ଏକାଦଶାହରେ ମହେଶ୍ବରଙ୍କୁ ବହୁ ବିଶିଷ୍ଟ ବ୍ଯକ୍ତିଙ୍କ ଶ୍ରଦ୍ଧାଞ୍ଜଳି

0

ପୁରୀ (ଅନିମେଶ ପଟ୍ଟନାୟକ): ପୁର୍ବତନ ବାଚସ୍ପତି ତଥା ଜନ ନାୟକ ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଏକାଦଶାହ ଅନୁଷ୍ଠିତ ହୋଇଯାଇ ଅଛି । ଗୁରୁବାର ସ୍ଥାନୀୟ ଇନଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଓଡ଼ିଶା ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ, ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ସାଂସଦ ପିନାକୀ ମିଶ୍ର, ସତ୍ୟବାଦୀ ବିଧାୟକ ଉମା ସାମନ୍ତରା , ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ପୁରୀ ଜିଲ୍ଲା ଶୀର୍ଷ ନେତୃମଣ୍ଡଳୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.