ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ପାଲଟିଛି ମରଣଯନ୍ତା

 ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ତ୍ତବ୍ୟ ରେ ଅବହେଳା ପାଇଁ ଘଟିପାରେ ଅଘଟଣ l   (ନିଶ୍ଚିନ୍ତକୋଇଲି - ଶାସକପ୍ରଶାସକ): କଟକ ଗ୍ରାମ୍ୟ ଉନ୍ନୟନ ବିଭାଜନ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଅଧୀନସ୍ଥ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ ଅଧିନରେ ରାଣୀପଡ଼ା…

ବାସନ୍ତୀ କଲୋନୀ ଏବିସି ଦୁର୍ଗାପୂଜା କମିଟି ଗଠିତ

ରାଉରକେଲା, (ବସନ୍ତ କୁମାର ଜେନା):- ବାସନ୍ତୀ କଲୋନୀ ସ୍ଥିତ ଏ,ବି,ସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତି ର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟି ର ପୁନର୍ଗଠନ କରାଯାଇଛି। ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍ ଙ୍କ ଅଧ୍ୟକ୍ଷତା ଓ ସ୍ବପନ ପଣ୍ଡା ଙ୍କ ଆବାହକତ୍ବରେ ଆୟୋଜିତ ଏକ ବୈଠକରେ…

ଅନୁସୂଚିତ ଜନଜାତି (ଏସ୍‌ଟି)ମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟନାମ ତାଲିକା ଘୋଷଣା

 ୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ, ୧ କୋଷାଧ୍ୟକ୍ଷ, ୧ କାର୍ଯ୍ୟାଳୟ ସଂପାଦକ, ୧ ଗଣମାଧ୍ୟମ ସଂଯୋଜକ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସଂଯୋଜକ ଓ ସହ ସଂଯୋଜକ ପଦାଧିକାରୀ ନାମ ତାଲିକା ଘୋଷଣା  ୪୫ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୧୬ ସ୍ଥାୟୀ ନିମନ୍ତ୍ରିତ…

ଜୟ ମା ଦୁର୍ଗା କ୍ଳବ୍ ଆନୁକୁଲ୍ୟରେ ୨୩ତମ ଦୁଇ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା

ସାରସକଣା:: ଶାସକ ପ୍ରଶାସକ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ଝଡ଼ପୋଖରିଆ ଗ୍ରାମପଞ୍ଚାୟତ ଅଧିନରେ ଥିବା ଚଉଳଘେରି ଗ୍ରାମର  ଜୟ ମା ଦୁର୍ଗା କ୍ଳବ୍ ଆନୁକୁଲ୍ୟରେ ୨୩ତମ ଦୁଇ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  କ୍ଳବ୍ ର  ସଭାପତି ବିଶ୍ଵନାଥ ମହାନ୍ତ,ଉପ ସଭାପତି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବାଇକ୍ ଚାଳକ ମୃତ ।

ସାରସକଣା :: ଶାସକ ପ୍ରଶାସକ ସ୍ଥାନୀୟ ସାରସ କଣା ବ୍ଳକ୍ ଅନ୍ତର୍ଗତ ଜେରକାଣି ଗ୍ରାମର ଶ୍ରୀ ହେମନ୍ତ କୁମାର ନାଏକ ଙ୍କ ପରଲୋକ ହୋଇଯାଇଛି ସୂଚନା ଅନୁସାରେ ଶ୍ରୀ ନାଏକ ସାରସକଣା ବଜାରରୁ ମାର୍କେଟିଂ କରି OD11 4225 ନମ୍ବର ବିଶିଷ୍ଟ ଏକ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ନିକଟବର୍ତ୍ତୀ…

ବାଇକ ସହ ବୋଲେରୋ ର ମୁହାଁମୁହିଁ ଧକ୍କାରେ ଯୁବକ ମୃତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା):ଭଞ୍ଜନଗର, ୧୨/୯. ୧୫୭ନଂ ଜାତୀୟ ରାଜପଥ ଭଞ୍ଜନଗର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ନିକଟରେ ବାଇକ ସହ ବଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ମୁଜାଗଡ଼ ଗ୍ରାମର ରମିନ କୁମାର ପ୍ରଧାନ(୩୫) କୌଣସି କାମରେ ଭଞ୍ଜନଗର ଆସି…

ଜିଲ୍ଲା ରେଡ଼କ୍ରସ ସଂସ୍ଥାର ସାଧାରଣ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାୟଗଡ ରୁ ବୈକୁଣ୍ଠ ଦୁରିଆ / ୧୨/୦୯-ରେଡ଼କ୍ରସ ସଂସ୍ଥା ଜିଲ୍ଲା ଶାଖା, ରାୟଗଡର ଆଜି ବାର୍ଷିକ ସାଧାରଣ ଓ କାର୍ଯ୍ୟନିର୍ବାହୀ ବୈଠକ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜୋଇଯାଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ରମେଶ୍ଵର…

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ଦ୍ୱିତୀୟ ସ୍ଥାପନା ଦିବସ ପାଳନ

ରାଉରକେଲା, (ବସନ୍ତ କୁମାର ଜେନା):- ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ର ଦ୍ୱିତୀୟ ସ୍ଥାପନା ଦିବସ ହୋଟେଲ୍ ସେଣ୍ଟ୍ରାଲ ପାର୍କଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଉପସଭାପତି ରୋଟାରୀଆନ ଡଃ ମୀନତି ପଣ୍ଡା ଙ୍କ ସଂଯୋଜନାରେ…

ଶେଷ ପର୍ଯ୍ୟାୟ ରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା, ଗଣେଶ ମୂର୍ତ୍ତି ନିର୍ମାଣ ରେ ନିମଗ୍ନ କାରିଗର

ଜମନକିରା  ପାର୍ବଣ ଋତୁ ର ଆଗମନ ରେ ଉତ୍ସବ ମୁଖର ହେବାକୁ ଯାଉଛି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ l ଚଳିତ ସେପ୍ଟେମ୍ବର 17,ତାରିଖ ରେ ବାବା ବିଶ୍ୱକର୍ମାଙ୍କ ପୂଜା ରହିଥିବା ବେଳେ 19 ତାରିଖ ରେ ପୂଜା ପାଇବେ ବିଜ୍ଞହର୍ତ୍ତା ପ୍ରଭୁ ଶ୍ରୀ ଗଣେଶ l ଯାହାକୁ ନେଇ ଜମନକିରା ଅଞ୍ଚଳ…

ଶାରଦୀୟ ପୂଜା ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ: ସ୍ବଚ୍ଛତା ଉପରେ ଗୁରୁତ୍ବାରୋପ

ରାଉରକେଲା,(ବସନ୍ତ କୁମାର ଜେନା);- ଶାରଦୀୟ ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜାକୁ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ବସହମତି…