ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

ଜଣେ ଭିନ୍ନକ୍ଷମ, ଚାରି ଜଣ ପୋଲିସ, ସମେତ 41 ଜଣ ସ୍ଵେଚ୍ଛାକୃତ ରକ୍ତଦାନ କଲେ । ବେଲଗୁଣ୍ଠା/ ଶିବରାମ ଚୌଧୁରୀ: ଗଂଜାମ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଗୁରୁମା ସ୍ଵର୍ଗତ ବିଜୟଲକ୍ଷ୍ମୀ ସାମଲଙ୍କର ଦ୍ୱାଦଶାହ ତିଥିରେ ସମ୍ବାଦ ଆମ ଓଡ଼ିଶା ଏବଂ…

ବ୍ଲକ୍ କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ

ବାସୁଦେବପୁର -ସାଧାରଣ ଗରିବ ହିତାଧିକାରୀ ମାନଙ୍କୁ ଦୁଇ ମାସର ଅନୁଦାନ ସାଧାରଣ ଖାଉଟି ମାନଙ୍କୁ  କରଞ୍ଜଆଡିଆ ଡିଲର କ୍ଷୀରମଣୀ ସାହୁ ପ୍ରଦାନ କରିନଥିଲେ ସାଧାରଣ ଖାଉଟି ମାନେ ଏବିଷୟରେ ବାରମ୍ବାର ବ୍ଲକ କର୍ତ୍ତୁପକ୍ଷ ମାନଙ୍କୁ ଅବଗତ କରାଇବା ପରେବି ଖାଉଟିମାନେ ଉକ୍ତ ଦୁଇମାସର ସରକାରୀ ଅନୁଦାନ…

ନଦୀରେ ଭାସି ଲିଭିଗଲା ୫ବର୍ଷର ଶିଶୁ

ରାୟଗଡା / କାଶୀପୁର ରୁ ବୈକୁଣ୍ଠ ଦୁରିଆ -ଏଭଳି ଏକ ହୃଦୟ ବିଦାରକ ଘଟଣା କାଶୀପୁର ବ୍ଲକ କୋଡ଼ିପାରି ପଞ୍ଚାୟତରେ ଘଟିଛି ଯାହାକି ଗତକାଲି ଅପରାହ୍ନ ଚାରିଟା ସମୟରେ ନଦୀରେ ଭାସିଯାଇ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁର ନାମ ବୈକୁଣ୍ଠ ମାଝୀ ବୟସ ୫ ବର୍ଷ ମାଆଙ୍କ ନାମ ବାସନ୍ତୀ…

ଭାରତରେ ହାଇସ୍ପିଡ୍ ଆଲୁମିନିୟମ୍ ରେଳ କୋଚ୍ ପାଇଁ ହାଇ-ପ୍ରିସିସନ୍ ଏକ୍ସଟ୍ରଜେଡ୍ ଉତ୍ପାଦ ନିର୍ମାଣ ସକାଶେ ଇଟାଲୀୟ…

ଭାରତକୁ ଅଧୁନାତମ ଆଲୁମିନିୟମ୍ ଏକ୍‌ଟ୍ରସନ୍‌ ପ୍ରଯୁକ୍ତି ଆଣିବା ଯୋଜନା ରେଳ କୋଚ୍ ନିର୍ମାଣରେ ଏକ୍ସଟୁଡେଡ୍ ଆଲୁମିନିୟମ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ହାଲୁକା ଆଲୁମିନିୟମ ଟ୍ରେନ୍ ବେଗ ବୃଦ୍ଧି, ଅଙ୍ଗାରକ ନିର୍ଗମନ ହ୍ରାସ ଘଟାଇଥାଏ ସୁନ୍ଦର ଡିଜାଇନ, ରେଳ ଯାତ୍ରାକୁ…

ସମ୍ମମ୍‌ରେ ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ

ଭୁବନେଶ୍ୱର , ସେପ୍ଟେମ୍ବର ୧୨ : ସ୍ଥାନୀୟ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ମଙ୍ଗଳବାର ପ୍ରଥମ ଜାତୀୟ ମେଡିକାଲ୍ ରେକର୍ଡ୍ସ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ହେଲ୍‌ଥ ରେକର୍ଡ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ମେଡିକାଲ୍ ରେକର୍ଡ୍ସକୁ ଅଧିକ ଗୁରୁତ୍ୱ ଦିଆଯିବା ପରିପ୍ରେକ୍ଷୀରେ ସାରା…

‘ସଷ୍ଟେନେବଲ ଏଗ୍ରିକଲ୍ଚର: ଥିଓରି ଆଣ୍ଡ ପ୍ରାକ୍ଟିସେସ’ ଉନ୍ମୋଚିତ

ଭୁବନେଶ୍ୱର , ସେପ୍ଟେମ୍ବର ୧୨ : “ସଷ୍ଟେନେବଲ ଏଗ୍ରିକଲ୍ଚର: ଥିଓରି ଆଣ୍ଡ ପ୍ରାକ୍ଟିସେସ୍” ଶୀର୍ଷକ ତଥା ଶ୍ରୀ ବିଦ୍ୟାଧର ମହାରଣା ଓ ପ୍ରଫେସର ସୁବୋଧ କୁମାର ସାହୁଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ଗତ ରବିବାର ଦିନ ଏଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି । ପୁସ୍ତକଟିକୁ…

ହ୍ୟାଣ୍ତବଲ ରେଫରୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଦୁଇ ସଫଳ କ୍ରୀଡାବିତ ଉତ୍ତୀର୍ଣ୍ଣ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ପଂଜାବ ପଟିୟାଲା ସ୍ଥିତ ଏନ୍.ଏସ୍.ଏନ୍.ଆଇ.ଏସ୍ ସେଣ୍ଟରେ ଅନୁଷ୍ଠିତ ଜାତୀୟ ହ୍ୟାଣ୍ତବଲ ରେଫରୀ ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ଦୁଇ ଜଣ ଆନ୍ତର୍ଜାତୀୟ ହ୍ୟାଣ୍ତବଲ ଖେଳାଳି ସ୍ନେହଲତା ବେହେରା ଓ ଓଡିଶା ପୋଲିସରେ କାର୍ଯ୍ୟରତ ଶ୍ରୀନିବାସ ରାଉତ ଅଂଶ ଗ୍ରହଣ…

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍.ପି (ପ୍ଲସ୍) ବ୍ୟାଙ୍କିଂ ଆଉଟଲେଟ

୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ ଭୁବନେଶ୍ୱର: ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଥିବାରୁ ସର୍ବତ୍ର ବ୍ୟାଙ୍କିଙ୍ଗ୍ ସୁବିଧା…

ନୂଆଁଖାଇ ପୂର୍ବରୁ ଗାଁ ଗାଁରେ ଦାଦନ ସର୍ଦ୍ଦାର ସକ୍ରିୟ

ବାଣ୍ଟୁଛନ୍ତି ଅଗ୍ରୀମ ଟଙ୍କା,ଲୋକ ସଂଗ୍ରହ ରେ ଲାଗିଛନ୍ତି ସ୍ଥାନୀୟ ଦଲାଲ ପାଟଣାଗଡ଼: (ଯତୀନ୍ଦ୍ର ନନ୍ଦ ) - ଆଗକୁ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଏହି ପର୍ବ ପାଳନ ପାଇଁ ବଲାଙ୍ଗିର ଜିଲ୍ଲା  ପାଟଣାଗଡ଼ ଉପଖଣ୍ଡ ବେଲପଡା ,ଖପ୍ରାଖୋଲ  ସମେତ ତୁରେକେଲା ବ୍ଳକ କଣ୍ଟାବାଞ୍ଜି , ମୁରିବାହଲ…

୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ

ଠିକା ନିଯୁକ୍ତି ନୁହେଁ, କରାଯାଉ ନିୟମିତ ନିଯୁକ୍ତି: ଅନିଲ ବିଶ୍ୱାଳ  ୨୦ହଜାର ଶିକ୍ଷକ ପଦବୀରେ ଠିକା ନିଯୁକ୍ତି କରିବା ପାଇଁ ନେଇଥିବା ନିଷ୍ପତି ବେଆଇନ ଓ ଅଗଣତାନ୍ତ୍ରିକ  ମୁଖ୍ୟମନ୍ତ୍ରୀଙ୍କ ନିୟମିତ ନିଯୁକ୍ତି ପ୍ରତିଶ୍ରୁତି କୁଆଡେ ଗଲା?  କାନ୍ଥ, ବାଡକୁ ସବୁଜ ରଙ୍ଗ…