Sign in
Sign in
Recover your password.
A password will be e-mailed to you.
ସେପ୍ଟେମ୍ୱର ୧୫ତାରିଖ ସନ୍ଧ୍ୟା ରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ଦୂରଦର୍ଶନ ର ପ୍ରତିଷ୍ଠା ଦିବସ
ଭୁବନେଶ୍ଵର: ସେପ୍ଟେମ୍ୱର ୧୫ତାରିଖ ସନ୍ଧ୍ୟା ରେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ଦୂରଦର୍ଶନ ର ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଛି। ୬୪ ବର୍ଷ ତଳେ ୧୯୫୯ ମସିହାର ଏହି ପବିତ୍ର ଦିନରେ ଦୂରଦର୍ଶନ ଆରମ୍ଭ କରିଥିଲା ତାର ପ୍ରସାରଣ ର ଯାତ୍ରା। ସେ ଦିନ କେବଳ ଦିଲ୍ଲୀ ମହାନଗରୀରେ ସୀମିତ…
ଭଞ୍ଜନଗରରେ ନୂତନ ଥାନାଧିକାରୀ ଭାବେ ଯୋଗଦାନ କରିବେ ଭଗବାନ ପୂଜାରୀ।
ଭଞ୍ଜନଗର ରୁ ଉଦୟନାଥ ପଣ୍ଡା : ଭଞ୍ଜନଗର ସହରର ନୂତନ ଥାନାଧିକାରୀ ଭାବେ ଚଳିତ ସେପ୍ଟେମ୍ବର ୧୪ ତାରିଖ ଗୁରୁବାର ଦିନ ଦାୟିତ୍ଵ ଗ୍ରହଣ କରିବେ ଶ୍ରୀ ଭଗବାନ ପୂଜାରୀ । ଏଥି ସମ୍ବନ୍ଧିତ ବିଧିବଦ୍ଧ ଭାବେ, ଗଞ୍ଜାମଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗମୋହନ ମିନା ନିର୍ଦେଶ…
ଓଏଏସ୍ରେ କୃତକାର୍ଯ୍ୟ ହୋଇଥିବା ସୋଆ ଆଇନ୍ ଛାତ୍ରୀ ସମ୍ବର୍ଦ୍ଧିିତ
ଭୁବନେଶ୍ୱର, ୧୩/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍)ର ଛାତ୍ରୀ କୁମାରୀ ରାଧୀକା ଶର୍ମା ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବୁଧବାର ଏହି ସଫଳତା ନିମନ୍ତେ ତାଙ୍କୁ ସୋଆ…
ଦିନ ମଜୁରିଆ ଲକ୍ଷ୍ମଣଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ସହ ଛିଡ଼ା ହେଲା ଓଡିଶା-ମୋ ପରିବାର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେବଳ ଓଡ଼ିଶାବାସୀଙ୍କ ଖୁସିରେ ନୁହେଁ, ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖରେ ମଧ୍ୟ ଛିଡ଼ା ହେବାପାଇଁ ଗଢିଛନ୍ତି ଓଡ଼ିଶା-ମୋ ପରିବାର | ଏହା ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ଦୁଃଖ ଲାଘବ ହୋଇପାରୁଛି । ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି…
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଅତିଥି
https://youtu.be/1NDqvUyEyto
ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତ ମହାପ୍ରଭୁଙ୍କ ଅତିଥି । ପ୍ରଶାସନ ଅତିଥି ଦେବୋ ଭବଃ ନିତି ଆପଣାଇବା ଆବଶ୍ୟକ । ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ । ଭକ୍ତ ମାନଙ୍କ ପାଇଁ ୪ଦ୍ୱାର…
ପଲେଇ ଵ୍ୟାକ ଟୁ ପାଭିଲିୟନ
ରଞ୍ଜନ ପଲେଇଙ୍କ ନେତୃତ୍ୱରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ବିଜେଡିରେ ସାମିଲ
ଘରବାହୁଡା କରିଛନ୍ତି ଗଂଜାମ ଜିଲ୍ଲାର ଯୁବନେତା ରଞ୍ଜନ ପଲେଇ |ସତର ମସିହାରେ ପଳେଇଥିଲେ ବିଜେଡି ଛାଡି ବିଜେପି | ବିଜେପିରେ ଶ୍ବାସରୁଦ୍ଧ ହୋଇ ଆଜି ପୁଣି ଫେରିଛନ୍ତି…
“ନରସିଂହ ଭାଇ , ନିଜ କଥା ବୁଝ”
https://youtu.be/CEc2pTGh7Dc
"ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଦଳର ସର୍ବେସର୍ବା. ତାଙ୍କ ନିଷ୍ପତ୍ତି ଆମ ପାଇଁ ଆଦେଶ | ସେଥିରେ କାହାର କିଛି କହିବାର ନାହିଁ | ନରସିଂହ ଭାଇ କେଉଁ ଦଳରେ ଅଛନ୍ତି | ସେ ନିଜ ଦଳ କଥା ବୁଝନ୍ତୁ. ଆମ ଦଳ କଥାରେ କାହିଙ୍କି ଏତେ ମୁଣ୍ଡ ଖେଳାଉଛନ୍ତି | ସେ…
ସରକାରଙ୍କ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସଂପର୍କିତ “ଜିଲ୍ଲାପାଳ ସମ୍ମିଳନୀ”
• ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ, ବ୍ୟାଙ୍କିଂ ଆଉଟଲେଟ୍ ଖୋଲିବା, ମୋ ଘର ଏବଂ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା ।
• ମୋ ସ୍କୁଟର ଯୋଜନା, ଲକ୍ଷ୍ମୀ ଯୋଜନାରେ ଆମ ବସ୍ ଷ୍ଟାଣ୍ଡ ନିର୍ମାଣ ଅଗ୍ରଗତି, ଜିଲ୍ଲାସ୍ତରରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ଫସଲ…
ବାସନ୍ତୀ କଲୋନୀ ଏ,ବି,ସି ଦୁର୍ଗାପୂଜା କମିଟି ଗଠିତ …..
ରାଉରକେଲା, (ବସନ୍ତ କୁମାର ଜେନା):- ବାସନ୍ତୀ କଲୋନୀ ସ୍ଥିତ ଏ,ବି,ସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତି ର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟି ର ପୁନର୍ଗଠନ କରାଯାଇଛି। ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍ ଙ୍କ ଅଧ୍ୟକ୍ଷତା ଓ ସ୍ବପନ ପଣ୍ଡା ଙ୍କ ଆବାହକତ୍ବରେ ଆୟୋଜିତ ଏକ ବୈଠକରେ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦମ୍ପତିଙ୍କୁ ଆକ୍ରମଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ -ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁ ଆକ୍ରମଣ ହୋଇଥିବା ଗାଙ୍ଗପୁର ଥାନାରେ ଅଭିଯୋଗ ହୋଇଛି I ଗାଙ୍ଗପୁର ଥାନା ଅନ୍ତର୍ଗତ ସାନ ଦୋଡ଼ଙ୍ଗା ଗ୍ରାମର ସନ୍ନ୍ୟାସୀ ବାରିକ(48)ଙ୍କ ସ୍ତ୍ରୀ ମମତା…