ରେଳ ଧାରଣା ରୁ ଦୁଇଟି ଶବ ଉଦ୍ଧାର।

8


ବ୍ରହ୍ମପୁର ରେଳଷ୍ଟେସନ ରେଳ ଧାରଣାରୁ ଦୁଇଟି ଶବ କୁ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଗୋଟିଏ ଗୋଷାଣୀ ନୁଆ ଗାଁ ଓଭର ବ୍ରିଜ୍ ତଳେ ରେଳ ଧାରଣାରୁ ଉଦ୍ଧାର ହୋଇଛି,ଯାହାର ପରିଚୟ ମିଳିନାହିଁ। ଅନ୍ୟ ଗୋଟିଏ ଶବ ଲାଞିପଲୀ ଓଭର ବ୍ରିଜ୍ ତଳେ ପଡ଼ିଥିବା ବେଳେ ଖବର ପାଇ ପୋଲିସ ଉଦ୍ଧାର କରିଛନ୍ତି। ଉକ୍ତ ଶବ ନିକଟସ୍ଥ ଆଙ୍କୁଲି ଗ୍ରାମ ର ଭୋଳାନାଥ ବିଶ୍ବାଳ ବୋଲି ଜଣାପଡିଛି। ଉକ୍ତ ଦୁଇଟି ଶବ ଉଦ୍ଧାର କରି ରେଳବାଇ ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.