Sign in
Sign in
Recover your password.
A password will be e-mailed to you.
ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ : ସାତ ଦିନ ଭିତରେ ହେବ ଜନସାଧାରଣଙ୍କ ବିଭିନ୍ନ…
ଚିଲିକା/ଖୋର୍ଦ୍ଧା:- (ସେକ୍ କୌସର) ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ। ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣ ଙ୍କ ବିଭିନ୍ନ ସମସ୍ୟା ନେଇ ଜନ ସାଧାରଣ ଙ୍କ ଠାରୁ ଦରଖାସ୍ତ ନେଇ ସାତ ଦିନ ଭିତରେ ବିଭିନ୍ନ ସମସ୍ୟାର ସମାଧାନ ହେବ…
ଜନଜାତିର ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ କୌଶଳ ସମ୍ପର୍କରେ ସଂସାଧକମାନଙ୍କ ଚାରିଦିନିଆ ତାଲିମ…
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ଅନୁସୂଚିତ ଜନଜାତିର ଛାତ୍ର ଛାତ୍ରୀ ମାନଙ୍କୁ ମାତୃଭାଷାରେ ଶିକ୍ଷାଦାନ ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି । ବିଭାଗ ତରଫରୁ ୨୧ ଟି ଜନଜାତି ଭାଷାରେ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ପ୍ରସ୍ତୁତ…
ଜେନ୍ଜୋ ପକ୍ଷରୁ ପ୍ରଥମ ହାଇ-ଟେକ୍ ୫ଜି ଆମ୍ବୁଲାନ୍ସର ଶୁଭାରମ୍ଭ
ଭୁବନେଶ୍ୱର : ରୋଗୀମାନଙ୍କୁ ଏକ ସାମଗ୍ରିକ ଓ ନିର୍ଭରଯୋଗ୍ୟ ପ୍ରି-ହସ୍ପିଟାଲ କେୟାର ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ଜେନ୍ଜୋ ପକ୍ଷରୁ ଏହାର ଅତ୍ୟାଧୁନିକ ୫ଜି-ସକ୍ଷମ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସଗୁଡିକ ସହିତ କମ୍ପାନୀ ଜରୁରୀକାଳିନ ଚିକିତ୍ସା ସେବା…
ଦୈନନ୍ଦିନ ପୋଷଣଯୁକ୍ତ ଖାଦ୍ୟ ତାଲିକାରେ ଡାକ୍ତରଙ୍କ ପ୍ରଥମ ପସନ୍ଦ ମିଲେଟ୍
ଭୁବନେଶ୍ୱର: ଏହା ଏମିତି ଏକ ସମୟ, ଯେତେବେଳେ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ନିର୍ଣ୍ଣୟ କରେ ସେତେବେଳେ ମିଲେଟ୍ ହିଁ ଉଭାହୁଏ ପୁଷ୍ଟିର ଚାମ୍ପିଅନ୍ ଭାବରେ । ସିନ୍ଧୁ ସଭ୍ୟତାର ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଖ୍ରୀ.ପୂ. ୩୦୦୦ରୁ ମିଲେଟ୍ ଖାଦ୍ୟର ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ ହୋଇଛି ।…
ମୋ ଘର ଯୋଜନାରେ ଟଙ୍କା ମାଗୁଥିବା ଅଭିଯୋଗ
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) ସରକାର ଗରିବ ଲୋକଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ମୋ ଘର ଯୋଜନା କାର୍ଯ୍ୟକାରୀ କରି ଯୋଗାଇ ଦେଉଥିବା ବେଳେ କିନ୍ତୁ ବିଭାଗୀୟ ଅଧିକାରୀ ମାନେ ଲୁଣ୍ଠନ କରୁଥିବାର ଅଭିଯୋଗ ହେଉଛି l ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକରେ ବିପିଏ ଭାବେ କାର୍ଯ୍ୟରତ…
ଛତୁଆ ଦୁର୍ନୀତି ରେ ବିଡ଼ିଓ ଙ୍କ ପ୍ରତିକ୍ରିୟା
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ୨ଟି ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି l ଗୋଟିଏ ସତ୍ୟସାଇ ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟଟି ତୁଳସୀ ସ୍ବୟଂ ସହାୟକ ଗୋଷ୍ଠୀ l ଏହି ୨ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କର…
ଅପହରଣ ମାମଲାରେ ୩ଜଣ ଙ୍କୁ କୋର୍ଟ ଚାଲାଣ କଲା ଗାଇସିଲାଟ ପୋଲିସ
ଗାଇସିଲାଟ/ମନ ଡନସନା - ଗାଇସିଲାଟ ଗଙ୍ଗା ଢାବାରୁ ଭୋଇପାଲି ଗ୍ରାମର ବିଶାଳ ଦ୍ବିପକୁ ଅପହରଣ କରିବା ପରେ ୧୦ ଲକ୍ଷ ଟଙ୍କା ମାଗିଥିଲେ ଏହି ଘଟଣାରେ ୩ଜଣ ଙ୍କୁ କୋର୍ଟ ଚାଲାଣ କରିଛି ଗାଇସିଲାଟ ପୋଲିସ।ସୂଚନା ଅନୁଯାୟୀ ବିଶାଲ ଦ୍ବିପଙ୍କ ସ୍ତ୍ରୀ ରୋଜୀ ଦ୍ବିପ ଗାଇସିଲାଟ ଥାନାରେ ୧୯ ତାରିଖ ଲିଖିତ…
ଅବକାରୀ ବିଭାଗ ଚଢ଼ାଉ : ଗଂଜେଇ ଜବତ,ଜଣେ ଗିରଫ
https://youtu.be/h8_sSNwtQPIରାଉରକେଲା/ ବସନ୍ତ ଜେନା : ରାଉରକେଲା ଅବକାରୀ ବିଭାଗ ଦ୍ୱାରା ଅତର୍କିତ ଚଢ଼ାଉ କରାଯାଇଛି | ଚଢ଼ାଉ ବେଲେ ତେଇଶି କିଲୋରୁ ଉର୍ଦ୍ଧ ଗଂଜେଇ ଜବତ କରିବା ସହ ସହ ଜଣେ ଗିରଫ ହୋଇଛି | ଘଟଣାସ୍ଥଳରୁ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି | ଯାହାର ଆନୁମାନିକ ମୂଲ୍ୟ…
ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର: ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱର୍ଗତ ଦାସ ଜଣେ ମହାନ ଦେଶଭକ୍ତ ଥିଲେ। ଦେଶମାତୃକାର ସେବା ସହ ଜଣେ ସମାଜ ସଂସ୍କାରକ…
ବାଃ ସଞ୍ଜିତା ଦିଦି ବାଃ
ଆଶା ଦିଦି ହେବତ ଏମିତି |ଯେଉଁଠି ମୋଟା ଅଙ୍କର ଦରମା ନେଇ ସରକାରୀ କର୍ମଚାରୀ ମାନଙ୍କ ଆନ୍ତରିକତା ନଥିବାର ଦେଖିବାକୁ ମିଳୁଥିବା ବେଳେ ଏଠି ଜଣେ ସାଧାରଣ ସ୍ୱଳ୍ପ ବେତନଧାରୀ ମହିଳା ନିଜ କର୍ମକୁ ସମାଜ ସେବାରେ ନିୟୋଜିତ କରିପାରିଛନ୍ତି ସେ ହେଉଛନ୍ତି ଆଶା ଦିଦି ସଞ୍ଜିତା ନାଏକ |ଏହି ଖବର…