Sign in
Sign in
Recover your password.
A password will be e-mailed to you.
ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ…
ପ୍ରାଚୀନ ସାହିତ୍ୟର ସୁରକ୍ଷା ସହ ଅଧିକ ଗବେଷଣା ନିମନ୍ତେ ଏପରି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ: ନିର୍ଦ୍ଦେଶକ
ଭୁବନେଶ୍ୱର: ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏକ ପନ୍ଦରଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛିା ଓଡ଼ିଆ ଭାଷା, ସାହିତ୍ୟ ଓ…
ନବନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷାର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରଶିକ୍ଷଣ ପ୍ରଦାନ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର (ଓସେପା)ର ସମ୍ମିଳନୀ କକ୍ଷରେ ତା. ୧୪.୦୯.୨୩ରିଖରେ ଓଡ଼ିଶାର ବିଭିନ୍ନ ଜିଲ୍ଳା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଏବଂ ବ୍ଲକ ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ…
ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ର ସମର୍ଥନ
କୁଚିଣ୍ଡା : କୁଚିଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ପ୍ରାଥମିକ ସ୍କୁଲ ଫେଡେରେଶନ ର ତିନି ଦଫା ଦାବି ଆନ୍ଦୋଳନ କୁ କୁଚିଣ୍ଡା ବ୍ଲକ ଶାଖା ପକ୍ଷରୁ ହେଉଥିବା ରିଲେ ଗଣଧାରଣା ଆଜକୁ ପଞ୍ଚମ ଦିନରେ ପହଞ୍ଚିଛି l ଆଜି ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆଦିବାସୀ…
ପ୍ରଥମ ବିରୋଧୀ ଦଳ ନେତା ଡ଼.ସୂପକାରଙ୍କ ଜୟନ୍ତୀ ପାଳିତ
କୁଚିଣ୍ଡା : ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ବିଧାନସଭାର ପ୍ରଥମ ବିରୋଧୀ ଦଳନେତା ତଥା ବିଶିଷ୍ଟ ସାହିତ୍ୟିକ ଡ଼. ଶ୍ରଦ୍ଧାକର ସୂପକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ସମଲେଶ୍ବରୀ ନର୍ସିଂ କଲେଜ ରେ ଅନୁଷ୍ଠିତ ଏହି ଉତ୍ସବରେ…
ପ୍ରଫେସର ଦୀପ୍ତି ରଂଜନ ସାହୁ ପାଇଲେ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର
ଜଗତସିଂହପୁର,/ସୁମନ୍ତ କୁମାର ଦାସ; ଜଗତସିଂହପୁର ମାଟିର ମହକ ପ୍ରଫେସର ଦୀପ୍ତି ରଂଜନ ସାହୁଂକୁ ମିଳିଲା ସମ୍ମାନ ଜନକ ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର। ପୁରୁଣା ବସନ୍ତ ପଂଚାୟତ ଅନ୍ତର୍ଗତ ଦେଉଳିସାହିରେ ଜନ୍ମିତ ଡ. ସାହୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯା କ୍ଷେତ୍ରରେ ପ୍ରଦତ୍ତ ଦେଶର…
ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ତରଫରୁ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଜଗତସିଂହପୁର,ତା-୧୫.୦୯.୨୦୨୩/ସୁମନ୍ତ କୁମାର ଦାସ: ସର୍ବୋତ୍ତମ ସୋସିଆଲ ଅର୍ଗାନାଇଜେସନ ଓ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ମିଳିତ ସହଯୋଗରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜଗତସିଂହପୁର ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠ, ଜଅଁକୋଟି ପରିସରରେ ପ୍ରାୟ ବିଭିନ୍ନ ପ୍ରଜାତିର ୫୦୦ ବୃକ୍ଷ…
ହିଞ୍ଜିଳିକାଟୁ ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନର ବନ୍ଧୁମିଳନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁରୁ ରଜତ ପଟ୍ଟନାୟକ: ହିଞ୍ଜିଳିକାଟୁ ରେ ସମଳାଇ ମନ୍ଦିର ଠାରେ ହିଞ୍ଜିଳିକାଟୁ ଫୋଟୋ ଏବଂ ଭିଡ଼ିଓ ୱେଲଫେୟାର ଆସୋସିଏସନ ତତଫରୁ ସଭାପତି ଶ୍ରୀ ନବକଳେବର ପଣ୍ଡା ବା ଲିଲି ପଣ୍ଡା ଙ୍କ ପୌରହିତ୍ୟ ରେ ୫ତମ ବାର୍ଷିକ ଉତ୍ସବ ପାଳନ ହୋଇଥଲା l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା…
ବୁଝିଲେନି ସରପଞ୍ଚ; କାଦୁଅ ରାସ୍ତା ସଫେଇ କଲେ ଯୁବକ ସଂଘ
ବେଲଗୁଣ୍ଠା, (ଶିବରାମ ଚୌଧୁରୀ )-15/09,ବହୁଦିନ ଧରି ସରପଞ୍ଚଙ୍କ ଘର ସମ୍ମୁଖ କାଦୁଅ ପଚ୍ ପଚ୍ ହୋଇ ଶୋଚନୀୟ ହୋଇପଡ଼ିଥିଲା I ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ସରପଞ୍ଚ କେବଳ ତାଙ୍କ ଘର ସମ୍ମୁଖ ରାସ୍ତାକୁ ପେଭର୍ ପକାଇ ସଜାଡ଼ି ଦେଇଥିବା ବେଳେ ସାହି କଥା ଭୂଲି ଯାଇଥିଲେ I ଫଳରେ ସାହିରେ ପାଣି…
ଯାତ୍ରା କମିଟି ମହାସଂଘ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ ଯାତ୍ରା କମିଟି ମହାସଂଘ ପକ୍ଷରୁ ଶ୍ୟାସୁନ୍ଦରପୁର ସ୍ଥିତ ଚଣ୍ଡିଆ ପ୍ୟାଲେସରେ କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ସମସ୍ତ ୯ଟି ବ୍ଲକରୁ ଯାତ୍ରା କମିଟି ଗୁଡ଼ିକର ସଭାପତି ,ସମ୍ପାଦକ ଓ ସଭ୍ୟମାନେ…
ବିଦ୍ୟାଳୟ ରେ ଜାରି ରହିବ ପାଠପଢ଼ା ଏଵଂ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ
ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ରାଜ୍ୟ ରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଦାନ ତଥା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଜାରି ରଖିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସଂକ୍ରାନ୍ତ ରେ…