ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ସାଂସଦ ପ୍ରତାପ ଙ୍କ…

ନୀଳଗିରି, ୧୦/୦୪:-ଶୁକ୍ରବାର ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତର ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଙ୍କ ସହ ସାକ୍ଷାତ କରି ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।ଏହି…

ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ନୂତନ୍ ଭାବେ ମନୋନିତ ହୋଇଥିବା ଅଧ୍ୟକ୍ଷ କାମଦେବ ବଡ଼ନାୟକ ଓ ଉପାଧ୍ୟକ୍ଷା ପଙ୍କଜିନୀ ଦଳାଇ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରିଷଦ ର କାର୍ଯ୍ୟାଳୟ ଠାରେ ଉଭୟ ପଦାଧିକାରୀ ଦାୟିତ୍ୱ…

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ,କୁନି ପ୍ରତିଭାଙ୍କ ନୃତ୍ୟରେ ବିଭୋର ହେଲେ ଅତିଥି ଓ ଅଭିଭାବକ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର:  ମାଲକାନଗିରି ସହରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବାର୍ଷିକ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ…

ପାଣି ପାଇଁ ଡହଳବିକଳ ସ୍ଥିତି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦେଉନି ବିଭାଗ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୦୯/୦୪ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି। ପଞ୍ଚାୟତ ସଦର ମହକୁମାରେ ପାଣି ପାଇଁ ମହିଳା ମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ି କରି ଛିଡା ହେଉଥିବା…

ଅବସର କାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ।

  ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ମାଲକାନଗିରି, ତା ୧୧/୦୪ ଗତକାଲି ୧୦.୦୪ ଦିନ ସଂଧ୍ୟା ୬.୦୦ ଘଣ୍ଟିକା ସମୟରେ ମାଲକାନଗିରି ଜିଲ୍ଲା ଶିକ୍ଷକ ଭବନ ଠାରେ ଅବସର ପ୍ରାପ୍ତ ଶିକ୍ଷକ ତଥା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର କୋଷାଧ୍ୟକ୍ଷ ଚିତ୍ତ ରଞ୍ଜନ ସରକାର ଙ୍କ ଅବସର କାଳୀନ…

କେନ୍ଦୁଝରରେ ଆମ ଆଦମୀ ପାର୍ଟିର ନିର୍ବାଚନ ପ୍ରସ୍ତୁତି ବୈଠକ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ

କେନ୍ଦୁଝର,ତା୧୧/୪- ଆମ ଆଦମୀ ପାର୍ଟି, କେନ୍ଦୁଝର (AAP) ପକ୍ଷରୁ ଆସନ୍ତା ନିର୍ବାଚନକୁ ନଜରରେ ରଖି କେନ୍ଦୁଝର ଜିଲ୍ଲାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ରୋଟାରୀ କ୍ଲବ୍‌ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଦଳର ମିଶ୍ରଣ ପର୍ବ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଅନେକ ନୂତନ…

ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟରେ ୪୫ ହଜାର ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଚନ୍ଦ୍ରଶେଖର ସରକାରୀ ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଅନୁଦାନ ଘୋଷଣା, ୭ ଏକର ଜମି ପ୍ରଦାନ କରାଯିବ   କେନ୍ଦୁଝର, ୧୧ ଏପ୍ରିଲ ୨୦୨୬: ଶିକ୍ଷକମାନେ…

ବିଶିଷ୍ଟ ନୁ୍ୟରୋସର୍ଜନ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କ ପରଲୋକରେ ସୋଆ ମୁଖ୍ୟ କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର, ଏପ୍ରିଲ ୧୧: ବିଶିଷ୍ଟ ନ୍ୟୁରୋସର୍ଜନ ଓ ଶିକ୍ଷାବିତ୍ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କର ଶୁକ୍ରବାର ପରଲୋକ ହୋଇଯାଇଛି । ସେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପ୍ରତିଷ୍ଠାରେ ଏକ…

ଫେଡେରସନ ଅଫ୍ ଇଣ୍ଡିଆନ ଚାମ୍ବର୍ସ ଅଫ୍ କମର୍ସ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିର ମହିଳା ଶାଖାର ଭୁବନେଶ୍ବର ଚାପ୍ଟରର ନୂଆ ଅଧକ୍ଷା…

ଭୁବନେଶ୍ୱର, ୧୧ ଏପ୍ରିଲ୍ : ଭୁବନେଶ୍ୱରର ହୋଟେଲ୍ ଜିଞ୍ଜର୍ ଠାରେ ଏଫ୍‌ଆଇସିସିଆଇ ଏଫ୍‌ଏଲଓ (FICCI FLO) ଭୁବନେଶ୍ୱର ଚାପ୍ଟରର ଚେଞ୍ଜ୍ ଅଫ୍ ଗାର୍ଡ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ୨୦୨୬–୨୭ ବର୍ଷ ପାଇଁ ଶ୍ରୀମତୀ ବିୟତପ୍ରଜ୍ଞା ତ୍ରିପାଠୀଙ୍କୁ ନୂତନ ଅଧ୍ୟକ୍ଷା ଭାବେ ସ୍ୱାଗତ…

ଓଡ଼ିଆ ପକ୍ଷ ରେ ରକ୍ତଦାନ ଶିବିର

 ବେଲଗୁଣ୍ଠା, ୧୧/୦୪-(ଶିବରାମ ଚୌଧୁରୀ )-କ୍ଷତ୍ରୀୟବରପୁର,  ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡ଼ ଗିରୀଧର ନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ପକ୍ଷ  2026 ପାଳନ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ 29 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଯୁବ ରେଡକ୍ରସ ଏବଂ ଜାତୀୟ…