ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ପୂର୍ବରୁ ଜେଲରେ ରହି ବେଲ୍ରେ ଆସି ଫେରାର ହେଇଥିବା ଗାଙ୍ଗପୁର ଥାନା ଅନ୍ତର୍ଗତ ନୀମିନା ଗ୍ରାମର ଶିଶିର ନାୟକ (50) କୁ ସେ ବିଲାମାଳ ଥିବା ଅବସ୍ଥାରେ ଆଜି ଗାଙ୍ଗପୁର ପୋଲିସ ଗିରଫ କରିଛି l ଶିଶିର ନାମରେ ଗାଙ୍ଗପୁର ଥାନାରେ ପୂର୍ବରୁ ତିନୋଟି ସିନ୍ଧି ଚୋରୀ ମାମଲା ରହିଛି । ଶେ ଜେଲ୍ କୁ ଗଲାପରେ ବେଲ୍ରୁ ବେଲ ରେ ଆସି ପୁଣୀ ଗୋଟିଏ ପାରେ ଗୋଟିଏ ଚୋରୀ କରୁଥିବା ରେକଡ୍ ରହିଛି । ଶିଶିର ନାମରେ ୱାରେଣ୍ଟ ଥିଲା ଆଜି ଗିରଫ କରି ଆସିକା କୋର୍ଟ ଚାଲଣ କରିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ସୁଭ୍ରଜିତ ସାମନ୍ତରାୟ ପ୍ରକାଶ କରିଛନ୍ତି
Sign in
Sign in
Recover your password.
A password will be e-mailed to you.