Sign in
Sign in
Recover your password.
A password will be e-mailed to you.
ବେଲଗୁଣ୍ଠା ବ୍ଲକ୍ ର ସମସ୍ତ ବିଦ୍ୟାଳୟରେ ପାଠପଢ଼ା ଠପ୍
ବିଦ୍ୟାଳୟ ଛାଡ଼ି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ପ୍ରାଥମିକ ଶିକ୍ଷକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଜର ତିନି ଦଫା ଦାବି ପୂରଣ ପାଇଁ ପ୍ରାଥମିକ ଶିକ୍ଷକମାନେ ବାରମ୍ବାର ସରକାରଙ୍କୁ ଅନୁରୋଧ କରି ବିଫଳ ହେବା ପରେ ଆଜି ସାରା ରାଜ୍ୟର ପ୍ରାଥମିକ…
ଝିଅ ଅନ୍ୟ ଧର୍ମର ପୁଅକୁ ପ୍ରେମ ବିବାହ କଲେ ବୋଲି ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଞ୍ଚି ଥାଉ ଥାଉ ଝିଅର ଦଶାକାର୍ଯ୍ୟ କଲେ ପରିବାର ଲୋକେ। ଝିଅ ଅନ୍ୟ ଧର୍ମର ପୁଅ କୁ ପ୍ରେମ ବିବାହ କଲେ ବୋଲି ପରିବାର ଲୋକେ କଲେ ଶୁଦ୍ଧିକ୍ରିୟା। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ଗାଁରେ। ଗାଁର…
ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ଜାତୀୟ ବନ ସହିଦ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ବନ ସହିଦ ଦିବସ ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟରେ ବନ ବିଭାଗ ତରଫରୁ ଜାତୀୟ ବନ ସହିଦ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦଙ୍କ ତତ୍ତ୍ଵାବଧାନରେ ସମସ୍ତ ଷ୍ଟାଫ…
ନୟାଗଡ଼ ଜିଲ୍ଲାରେ ପ୍ରାଥମିକ ଶିକ୍ଷକ ମାନଙ୍କ ସାମୁହିକ ଛୁଟି
ବିଦ୍ୟାଳୟରେ ଝୁଲିଲା ତାଲା,ମଧ୍ୟାହ୍ନ ଭୋଜନ ଏବଂ ପାଠପଢ଼ା ଠପ୍
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ,ଭୁବନେଶ୍ୱରର ଡାକରାରେ ଆଜିଠାରୁ ସମଗ୍ର ରାଜ୍ୟରେ ପ୍ରାଥମିକ,ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ସାମୁହିକ…
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଶେରଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ବ୍ଲକ ଶିକ୍ଷା ଅଧିକାରୀଙ୍କ…
ଶେରଗଡ଼: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଆହ୍ବାନ କ୍ରମେ ଶେରଗଡ଼ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଧାରଣ ଦେଇଛନ୍ତି। ଗତ ବର୍ଷ ନମ୍ଭେଭର ମାସରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଧାନସଭା…
ପ୍ରାଥମିକ ଶିକ୍ଷକ ସଂଘ ଗଣଧାରଣାକୁ ଜିଲ୍ଲା ବିଜେପି ଓ କଂଗ୍ରେସ ଦଳର ସମର୍ଥନ
ଅଶୋକ ସାହୁ/ ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସାମ୍ନା ରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଗ ର ଆନୁକୂଲ୍ୟରେ ବ୍ଳକ ର ୨୬ ଗୋଟି ପଞ୍ଚାୟତ ର ସବୁ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମିଳିତ ଭାବେ ତିନିଦଫା ଦାବୀ କୁ ନେଇ…
ଲୋକକଳାକlର ଦ୍ୱାରା ସରକାରୀ ଯୋଜନା ପ୍ରଚାର ପ୍ରସ୍ତୁତି ବୈଠକ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ତା.୧୩/୦୯- ରାଜ୍ୟ ସରକାରଙ୍କ ବଭିନ୍ନ ଲୋକାଭିମୁଖି ଯୋଜନାକୁ ପାରମ୍ପରିକ ଲୋକକଳା ପରିବେଷଣ ଜରିଆରେ ଜିଲ୍ଲାର ସମସ୍ତ ପଞ୍ଚାୟତରେ ପ୍ରଚାର ପ୍ରସାର କରାଯାଇ ଲୋକେ ଯେମିତି ଏହି ଯୋଜନାଗୁଡିକରୁ ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇ ଗତ ୧୨/୦୯/୨୩ରିଖଦିନ…
କିମ୍ସରେ ଆରମ୍ଭ ହେଲା ସାନ୍ଧ୍ୟ କ୍ଲିନିକ୍
ଭୁବନେଶ୍ୱର: ଦିନ ତମାମ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କର୍ମଜୀବୀ ଓ ଅନ୍ୟ ସାଧାରଣ ଲୋକମାନଙ୍କ ପାଇଁ କିମ୍ସରେ ଆରମ୍ଭ ହୋଇଛି ସନ୍ଧ୍ୟା କାଳୀନ ଚିକିତ୍ସା ସେବା । କିମ୍ସର ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ କର୍କଟ କେନ୍ଦ୍ରରେ ଏହି ଇଭିନିଂ କ୍ଲିନିକ୍ ବା ସାନ୍ଧା କ୍ଲିନିକ୍ କାଳୀନ…
ବଜ୍ରାଘାତ ରେ ଜଣେ ମୃତ, ଦୁଇ ଗୁରୁତର
ବେଲଗୁଣ୍ଠା- (ଶିବରାମ ଚୌଧୁରୀ ): ଜଗନ୍ନାଥ ପ୍ରସାଦ ବ୍ଲକ ତାରସିଙ୍ଗ ଥାନା ଅନ୍ତର୍ଗତ ଗେରେଡା ପଂଚାୟତ ଦିଗାମ୍ବର ପଲ୍ଲୀ ଗାଁ ରେ ଆଜି ଅପରାହ୍ନ ୪ଟା ସମୟରେ ବଜ୍ରାଘାତରେ ଜଣେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣକ ହେଲେ କନକ ନାୟକ । ତାଙ୍କ ବେକ ପାଖରେ କଳା ପଡିଯିବା ସହ…
୫”ଟି’ର ସମସ୍ତ “ଟି’କୁ ଉପଯୋଗ କରି ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ବଳିଷ୍ଠ, ସୁଦୃଢ଼ ଓ…
https://youtu.be/LLwxLkqNTe0
କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା ତଥା ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର(ଶାସକ ପ୍ରଶାସକ): ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା…