Sign in
Sign in
Recover your password.
A password will be e-mailed to you.
ଗଣ୍ଡାହାତୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଓ ସମାଜସେବୀ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ଷାଋତୁ ପରେ ପରେ ସବୁଆଡେ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ। କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀ ଯଦି ସେ ସମୟ ବେଳକୁ ସୁରକ୍ଷିତ ନ ଥିବ ତଥା ଅପରିଷ୍କାର ହୋଇରହିଥିବ ତେବେ ହୁଏତ ଏହି ପର୍ଯ୍ୟଟନ ଦିବସ ପାଳନର!-->…
ଏନ୍ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ
• ସମ୍ବଲପୁର-ଅନୁଗୋଳ-କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ପ୍ରମୁଖ ଜୀବନରେଖା• ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ି ଚଳାଚଳ ଯୋଗୁଁ ଏହି ରାଜପଥରେ ବଡ ବଡ ଖାଲ ସୃଷ୍ଟି ହୋଇଛି• ଯାତ୍ରୀ ଓ!-->!-->!-->…
ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ
ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ : ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ୱର ଅଗଷ୍ଟ ୨୨: କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ!-->!-->!-->…
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଗୁରୁତର ନବଜାତ ଶିଶୁର ସଫଳ ଚିକିତ୍ସା
ଭୁବନେଶ୍ୱର, ଅଗଷ୍ଟ ୨୨: ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଗୁରୁତର ହୃତପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍, କାର୍ଡିଓଜେନିକ୍ ଶକ୍, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍!-->…
ଭୁବନେଶ୍ୱର ଫେରି ବାଚସ୍ପତିଙ୍କୁ ଭେଟିଲେ ଭାରତର ପ୍ରଥମ ମହିଳା ମାଉଣ୍ଟ ୟୁନମ ଦଳ
ଭୁବନେଶ୍ୱର, ୨୨.୦୮.୨୦୨୬: ଓଡ଼ିଶା ଫେରିଛନ୍ତି ଭାରତର ପ୍ରଥମ ମହିଳା ପର୍ବତାରୋହୀ ଦଳ । ହିମାଚଳ ପ୍ରଦେଶର ମାଉଣ୍ଟ ୟୁନମ ଶିଖରକୁ ସଫଳତା ସହ ଆରୋହଣ କରି ଗତକାଲି ରାତିରେ ଫେରିଥିବା ୧୧ଜଣିଆ ମହିଳା ଦଳ ଆଜି ସକାଳେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଭେଟିଛନ୍ତି ।!-->…
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା
ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଓଡ଼ଗାଁ ଏନ୍ଏସି ପକ୍ଷରୁ ଆସନ୍ତା ୨୮ ତାରିଖ ଶୁକ୍ରବାର ସ୍ଥାନୀୟ ବ୍ଲକ ରୋଡସ୍ଥିତ କଲ୍ୟାଣୀ ମଣ୍ଡପଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଏନ୍ଏସି ଅଧୀନ ସମସ୍ତ ବିଦ୍ୟାଳୟର!-->…
ଛଅ ମାସରେ ୨୪ ବିବାହିତା ନିଖୋଜ ଅଭିଯୋଗ;
ଓଡ଼ଗାଁ ଥାନା ଅଞ୍ଚଳରେ ପରିବାରିକ ସମ୍ପର୍କକୁ ନେଇ ବଢ଼ୁଛି ଚିନ୍ତା,
ଓଡ଼ଗାଁ, ୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଚଳିତ ବର୍ଷ ଜାନୁଆରୀ ରୁ ଜୁଲାଇ ମାସ ୩୧ ତାରିଖ ମଧ୍ୟରେ ୨୪ ଜଣ ବିବାହିତା ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ!-->!-->!-->…
ଓଡ଼ଗାଁ ଏନ୍ଏସି କୁମ୍ଭିଆପଲ୍ଲୀରେ ହାତୀପଲ
;କୁମ୍ଭିଆପଲ୍ଲୀ ଜଙ୍ଗଲରେ ଡେରା, ବନବିଭାଗର ନଜର; ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ
ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଓଡ଼ଗାଁ ଏନ୍ଏସିର କୁମ୍ଭିଆପଲ୍ଲୀ ଗ୍ରାମ ପଛପାଖ ଘଞ୍ଚ ଜଙ୍ଗଲରେ ଶନିବାର ସନ୍ଧ୍ୟାରେ ଏକ ହାତୀପଲର ଉପସ୍ଥିତି!-->!-->!-->…
ରେଳ ଧାରଣା ରୁ ଦୁଇଟି ଶବ ଉଦ୍ଧାର।
ବ୍ରହ୍ମପୁର ରେଳଷ୍ଟେସନ ରେଳ ଧାରଣାରୁ ଦୁଇଟି ଶବ କୁ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଗୋଟିଏ ଗୋଷାଣୀ ନୁଆ ଗାଁ ଓଭର ବ୍ରିଜ୍ ତଳେ ରେଳ ଧାରଣାରୁ ଉଦ୍ଧାର ହୋଇଛି,ଯାହାର ପରିଚୟ ମିଳିନାହିଁ। ଅନ୍ୟ ଗୋଟିଏ ଶବ ଲାଞିପଲୀ ଓଭର ବ୍ରିଜ୍ ତଳେ ପଡ଼ିଥିବା ବେଳେ ଖବର ପାଇ ପୋଲିସ ଉଦ୍ଧାର!-->…
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ନ୍ୟାସନାଲ୍ ସ୍ପେସ୍ ଡେ ୨୦୨୬ ଅବସରରେ ଏକ ବିଶେଷଜ୍ଞ ଆଲୋଚନା ଏବଂ ଛାତ୍ରଛାତ୍ରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି,!-->!-->!-->…