ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଜମନକିରା / ଲିପନ ନାୟକ : ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୁନ୍ତରା ରେ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହ ରେ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ରାଧାକୃଷ୍ଣ ବେଶରେ 98 ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥି ରୂପେ ଶ୍ରୀ ଯୋଗେଶ୍ୱର ବାରିକ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ…

ଦୁଃଖୀ ଦିନ ଦରିଦ୍ର ଅସହାୟ ଦୁଇ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ୟୁନାଇଟେଡ ପ୍ରେସକ୍ଲବ ଏଵଂ ସହୃଦ ସମାଜ ସେବୀ।

ସିମୁଳିଆ, ବାଲେଶ୍ବର (ଅକ୍ଷୟ କୁମାର ଜେନା)- ଘଟଣା ଦୁଇଟି ସିମୁଳିଆ ବ୍ଲକ ବଙ୍ଗାଳ ପୂର ଏବଂ ଇଶ୍ଵର ପୁର ପଞ୍ଚାୟତ ରେ ଯାହାକି ପ୍ରଶାସନ ର ପ୍ରହସନ ରେ ଗତି କରୁଥିବା ଦୁଇ ପରିବାର ର କରୁଣ କାହାଣୀ। ଇଶ୍ୱରପୂର ପଞ୍ଚାୟତ କଳାସୁଣୀ ଗ୍ରାମ ର ଯମୁନା ସ୍ୱାମୀଙ୍କ ଅକାଳ ମୃତ୍ୟୁ ପରେ ଦୁର୍ବିଷହ ହୋଇ…

ରାଜ୍ୟର ସମସ୍ତଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି :…

୧୭୨ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭୁବନେଶ୍ୱର: ରାଜ୍ୟର କୋଣ ଅନୁକୋଣର ଜନସାଧାରଣଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରକ୍ରିୟାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତିା ସବୁ ପଞ୍ଚାୟତରେ ବ୍ୟାଙ୍କିଂଙ୍କ ସେବା ପାଇଁ ଉଦ୍ୟମ ଅବ୍ୟାହତ ରହିଛିା ରାଜ୍ୟର ଆର୍ଥିକ…

ରେଡକ୍ରସକୁ ସରକାରୀ ସହାୟତା ରାଶି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ଯୁବ ରେଡକ୍ରସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ଯୁବ ରେଡକ୍ରସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଚ୍ଚଶିକ୍ଷା…

ମୁକ୍ତା ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ନିର୍ଦେଶ

ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନଗର ଉନ୍ନୟନ ବିଭାଗର ପତ୍ର ଭୁବନେଶ୍ୱର,୦୭/୦୯/୨୦୨୩ : ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣା ବେକ୍ଷଣ ପାଇଁ ନିର୍ଦେଶ ଦିଆଯାଇଛି । ଗୃହ ଓ ନଗର…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଭୋଟର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଗଜପତି ଜିଲ୍ଲାର ପ୍ରଥମ ମହିଳା ଭୋଟର୍ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଏହି…

ବେଲଗୁଣ୍ଠାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ବ୍ଳକ୍ ସ୍ତରୀୟ କର୍ମଶାଳା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଶିକ୍ଷା କ୍ଷେତ୍ରରେ ପ୍ରଗତି ଆଣିବା ସହ ଶିକ୍ଷା ସହିତ ସମ୍ପୃକ୍ତ ବ୍ୟକ୍ତି ଏବଂ ଅନୁ୍ଷ୍ଠାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ବର୍ଷ ଆରମ୍ଭ କରାଯାଇଛି ମୁଖ୍ୟମନ୍ତ୍ରୀ ପୁରସ୍କାର କାର୍ଯ୍ୟକ୍ରମ I ଏହି ଅବସରରେ ଆଜି ସମଗ୍ର ରାଜ୍ୟରେ…

ବିଏମ୍‌ସି କମିଶନର ଚିଟିଙ୍ଗ କରି ପଟ୍ଟା ବଂଟନ କରୁଛନ୍ତି, ତାହା ପ୍ରତିବଦଳରେ ଟଙ୍କା ନେଉଛନ୍ତି

ଆଇପିସି ଧାରା-୪୨୦ରେ କମିଶନରଙ୍କ ନାଁରେ ମକଦ୍ଦମା ରୁଜୁ କରାଯିବ ରାଜ୍ୟ ସରକାରଙ୍କ “ନୀଳବର୍ଣ୍ଣ ଶୃଗାଳର ରୂପ”କୁ ଚିହ୍ନିସାରିଛନ୍ତି ବସ୍ତିବାସିନ୍ଦା: ବାବୁ ସିଂ ବିଏମସି କମିଶନର ବିଜେଡିର ମୁଖପାତ୍ର ସାଜି ବିଭ୍ରାନ୍ତକର ତଥ୍ୟ କାହିଁକି ଗଣମାଧ୍ୟମରେ କହୁଛନ୍ତି ?…

ଭଗବାନ ଙ୍କ ଭରଷାରେ ଚାଲିଛି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

 ସୁଖ ନିଦ୍ରାରେ ବିଭାଗୀୟ ଅଧିକାରୀ ରାଇଘର:- ୦୭/୦୯. ପୁଷ୍ପରାଣୀ: ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର, ଭଗବାନ ଜୀବ ସୃଷ୍ଟି କରିଛନ୍ତି ହେଲେ ପ୍ରତ୍ୟେକ ଜୀବ ନିଜେ ପ୍ରକୃତିକୁ ଦେଖିବା ପାଇଁ ଛୋଟିଆ ଆଖି ଦେଇଛନ୍ତି। ଶରୀର ଅପେକ୍ଷା ଆଖିର ଆକାର କ୍ଷୁଦ୍ର। ହେଲେ ଭଗବାନ ହଠାତ୍ ଆଖିକୁ ଯଦି କିଛି…

ରେଲୱେ ଫାଟକ ରେ ଧକ୍କା ହୋଇ ଦୁଇ ଯୁବକଙ୍କ ମୃତ୍ୟୁ

ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ସୁଦପଡ ରେଲୱେ ଫାଟକ ଠାରେ ଲୁହା ରଡ଼ ରେ ଧକ୍କା ହୋଇ ଦୁଇ ଯୁବକ ଙ୍କ ଜୀବନ ଗଲା l ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟି ରେ ସୋନପୁର ରାସ୍ତା ରେ ଥିବା ସାତ ମାଇଲ ଛକ୍ କୁ କୌଣସି କାମରେ ଯାଇ ସେଠାରୁ…