ରାଜ୍ୟ ସରକାରଙ୍କ ପ୍ରତିଶୃତି ପ୍ରତାରଣାରେ ପରିଣତ : ଏନପିଏସ ଶିକ୍ଷକଙ୍କ ଯୋରଦାର ଆନ୍ଦୋଳନ

ବିଦ୍ୟାଳୟରେ ତାଲା : ପାଠପଢା ମଧ୍ୟାହ୍ନ ଭୋଜନ ଠପ୍  ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ରାଜ୍ୟ ସରକାର ଶୈକ୍ଷିକ ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ବାରମ୍ବାର ପ୍ରୟାସ କରୁଥିଲେ ମଧ୍ୟ ସମଗ୍ର ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିବାକୁ ବସିଲାଣି । ରାତି ପାହିଲେ ଶିକ୍ଷକମାନେ ଏବେ…

ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି।

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ପଞ୍ଚମ ଦିନରେ ପହଁଚିଛି । ଆମ ଅତିତର ହକ ଓ ଅଧିକାରକୁ ଛଡ଼େଇନେଇଛନ୍ତି । ଯେ ପର୍ଯ୍ୟନ୍ତ ସରକାର ଆମ ଅଧିକାର ନ ଦିଅନ୍ତି, ଜୁନାଗଡ଼ର ଆତ୍ମସମ୍ମାନ ଓ ସ୍ୱାଭିମାନ…

ମାତୃଶକ୍ତିର ସମାହାର ମିଶନସକ୍ତି ହିଁ ସମାଜକୁ ଅଗ୍ରଗତି କରିପାରିବ।

ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡରେସନ୍ ସମାବେଶ ଜୁନାଗଡ ୧୩/୦୯ : କେବଳ ମାତୃଶକ୍ତି ର ସମାହାର ମିଶନସକ୍ତି ଦ୍ୱାରା ସମାଜର ଅଗ୍ରଗତି ସମ୍ଭବ ବୋଲି ଜୁନାଗଡ ସହର ସ୍ଥିତ ସଂସ୍କୃତି ଭବନ ଠାରେ ବ୍ଲକ ସ୍ତରୀୟ ମିଶନସକ୍ତି ସମାବେଶରେପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର…

ବ୍ୟାଙ୍କବିହୀନ ଜିପିରେ ବ୍ୟାଙ୍କିଂ ସୁବିଧା ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ପଦକ୍ଷେପ

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ,ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ,ୟୁକୋ ବ୍ୟାଙ୍କ, ବ୍ୟାଙ୍କ…

ଭାରତୀୟ ରେଳବାଇର କ୍ୟାପେକ୍ସ ବୃଦ୍ଧି ପାଇଁ ପୂର୍ବତଟ ରେଳପଥର ଯୋଗଦାନ ମହତ୍ଵପୁର୍ଣ |

► ଭାରତୀୟ ରେଳବାଇ (ଆଇଆର) 46.6% ଏବଂ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ 46.4% କ୍ୟାପେକ୍ସରେ ଦ୍ରୁତ ଅଭିବୃଦ୍ଧି ଘଟାଇଛି | ► ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍ ରୁ ଅଗଷ୍ଟ ମାସ ମଧ୍ୟରେ ପୂର୍ବତଟ ରେଳପଥ ବଜେଟ୍ ଲକ୍ଷ୍ୟର ପ୍ରାୟ 46.51% ପୁଞ୍ଜି ଖର୍ଚ୍ଚ କରିଛି | ► ଚଳିତ…

ଦୁଇଦିନିଆ ଉଦ୍ୟାନ କୃଷି ଦକ୍ଷତା ବୃଦ୍ଧି ତାଲିମ କର୍ମ ଶିବିର ଉଦଯାପିତ

ଓଡ଼ଗାଁ, ୧୩।୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରାବରା ପଞ୍ଚାୟତ ସଭାଗୃହ ଠାରେ ଦୁଇ ଦିନ ଧରି ଚାଲିଥିବା ଦକ୍ଷତା ବୃଦ୍ଧି ଉଦ୍ୟାନ କୃଷି ତାଲିମ କର୍ମଶାଳା ଶିବିର ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି। ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ଉଦ୍ୟାନ କୃଷି…

ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନବୀକରଣ ପାଇଁ ଅନୁଦାନ ୧୦ ଲକ୍ଷ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ନବୀକରଣ କାର୍ଯ୍ୟ ପାଇଁ ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ କାଉନ୍ସିଲର ଚିନ୍ମୟ ପଣ୍ଡା ଯୋଗ ଦେଇଥିବା ବେଳେ…

ଝାଡ଼ଖଣ୍ଡ ପୁଲିସ କୁ ଅନୁକମ୍ପା ଦେଖାଇ ଚର୍ଚ୍ଚାରେ ଗୃହରକ୍ଷୀ !

ସାରସକଣା ରୁ ଦିପୁ ମହାପାତ୍ର : ମୟୂରଭଞ୍ଜ ଜିଲ୍ଲା ତିନିରଜ୍ୟ ସୀମାନ୍ତ ଝାଡପୋଖରିଆ ସମ୍ବେଦନଶୀଳ ଥାନା ର ନିର୍ଦ୍ଦିଷ୍ଟ ଗୃହରକ୍ଷୀ ବେଆଇନ ବାଲି ଚାଲାଣ ,ବେଆଇନ ଚଳନଙ୍କ ଠାରୁ ଅର୍ଥ ଆଦାୟ ଭଳି ଘଟଣା ପୂର୍ବରୁ ନଜିର ରହିଥିବା ବେଳେ ପୁଣି ଜଣେ ଗୃହରକ୍ଷୀ ଥାନା ଅଧିକାରୀଙ୍କ ବିନା ଅନୁମତିରେ…

ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ

ରାଉରକେଲା, (ବସନ୍ତ କୁମାର ଜେନା):- ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନର ତୃତୀୟ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ବୃଦ୍ଧବ୍ୟକ୍ତି ତଥା ଦିବ୍ୟାଙ୍ଗ ଙ୍କ ପାଇଁ ଏକ ହୁଇଲ ଚେୟାର ରେଲୱେ ଷ୍ଟେସନର ମହାପ୍ରବନ୍ଧକ ପ୍ରଭାସ ଦାଶଙ୍କୁ ପ୍ରଦାନ କରିଥିଲେ । ଏହି…

ମଧ୍ୟାହ୍ନଭୋଜନରେ ପୋକ ; ବାରମ୍ବାର ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ; ହାତଗୁଞ୍ଜା ନେଇ ବ୍ଳକ୍ ସ୍ତରୀୟ ଅଧିକାରୀ…

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କିଛି ମାସ ତଳେ ବେଲଗୁଣ୍ଠା ବ୍ଳକ୍ ଡେଙ୍ଗାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନରୁ ବୁଢିଆଣୀ ବାହାରିବା ନେଇ ବେଶ୍ ହଟଚମଟ ହୋଇଥିବା ବେଳେ ଆଜି ପୁଣି ଏହାର ପୁନରାବୃତ୍ତି ଘଟିଛି ବ୍ଳକ୍ ର ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ବୋରୀ ଉନ୍ନୀତ ଉଚ୍ଚ…