ହିନ୍ଦୀ ଦିବସ ସମାରୋହ ; ହିନ୍ଦୀ ସର୍ବାଧିକ ପ୍ରଚାର, ପ୍ରସାର ଓ କଥିତ ଭାଷା

ରାଉରକେଲା, (ବସନ୍ତ କୁମାର ଜେନା):- ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ବାରା ହିନ୍ଦୀ ଦିବସ ସମାରୋହ ସେକ୍ଟର ୧୮ ଇସ୍ପାତ ଦୀପିକା ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଦନର ପ୍ରଧାନ ଶିକ୍ଷକ ଶିଶିର କୁମାର ସାମଲଙ୍କ ସଭାପତିତ୍ବ ଓ ସଂସ୍ଥାନର ସଂପାଦକ ଡଃ ଜଗନ୍ନାଥ…

ପ୍ରଫୁଲ୍ଲ ସାମନ୍ତରାୟ ଙ୍କ ବିରୋଧରେ ନେଇ କାଶିପୁର ଠାରେ ବିଜେଡ଼ିର ପ୍ରେସମିଟ୍‌

ରାୟଗଡ଼ା ରୁ ବୈକୁଣ୍ଠ ଦୁରିଆ - ନିରୀହ ଆଦିବାସୀଙ୍କୁ ଭୁଆଁ ବୁଲାଇ ଅଂଚଳରେ ହିଂସାତ୍ମକ କାର୍ଯ୍ୟ କରୁଥିବାରୁ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ବିରୋଧ କରିଛି ବିଜେଡ଼ି ଦଳ । ଏନେଇ କାଶୀପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି କର୍ମୀମାନେ କହିଛନ୍ତି ଯେ, କାଶୀପୁର ଏକ…

ଲିଜ୍‌ରେ ଥିବା ଏକଛତ୍ରବାଦୀ ବିଜେଡି ସରକାରରେ ବିସ୍ପୋରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି : ମନମୋହନ ସାମଲ

ପାରଳାଖେମୁଣ୍ଡିରେ ବିଜେପିର ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ  ଶାସକ ଦଳର ନେତା , ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ କୌଣସି କ୍ଷମତା ନାହିଁ  ଗଜପତି ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେଡି ସରକାର ଫେଲ୍ ମାରିଛି  ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର…

ଜାତୀୟ ରାଜପଥରେ ଟ୍ରେଲର, ଟ୍ରକ ମୁହାଁ ମୁହିଁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ

ଜମନକିରା 13/09/23 ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି 53 ନମ୍ବର ଜାତୀୟ ରାଜପଥ ଚେପଟଆମ୍ବ ଠାରେ ଆଜି 2 ଟା ସମୟରେ ଏକ ହାଇୱା (ଓଡି 15 ଡବ୍ଲୁ 5043 ଓ ଏକ ଟ୍ରେଲର (ଆର ଯେ 04 ଜି ଏ 5626 ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି l ଟ୍ରେଲର ଗାଡି ଟି ଦେବଗଡ଼ ପଟୁ ସମ୍ବଲପୁର ଦିଗକୁ ଯାଉଥିବା…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

ରାୟଗଡା ରୁ ବୈକୁଣ୍ଠ ଦୁରିଆ ତା-୧୪.୦୯.୨୦୨୩ ରିଖ ଗୁରୁବାର ଦିନ ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୌନ ନିର୍ଯ୍ୟାତନ ସୁରକ୍ଷା ଆଇନ ଉପରେ ଏକ ଆଇନ ସଚେତନତା ଶିବିର…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଇବର୍ ସିକ୍ୟୁରିଟି ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ତାଲୁକା ଆଇନ୍ ସେବା କମିଟି ତରଫରୁ ସାମାଜିକ ଗଣମାଧ୍ୟମ ନିରାପତ୍ତା ଏବଂ ସାଇବର୍ ଅପରାଧ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ତାଲୁକା ଆଇନ୍ ସେବା କମିଟି…

ଗୋ ବୋଝେଇ କଣ୍ଟେନର ଜବତ

ସାରସକଣା/ଦିପୁ ମହାପାତ୍ର: ଶାସକ ପ୍ରଶାସକ : ୪୯ ନମ୍ବର ଜାତୀୟ ରାଜପଥରେ ଅତି ଦୟନୀୟ ଅବସ୍ଥାରେ କେତେବେଳେ କଣ୍ଟେନର ରେ ତ କେତେବେଳେ ପିକପ ଭେନ୍ ରେ ଗୋରୁ ଗାଇ ଚାଲାଣ ହେଉଛି ସୁଦୂର ପଶ୍ଚିମବଙ୍ଗ ।ତେବେ ଝାଡ଼ପୋଖରିଆ ପୋଲିସ୍ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ WB 33 B 9756 ନମ୍ବର…

ଲାଞ୍ଚ ନେବା ଭିଡିଓ ଭାଇରାଲ : ଏଏସଆଇକୁ ନିଲମ୍ବିତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏସପି

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର: ମୟୂରଭଞ୍ଜ ଜିଲ୍ଲା ରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା। ମୟୂରଭଞ୍ଜ ଜିଲ୍ଲା ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ। ଯଦି ରଷକ ସାଜେ ଭକ୍ଷକ ତାହା ସମାଜ ଉପରେ କେତେ ଖରାପ ପ୍ରଭାବ ପଡ଼ିବ ତାହା କଳ୍ପନା ବାହାରେ ।ତେବେ ମୟୂରଭଞ୍ଜ ଜିଲ୍ଲା ର…

କୋଡ଼ିଙ୍ଗା ରାଜା ଚାଉଁରୀୟ ମହାବିଦ୍ୟାଳୟ ରେ ଚାଲିଥିବା 5 ଟି କାମ ଅତି ନିମ୍ନ ମାନର : ଲିପିକା ମାଝୀ|

ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ଉପାନ୍ତ ବ୍ଲକ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ରେ ରହିଥିବା ଚାଉଁରୀୟ ମହାବିଦ୍ୟାଳୟ ରେ ରାଜ୍ୟ ସରକାର ଙ୍କ 5ଟି ନାମରେ ଚାଲିଥିବା ଶ୍ରେଣୀଗୃହ ମରାମତି କାର୍ଯ୍ୟ କୁ ଜିଲ୍ଲା କଂଗ୍ରେସ ଯୁବ ନେତ୍ରୀ ଲିପିକା ମାଝୀ ପରିଦର୍ଶନ କରିଥିବା…

ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍ ରେଢ଼ାଖୋଲ ଷ୍ଟେସନ ଠାରେ ରହଣି କରିବ

ଭୁବନେଶ୍ୱର: ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ 15.09.2023 (14 ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି |…