ଚିଖିଲି ରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ରକ୍ତଦାନ ଶିବିର :. ୩୬ ୟୁନିଟ୍ ରକ୍ତ ସଂଗ୍ରହ

ଭଟଲି :- ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭନା ବ୍ଲକ ଚିଖିଲି ଗ୍ରାମରେ ଓଡ଼ିଶା ମୋ ପରିବାର ଆନୁକୂଲ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଗୌରହରି…

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ

ରାୟଗଡ଼ ରୁ ବୈକୁଣ୍ଠ ଦୁରିଆ  : ରାୟଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ବ୍ଲକ ମିଶନ ଶକ୍ତି ଗୃହ ଠାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା କୃଷି…

”ମୋ ଦେଶ ମୋ ମାଟି” ପାଇଁ ଗଜପତିରୁ ମାଟି ସଂଗ୍ରହ

https://youtu.be/9UWS6lp7Qpg ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାଧନତା ସଂଗ୍ରାମୀଙ୍କ ସ୍ମୃତି ଉଦେଶ୍ୟରେ ରାଜଧାନୀ ଦିଲ୍ଲୀରେ ଅମୃତ ବାଟିକା ନିର୍ମାଣ ଲାଗି ଦେଶର ବିଭିନ୍ନ ଅଞ୍ଚଳରୁ ମାଟି ସଂଗ୍ରହ କରାଯାଉଛି। ଏହି ଅବସରରେ ଗଜପତି ଜିଲ୍ଲାରେ ବିଜେପିର ରାଜ୍ୟ ସଭାପତି…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ୍-ତଥା-ପ୍ରାଧିକରଣ ଅଧ୍ଯକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଜିଲ୍ଲା କୋର୍ଟ ସମ୍ମିଳନ କକ୍ଷଠାରେ କର୍ମକ୍ଷେତ୍ରରେ ମହିଳାଙ୍କ ଉପରେ ଯୌନ…

ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସ୍ଥାନୀୟ ଶାରଦା ମଣ୍ଡପଠାରେ ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସୌମ୍ୟଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି…

ବିଏମସିଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଆଦାୟ ହେବନି ଗ୍ରାଉଣ୍ଡ ରେଣ୍ଟ

 ଭୁବନେଶ୍ୱର: ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…

ପାଇକମାଲ ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର : ୩୧ ୟୁନିଟ୍ ସଂଗୃହିତ l

https://youtu.be/tjFzAPqkbnc ପଦ୍ମପୁର :- ଦେଶର ଭବିଷ୍ୟତ ପିଢ଼ି ,ଦେଶର ଯୁବ ସମାଜ ନିଜର ସାମାଜିକ ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ଥିବା ସହିତ ସମାଜ ସେବା ପାଇଁ ମଧ୍ୟ ସର୍ବାଗ୍ରେ ଥିବାର ଆଭାସ ମିଳୁଛି । ଆଜି ଜଗତ ଜନନୀ ମାଁ ବିନ୍ଧ୍ୟବାସିନୀ ଙ୍କ ନାମରେ ନାମିତ ,…

କାମାକ୍ଷାନଗର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ : ପୁରୁଖା ନେତାଙ୍କୁ ଡାକରା ନାହିଁ !

 ଅନ୍ତଃକନ୍ଦଳ ଜଳଜଳ :ତାଳି ନପଡ଼ିଲେ ହୋଇପାରେ ସ୍ଥିତି ଅସମ୍ଭାଳ କାମାକ୍ଷାନଗର-ଆଜି ୧୫/୦୯ ଶୁକ୍ରବାର ଦିନ ୧୨ ଟା ବେଳକୁ କାମାକ୍ଷାନଗର ନିର୍ବାଚନ ମଣ୍ଡଳିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସାରଙ୍ଗଧର ଷ୍ଟାଡିୟମ ର ଅଦିତାରିଅମ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ବିଜେଡି…

କାଶୀପୁର କଂଗ୍ରେସ ପକ୍ଷରୁ ପ୍ରଫୁଲ ସାମନ୍ତରାୟ ଙ୍କ ବିରୋଧ ରେ ସାମ୍ବାଦିକ ସମ୍ମିଳନୀ ।

https://youtu.be/iM0jDqdS6b0 ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସଦର ମହକୁମା ସ୍ଥିତ ଦୁର୍ଗାମଣ୍ଡପ ଠାରେ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ବିଶିଷ୍ଟସମାଜ ସେବୀ ତଥା ପରିବେଶ ବିତ ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧ ରେ ଅଞ୍ଚଳ ର ନିରୀହ ଆଦିବାସୀ ଓ ସଂଖ୍ୟା ଲଘୁ…

ୟୁଏଆଇଏଲ୍‌ର ପ୍ରୋଜେକ୍ଟ କୁଶଳୀ ଗ୍ରାମାଞ୍ଚଳ ଯୁବବର୍ଗଙ୍କ ଜୀବନରେ ରୂପାନ୍ତରଣ ଆଣୁଛି

ଗ୍ରାମାଞ୍ଚଳ ସମୁଦାୟଙ୍କୁ ସଶକ୍ତ କରୁଛି ଓ ଆତ୍ମନିଯୁକ୍ତି ସୁଯୋଗକୁ ପ୍ରୋତ୍ସାହିତ କରୁଛି ଭୁବନେଶ୍ଵର : ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସ୍‌ନାଲ ଲିମିଟେଡ, ମେସର୍ସ ଶ୍ରୀ ଗଣେଶ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ସହଯୋଗରେ ‘ପ୍ରୋଜେକ୍ଟ କୁଶଳୀ’ ଆରମ୍ଭ…