Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ କଲେଜ ପରିଦର୍ଶନ କଲେ ଉଚ୍ଚଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦେଶିକା
ଓଡ଼ଗାଁ,୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଉଚ୍ଚଶିକ୍ଷା ବିଭାଗ ଆଂଚଳିକ ନିର୍ଦ୍ଦଶିକା ଦେବଦତ୍ତା ଶତପଥୀ ଗୁରୁବାର ଅଚାନକ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିଦର୍ଶନ କରିବା ସହିତ ସ୍ବଛତା ଓ ପରିମଳ ସମ୍ପର୍କରେ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, କିଛିଦିନ ତଳେ…
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘୋଟାଲା, ପଞ୍ଚାୟତ ଅଧିକାରୀ ମାଲେମାଲ !!!
ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ରଦାନ କରିବାକୁ ଦାବି
ଯାଜପୁର, (ବାଞ୍ଚାନିଧି ସାହୁ)ଯାଜପୁର ଜିଲ୍ଲା ବରୀ ବ୍ଲକ ରେ ପ୍ରଧାନମନ୍ତ୍ରୀ ଆଭାସ ଯୋଜନାରେ ବଡଧରଣର ଘୋଟାଲା ହୋଇଛି, ଏଥିରେ କେତେ ଜଣ ପଞ୍ଚାୟତ ଅଧିକାରୀ ମାଲେମାଲ ହେଉଥିବା ଘଟଣା ପଦାକୁ ଆସିଛି…
ଭଞ୍ଜନଗର ଅବକାରୀ ବିଭାଗ ର ଧରପଗଡରେ ୩ ଗିରଫ ଓ ବହୁ ଦେଶୀ ମଦ ଜବତ
ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ଅବକାରୀ ବିଭାଗ, ଆଜି ୨୪/୦୮/୨୦୨୩ ରେ ଅଚାନକ ଚଢ଼ାଉ କରି ଭଞ୍ଜନଗର ଓ ଆଖପାଖ ଅଞ୍ଚଳ ରେ କିଛି ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରେତା ଙ୍କୁ ଗିରଫ କରିବା ସହ ଦେଶୀ ହାତ ରନ୍ଧା ମହୁଲି ମଦ ଓ ବାହାର ଭାଟି ମଦ ଜବତ କରିଛନ୍ତି। ଏଥି ସହ ତିନି ଜଣ…
ଡ଼ିମିରିମୁଣ୍ଡା ଗ୍ରାମ ବାଲ୍ୟବିବାହ ମୁକ୍ତ ଘୋଷଣା
ଜମନକିରା/ ଲିପନ ନାୟକ : ଜମନକିରା ବ୍ଲକ ଡ଼ିମିରିମୁଣ୍ଡା ଗ୍ରାମ ପଞ୍ଚାୟତର ଡ଼ିମିରିମୁଣ୍ଡା ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଜମନକିରା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି l ଏହି ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଭାତପୁରାର ସହକାରୀ ଶିକ୍ଷକ…
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍ ତଥା ଉଦ୍ୟୋଗୀ ବିକାଶ ଖାନ୍ନା
https://youtu.be/b5_0KpsaGQE
ଭୁବନେଶ୍ୱର(ଶାସକ ପ୍ରଶାସକ): ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍, ଉଦ୍ୟୋଗୀ ତଥା ଲେଖକ ଶ୍ରୀ ବିକାଶ ଖାନ୍ନା ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ନିକଟରେ ଶ୍ରୀ ଖାନ୍ନା ସ୍ବାଧୀନତା…
ବନ୍ତଳା ଅଗ୍ନିଶମ ସେବା କେନ୍ଦ୍ର ପାଇଁ ୧୫ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ୱର,: ଅନୁଗୁଳ ଜିଲ୍ଲା ବନ୍ତଳା ଠାରେ ନୂତନ ଭାବେ ସ୍ଥାପିତ ଅଗ୍ନିଶମ ସେବା କେନ୍ଦ୍ର ପାଇଁ ବିଭିନ୍ନ ବର୍ଗର ୧୫ଟି ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ।
ପ୍ରକାଶଯୋଗ୍ୟ ଯେ ବନ୍ତଳା ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଅଗ୍ନିଶମ ସେବା କେନ୍ଦ୍ର ସ୍ଥାପନ…
ନୂତନ ଥାନା ଅଧିକାରିଣୀ ଙ୍କୁ ସ୍ବାଗତ
ସିମୁଳିଆ, ବାଲେଶ୍ଵର ୨୪/୦୮ _(ଅକ୍ଷୟ କୁମାର ଜେନା)ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନାରେ ନୂତନ ଥାନା ଅଧିକାରୀଣୀ ଭାବେ ଶ୍ରୀମତୀ ସ୍ଵର୍ଣ୍ଣଲତା ମିଞ୍ଜ ଗତକାଲି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସୂଚନା ରୁ ପ୍ରକାଶ ସିମୁଳିଆ ଥାନା ଟି ୧୬ ନମ୍ୱର୍ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଏହି ଅଞ୍ଚଳ…
ତିବତ ସହ ଭାରତର ଦୃଢ଼ ଧାର୍ମିକ ଓ ସାଂସ୍କୃତିକ ସମ୍ପର୍କ ରହିଛି: ତିବତୀୟ ନେତା
ଭୁବନେଶ୍ୱର, ୨୪/୦୮: ଧର୍ମ ଓ ଭାଷା ଭିତିରେ ଭାରତ ସହ ତିବତର ଦୃଢ଼ ସମ୍ପର୍କ ରହିଆସିଛି ବୋଲି ବୁଧବାର ନିର୍ବାସନରେ ଥିବା ତିବତୀୟ ସଂସଦର ସଦସ୍ୟ ଶ୍ରୀମତି ୟୁଡନ୍ ଅକାତ୍ସାଙ୍ଗ୍ କହିଛନ୍ତି ।ତିବତୀୟଙ୍କ ଦ୍ୱାରା ଅନୁସୃତ ବୌଦ୍ଧ ଧର୍ମ ଓ ଭାଷା ଭାରତରୁ ଆସିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ…
ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଓପିଟିସିଏଲର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଟ୍ରାନ୍ସମିସନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି…
ଜଙ୍ଗଲ ମଞ୍ଜୁରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ
ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଗୁଣାତ୍ମକ ଏବଂ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବ ।
ଭୁବନେଶ୍ୱର :ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ…
ଆଇଟିଇଆର୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୪/୦୮ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏହି ବିଶେଷ କାର୍ଯ୍ୟକ୍ରମରେ…