ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ଚିତ୍ର ପ୍ରଦର୍ଶନୀ ଓ ସମୂହ ମୁଖାନୃତ୍ୟ

0

ଭୁବନେଶ୍ୱର, ୨୬/୧୧/୨୦୨୩: ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପ୍ରଦର୍ଶନୀ କକ୍ଷରେ ଅନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁଦୂର ସାଉଥ୍ କୋରିଆର ବିଭିନ ବିଭିନ୍ନ ଚିତ୍ରଶିଳ୍ପୀମାନଙ୍କର ଙ୍କର ପ୍ରାୟ ୧୫୦ଟି ୦ଟି ଚିତ୍ରକଳା ପ୍ରଦର୍ଶିତ ହୋଇଛି । ଏହି ଚିତ୍ରକଳା ପ୍ରଦର୍ଶନୀରେ ସାଉଥକୋରିଆର ଐତିହ୍ୟ, ପରମ୍ପରା ଓ ଲୋକକଳା ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଲିବ । । ଏଥି ସହ ୨୨ ଜଣ କୋରିଆନ୍ ମୁଖାନୃତ୍ୟ ଶିଳ୍ପୀ ଓ ଓଡ଼ିଶାର ମୁଖାଶିଳ୍ପୀମାନେ ସେମାନଙ୍କର ସମୂହ ନୃତ୍ୟ ସଂଗ୍ରହାଳୟର ର ଉଦ୍ୟାନରେ ଉଦ ପ୍ରଦର୍ଶନ କରିଛନ୍ତି । ଏହା ଦ୍ଵାରା ପାରସ୍ପରିକ ସଦ୍‌ଭାବ ବଢ଼ିବା ସହ ଉଭୟ ଦେଶ ପରସ୍ପରର ସଂସ୍କୃତି ସ୍କରର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଅବଗତ ହୋଇପାରିଛନ୍ତି ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ମଧୁସୂଦନ ଦାଶ ସମ୍ମା ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ସାଉଥ୍ କୋରିଆର ଅନନ୍ୟ ଲୋକକଳାକୁ ନେଇ ଜୀବନ୍ତ ହୋଇ ଉଠିଥୁବ ଥୁବା ଚିତ୍ରକ ତ୍ରକଳାଗୁଡ଼ିକୁ ଦେଖୁ ଅତିଥୁ ଏବଂ ଦର୍ଶକମାନେ ବିଭୋର ହୋଇଥିଲେ । ଶିଳ୍ପୀମାନଙ୍କର ଶୈଳ୍ପିକ ନୈପୁଣ୍ୟ ସାଉଥ୍କୋରିଆର ଲୋକକଳାକୁ ଉଜ୍ଜୀବିତ କରୁଛି ।

99 ଜଣ ନୃତ୍ୟଶିଳ୍ପୀ କୋରିଆରୁ ଆସି ନୃତ୍ୟ ପ୍ରଦର୍ଶନ କରିବା ଅବସରରେ ଓଡ଼ିଶାର ମୁଖାନୃତ୍ୟଶିଳ୍ପୀମାନଙ୍କୁ ସମୂହ ମୂହ ନୃତ୍ୟ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା । ପୁରୀର ସାହିନୃତ୍ୟ, ତ୍ଯ, ଭଞ୍ଜନଗରପ ନଗରର ପଶୁନୃତ୍ୟ ସେମାନଙ୍କ ସହ ତାଳଦେଇ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଉଦ୍‌ଘାଟିତ ମଞ୍ଚର ନାମ ‘ବର୍ଣ୍ଣାଳୀ’ ରଖାଯାଇଛି ।

ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ନୃତ୍ୟଶିଳ୍ପୀମାନେ ଶ୍ରୀଜଗନ୍ନାଥ ଅଷ୍ଟକମ୍‌ରେ ମଞ୍ଚ ବନ୍ଦନା କରିଥିଲେ । ଏକାସା ଏକାସାଙ୍ଗରେ କୋ କୋରିଆନ୍ ଏବଂ ଓଡ଼ିଶାର ମୁଖାନୃତ୍ୟ ଗୋଟିଏ ପ୍ରଦର୍ଶନ କରିବା ଏକ ଅନନ୍ୟ କାର୍ଯ୍ୟକ୍ରମ । ଏହାକୁ ବହୁସଂଖ୍ୟାରେ ଦର୍ଶକ ଉପଭେ ଉପଭୋଗ କରିଥିଲେ । ପରବର୍ତ୍ତୀ ପର ସମୟରେ ପ୍ରତି ଶନିବାର ଓ ରବିବାର ଏପରି କାର୍ଯ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସନ୍ଧ୍ୟା ୬ଟା ‘ବର୍ଣ୍ଣାଳୀ’ ରଙ୍ଗମଞ୍ଚରେ ପରିବେଷିତ ହେବ ।

ଏହି କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ଅଧୂକ୍ଷକ ଡ. ଭାଗ୍ୟ ଭାଗ୍ୟଲିପି ମଲ୍ଲ ପରିଚାଳନା କରିଥିଲେ ଏବଂ ସଂଗ୍ରହାଧ୍ଯକ୍ଷା ଡ. ଭାରତୀ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଆ ଭା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ଅତସୀ ଦାସ, ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳସଚିବ ଅନାମିକା ଅଧୁକାରୀ, ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ, ସଂଜୟ ଆଚାର୍ଯ୍ୟ, ଜୟନ୍ତୀ ଦୋରା, ଦାସ୍‌ବେନ୍‌ହୂର, ଚିତ୍ରଶିଳ୍ପୀ ରାମହରି ଜେନା, ଗଜେନ୍ଦ୍ର ସାହୁ, ବି.କେ. ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ଯକ୍ଷ ଗଜେନ୍ଦ୍ର ପାଢ଼ୀ, ଓଡ଼ିଶା ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.