Sign in
Sign in
Recover your password.
A password will be e-mailed to you.
ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍ ଜମି ଗୁଡିକ ହେବ ନିୟମିତ
ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା
ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ
୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ
ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା…
ପୁଣି ମହାପ୍ରଭୁଙ୍କ ନୀତିକାନ୍ତି ଠପ୍ !
ପୁରୀ (ଅନିମେଶ ପଟ୍ଟନାୟକ): ଶୁକ୍ରବାର ଶ୍ରୀମନ୍ଦିରରେ ସେବାକୁ ନେଇ ବିବାଦ । ଫଳରେ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ ରହିଛି । ମଙ୍ଗଳ ଆଳତି ପରେ ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଜଣେ ସିଂହାରୀ ସେବକଙ୍କୁ ନେଇ ଏ ବିବାଦ ଉପୁଜିଛି । ସେବକ ଜଣଙ୍କୁ ପୂର୍ବରୁ ନିଜ ସେବାରୁ ନିବୃତ୍ତ…
ମହମ୍ମଦପୁର ପଂଚାୟତର ୯,୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ରେ ବ୍ୟାଘାତ
ଯାତାୟତରେ ବାଧା : ବହୁ ରୋଗରେ ସାଧାରଣ ଜନସାଧାରଣ ପୀଡ଼ିତ
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ):ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ମହମ୍ମଦପୁର ପଂଚାୟତର ୯, ୧୦,୧୧ ନଂ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ । ଗତ ଦୁଇ ଦିନ ହେବ ଲଘୁଚାପଜନିତ…
ନବ ନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ମୋ ସ୍କୁଲ୍ କାର୍ଯ୍ୟାଳୟ ପରିଦର୍ଶନ
ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ
ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ ଏସ୍ସିଇଆର୍ଟି) ପକ୍ଷରୁ…
ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଷଷ୍ଠ ଦିନରେ ପହଞ୍ଚିଲା ଧାରଣା
ସମର୍ଥନ ଦେଇ ଧାରଣାରେ ବସିଲେ ମାରୱାଡି ସମ୍ମିଳନ, ମାରୱାଡି ଯୁବାମଞ୍ଚ ଓ ସିନିୟର ସିଟିଜେନ ଫୋରମ
ଜୁନାଗଡ଼: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ଗଣଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଓଡ଼ିଶାରେ ସର୍ଵ ପୁରାତନ ସହର ମଧ୍ୟରେ ପ୍ରଥମେ କଟକ ଓ ଦ୍ୱିତୀୟ ରେ ଅଛି…
ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକଙ୍କ ପରଲୋକ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ବାଣତୁମ୍ବ ଗ୍ରାମର ଉଭୟ ରାଷ୍ଟ୍ରପତି ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ପଦ୍ମନାଭ କରଙ୍କର ଗତକାଲି 91 ବର୍ଷ ବୟସରେ ପରଲୋକ ଘଟିଛି I ସ୍ଵର୍ଗତ କର କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିବା ବେଳେ…
ଭଟଲି ରେ ମେଗା ରକ୍ତଦାନ ଶିବିର, ସଂଗୃହିତ ହେଲା ୯୧ ୟୁନିଟ ରକ୍ତ
ପଦ୍ମପୁର/ ଭଟଲି :- ରକ୍ତ , ଏହା ନା ତ କୌଣସି ଫେକ୍ଟ୍ରି ରେ ତିଆରି ହୋଇ ପାରିବ ନାହିଁ କୌଣସି ଲେବ୍ ରେ । ରକ୍ତ ଆବଶ୍ୟକ କରୁଥିବା ବ୍ୟକ୍ତି କୁ କେବଳ ଜଣେ ବ୍ୟକ୍ତି ହିଁ ନିଜ ଶରୀର ରୁ ରକ୍ତ ଦେଇ ତାର ଜୀବନ ରକ୍ଷା କରି ପାରିବ । ବୋଧହୁଏ ଏହି କାରଣରୁ ରକ୍ତଦାନ କୁ ମହତ ଦାନ ବୋଲି କୁହାଯାଏ ।…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ହିନ୍ଦୀ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ମୁଖ୍ୟ ଅତିଥି , ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ…
ଆସନ୍ତା ୨୯ ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ବାଲିରେ ବାଲିଯାତ୍ରା
ରାଉରକେଲା, (ବସନ୍ତ କୁମାର ଜେନା):- ଏକଦା ଓଡିଆ ସାଧବ ପୁଅ ବଣିଜ ବେପାର କରିବା ପାଇଁ ବାଲି, ଯାଭା, ସୁମାତ୍ରା, ବୋର୍ଣ୍ଣିଓ ପ୍ରଭୃତି ଅଂଚଳକୁ ଯାତ୍ରା କରି ସେଠାରେ ଓଡିଶାର ସଂସ୍କୃତି ଓ ପରମ୍ପରା କୁ ପ୍ରଚାର ପ୍ରସାର କରିବା ସହ ଅର୍ଥନୈତିକ କ୍ଷେତ୍ରରେ ନିଜକୁ ସୁଦୃଢ କରିପାରିଥିଲେ । ତେବେ…
ଆମ୍ ଆଦମୀ ପାର୍ଟି ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆମ୍ ଆଦମୀ ପାର୍ଟି ତରଫରୁ କେନ୍ଦ୍ରାପଡ଼ା ସହରରେ ଏକ ବିଧାନସଭା ସ୍ତରୀୟ ସମୀକ୍ଷା ବୈଠକଅନୁଷ୍ଠିତ । ନୂତନ ସଦସ୍ୟ ଯୋଡିବା ଅଭିଯାନ ସମ୍ପର୍କିତ କର୍ମଶାଳା ଜିଲ୍ଲା ଆବାହକ ଶ୍ରୀଯୁକ୍ତ ସନ୍ଦିଗ୍ଧ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ…