନ୍ତ୍ରଣା ସହ ସ୍ଲିପ୍ଡ ଡିସ୍କ, ସାୟାଟିକାର ଚିକିତ୍ସା କରିଥାଏ: ବିଶେଷଜ୍ଞ ଭୁବନେଶ୍ୱର : ମେରୁଦଣ୍ଡ ଓ ମେରୁହାଡର ଦୁଇଟି ସବୁଠାରୁ ସାଧାରଣ ଓ ଯନ୍ତ୍ରଣାଦାୟକ ରୋଗ ସ୍ଲିପ୍ଡ ଡିସ୍କ ଓ ସାୟାଟିକାକୁ ଏବେ ଖୁବ୍ କମ୍ ଯନ୍ତ୍ରଣା ସହ ସଫଳତାର ସହ…