ପାଣିମୋରା ରେ ରକ୍ତଦାନ ଶିବିର :୩୩ ୟୁନିଟ୍ ରକ୍ତ ସଂଗୃହୀତ

ସୋହେଲା :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋହେଲା ବ୍ଲକ ସଂଗ୍ରାମୀ ମାଟି ପାଣିମୋରା ଠାରେ ଓଡ଼ିଶା ମୋ ପରିବାର (ଜୀବନ ବିନ୍ଦୁ) ଆନୁକୂଲ୍ୟରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ଏକ ସ୍ୱେଚ୍ଛାସେବୀ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

ଅବକାରୀ ବିଭାଗ ର ଚଢ଼ାଉ , ନିଶା କାରବାର ରେ ବ୍ୟବହୃତ ଗାଡି ଛାଡି ଚମ୍ପଟ ଅଭିଯୁକ୍ତ ନିଶା ବ୍ୟବସାୟୀ

ବରଗଡ :- ବରଗଡ଼ ଜିଲ୍ଲାର ଯୁବ ସମାଜ କୁ କିଛି ଖଲ ପ୍ରକୃତି ର ବ୍ୟବସାୟୀ ଅବୈଧ ନିଶା କାରବାର କରି ଯୋଜନା ବଦ୍ଧ ଭାବରେ ହୀନ ଷଡଯନ୍ତ୍ର ବା ଚକ୍ରାନ୍ତ କରି , ପଥଭ୍ରଷ୍ଟ କରିବା ସହିତ ମୋଟା ଅଙ୍କରେ ଅର୍ଥ ଉପାର୍ଜନ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ଏହି ଭଳି କୁଚକ୍ରି ବ୍ୟବସାୟୀ…

ସିଏସପି ପ୍ଲସରେ ଅର୍ନ୍ତଭୁକ୍ତ ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଙ୍କ ବିଡ଼ିଓଙ୍କୁ…

https://youtu.be/33EziJaky1o ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ଲୋକମାନଙ୍କୁ ଉତମ ବ୍ୟାଙ୍କ ସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନାରେ ପ୍ରତ୍ୟେକ ପଂଚାୟତରେ ଗ୍ରାହକ ସେବା କେନ୍ଦ୍ର ପ୍ଲସ (ସିଏସପି ପ୍ଲସ) ଖୋଲିବାକୁ ଯାଉଛନ୍ତି । ଏହି ସିଏସପି ପ୍ଲସ ଖୋଲିବା ଦ୍ୱାରା…

ଉତ୍କଳୀୟ ପରମ୍ପରା ଏବଂ ଧର୍ମରକ୍ଷା ଉଦ୍ଦେଶ୍ୟରେ ବାସୁଦେବ ଆଶ୍ରମରେ ସ୍ୱଧର୍ମ ସମ୍ମିଳନୀ

https://youtu.be/HgS6fQ2OekU ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ସରପଡ଼ା ପଂଚାୟତ ବଡ଼ଥାକନ ସ୍ଥିତ ବାସୁଦେବ ଆଶ୍ରମରେ ବହୁ ସାଧୁ ସନ୍ଥମାନଙ୍କୁ ନେଇ ଏକ ସ୍ୱଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାମାଜିକ ସ୍ତରରେ ଧାର୍ମିକ ଚେତନା ଜାଗ୍ରତ ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବହୁ ସାଧୁ,…

ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଜୁନିୟର ରେଡକ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି / ବାାଳକୃଷ୍ଣ ପାଣିଗ୍ରାହି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଜୁନିୟର ରେଡ଼କ୍ରସର ପରାମର୍ଶଦାତା ମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଅତିରିକ୍ତ ଜିଲ୍ଲା…

ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ପିନୁ ଆହତ

ପୁରୀ (ଅନିମେଶ ପଟ୍ଟନାୟକ): ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ପିନୁ, ଓରଫ ପିନାକୀ ବରାଳ । ବାସେଳୀ ସାହି ଥାନା ଅଧିନ ଶଙ୍କରେଶ୍ୱର ମନ୍ଦିର ଜଙ୍ଗଲରେ ପୋଲିସ କରିଛି ଏନକାଉଣ୍ଟର। ସୂଚନା ମୁତାବକ ପିନୁ ପୁରୀରେ କୌଣସି ଅପରାଧ ଘଟାଇବାର ଯୋଜନା କରିବାର ଖବର ବାସେଳୀସାହି ପୋଲିସ ପାଇଥିଲା ।…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର…

ଭୁବନେଶ୍ୱର : ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଆଜି ନିର୍ମାଣଧୀନ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପର ପୁରୁଣାପାଣି-ସୋନପୁର ରେଳ ସେକ୍ସନ ନିରୀକ୍ଷଣ କରି ବିଭିନ୍ନ ଭିତ୍ତିଭୂମି କାର୍ଯ୍ୟ ସମ୍ପର୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ଠାରୁ ନିର୍ମାଣ କାର୍ଯ୍ୟ ପଚାରି…

ଚିତ୍ର ମାଧ୍ୟମରେ ନିଜର ମତ ରଖିଲେ ସ୍ନିଗ୍ଧା ସ୍ୱୟଂପ୍ରଭା ଦାଶ ।

ସବୁ ପ୍ରତୀକ୍ଷାର ଅନ୍ତ, ଘଟାଇ ଶେଷରେ ଚନ୍ଦ୍ରରେ ପାଦ ଥାପି ସାରା ବିଶ୍ୱରେ ଇତିହାସ ରଚିଛି ଭାରତ l ଇସ୍ରୋ ବୈଜ୍ଞାନିକ ଙ୍କ ସମସ୍ତ ପ୍ରଚେଷ୍ଟା ଓ ପରିଶ୍ରମର ଫଳ ଦେଶବାସୀ ଙ୍କୁ ମିଳିଛି ।୨୦୧୯ ରେ ଭାରତ ତାର ଚନ୍ଦ୍ର ଅଭିଯାନରେ ବିଫଳ ହୋଇଥିବା ବେଳେ ଅକ୍ଲାନ୍ତ ପରିଶ୍ରମ ପରେ ଏବେ ଇସ୍ରୋର…

ସିଏସ୍ଏମ୍ ଟେକ୍ନୋଲୋଜି ଜିତିଲା ବିଡବ୍ଲ୍ୟୁ ବେଷ୍ଟ ଏମର୍ଜିଂ ବିଜିନେସ୍ ଆୱାର୍ଡ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଫ୍ରିକା, ଦୁବାଲ, ୟୁଏସଏ ଓ କାନାଡାରେ ବ୍ୟବସାୟ କରୁଥିବା ଭାରତୀୟ ଆଇଟି ମଲ୍ଟିନେସନାଲ କମ୍ପାନି, ଭୁବନେଶ୍ଵରଭିତ୍ତିକ ସିଏସ୍ଏମ୍ ଟେକ୍ନୋଲୋଜି, ଏସ୍ଏମ୍ଇ ୱାର୍ଲ୍ଡ ସହଯୋଗରେ ବିଜିନେସ୍ ୱାର୍ଲ୍ସ ଦ୍ୱାରା ଆୟୋଜିତ ପଂଚମ ସଂସ୍କରଣ ବିଡବ୍ଲ୍ୟୁ ଏମର୍ଜିଂ ବିଜନେସେସ୍…

ଓଡ଼ଗାଁ ଏନଏସିରୁ ହଟିଲା ବଡ ଜବରଦଖଲ

ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ କଲେଜ ରୋଡ଼ ଅନ୍ତର୍ଗତ ଦଲକ ମୌଜାର ବିଏସ ଏନ୍ ଏଲ ସ୍ଥାୟୀ ଅଫିସ ପାର୍ଶ୍ବରେ ଅବସ୍ଥିତ ୩୦ ଡ଼ିସିମିଲ ଜବରଦଖଲ ସ୍ଥାନରୁ ଓଡ଼ଗାଁ ଏନ୍ ଏସି ବୁଧବାର ଜବରଦଖଲ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଗୁରୁବାର ସମ୍ପୁର୍ଣ୍ଣ କରିଛି । ବୁଧବାର…