ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ର ଶୁଭାରମ୍ଭ: ଉଦ୍ଭାବନ, ସହଯୋଗ ଓ ଅଭିବୃଦ୍ଧିର ଏକ ୧୪ ଦିନିଆ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଭାରତ ସରକାରଙ୍କ ଅଟଳ ଇନୋଭେସନ ମିଶନ, ନୀତି ଆୟୋଗର ଅତୁଟ ସହଯୋଗରେ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉସେନ ଏବଂ ସେବି ଦ୍ୱାରା ପଞ୍ଜୀକୃତ ପ୍ରାରମ୍ଭିକ ପର୍ଯ୍ୟାୟ ଭେଂଚର କ୍ୟାପିଟାଲ ଫ ଫ୍ଲୁଇଡ୍ ଭେଂଚର୍ସ ଏବଂ ଉତ୍କଳ ଚାମ୍ବର ଅଫ୍ କମର୍ସ ଆ ଇଷ୍ଟ୍ରି ଲିମିଟେଡ…

ପୁସ୍ତକ ହେଉଛି ଜ୍ଞାନର ଗବାକ୍ଷ – ରାଜ୍ୟପାଳ

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ "ଅକ୍ଷର'ର ସମାପନ ସମାରୋହ ଭୁବନେଶ୍ୱର(ତା.୧୦/୧୨)- ବହିର ବିକଳ୍ପ ନାହିଁ । ସମୟର ଆହ୍ୱାନ ଓ ଆବଶ୍ୟକତା ମୁତାବକ ନିଜକୁ ପ୍ରସ୍ତୁତ କରିବାକୁ ରାଜ୍ୟପାଳ ରଘୁବର ଦାସ ଆହ୍ୱାନ ଦେଇଛନ୍ତି । ଆଜି ଭୁବନେଶ୍ୱରରେ ଆୟୋଜିତ ପଂଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ…

୭୫ତମ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଭୁବନେଶ୍ୱର: ମାନବ ଅଧିକାର ଦିବସ ହେଉଛି ଏକ ଐତିହାସିକ ଦିବସ ବୋଲି କହିଛନ୍ତି ପୂର୍ବତନ ହାଇକୋର୍ଟ ବିଚାରପତି ତଥା ରାଜ୍ୟ ମାନବ ଅଧିକାର କମିଶନ ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ପୂଜାରୀା ଆଜି ପୂର୍ବାହ୍ନରେ ତୋଷାଳୀ ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ୭୫ତମ ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଶ୍ରୀ…

ଚିତ୍ରାଙ୍କନ ପ୍ରତିଯୋଗିତାରେ ସାମିଲ ହେଲେ ଉଭୟ ସାଧାରଣ ଓ ଭିନ୍ନକ୍ଷମ ପିଲା

ଭୁବନେଶ୍ୱର , ତା ୧୦/୧୨/୨୦୨୩ ରିଖ: ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରଶାସନିକ ସେବା ସଂଘ କାର୍ଯ୍ୟାଳୟ ଠାରେ ମହିଳା ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା । ରାଜ୍ୟସ୍ତରୀୟ ପ୍ରତିଯୋଗିତା…

ଓଡ଼ଗାଁ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମାଟ୍ରିକ୍ ବ୍ୟାଚର ବନ୍ଧୁମିଳନ

ଆଦର୍ଶ ଶିକ୍ଷକଙ୍କ ଶିକ୍ଷକତା ଓ ଛାତ୍ର ଜୀବନର କଲେ ସ୍ମୃତି ଚାରଣ ଓଡ଼ଗାଁ,୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୮୫ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଙ୍କ ବନ୍ଧୁମିଳନ ଉତ୍ସବ ବ୍ଳକ ରୋଡ଼ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ…

ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ନିଲମ୍ବିତ

ଓଡ଼ଗାଁ, ୧୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ମଗରବନ୍ଧ ପଞ୍ଚାୟତ କଲ୍ୟାଣପୁର କ୍ଳଷ୍ଟରର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଶିକ୍ଷା ବିଭାଗ ଦ୍ବାରା ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି । ସସପେଣ୍ଡ ହୋଇଥିବା ଶିକ୍ଷକ ଜଣକ ହେଲେ ସୁବାସ ଚନ୍ଦ୍ର…

ଗୌଡ଼ପୁଟ ବିଜେପି ସରପଞ୍ଚ, ସମିତିସଭ୍ୟାଙ୍କ ସହିତ ୱାର୍ଡ ସଭ୍ୟ ବିଜେଡିରେ ଯୋଗଦେଲେ,

କର୍ମୀ ସମ୍ମିଳନୀରେ ଉତ୍ତରୀୟ ଦେଇ ସ୍ବାଗତ ଜଣାଇଲେ ବିଧାୟକ ଅରୁଣ ଓଡ଼ଗାଁ,୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ନିର୍ବାଚନମଣ୍ଡଳୀ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୌଡ଼ପୁଟ ଖେଳପଡିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସମ୍ମିଳନୀରେ ନୟାଗଡ଼…

ରେସପ୍ଲସର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ, ୧୦।୧୨ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁର ଅଗ୍ରଣୀ ଶିକ୍ଷାନୁଷ୍ଠାନ ରେସପ୍ଲସର ସପ୍ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିପ୍ଲବୀ କବି ପ୍ରଫୁଲ୍ଲ ମାଝୀଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ରୂପେ ହାସ୍ୟ ସମ୍ରାଟ ଜ୍ଞାନ ହୋତା, ମୁଖ୍ୟ ବକ୍ତାରୂପେ…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ ଦ୍ବିତୀୟ ଦିବସର…

https://youtu.be/VHoA-S_mxb0 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ ଦ୍ବିତୀୟ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗଜପତି ଉତ୍ସବ -୨୦୨୩ ନିମନ୍ତେ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ(10/12/23) : ରବିବାର ସନ୍ଧ୍ୟାରେ ପାରଳଖେମୁଣ୍ଡି ସ୍ଥିତ ଜଗନ୍ନାଥ ମଠ ନିକଟରେ ମଶାଲ ଶୋଭାଯାତ୍ରା ନିମନ୍ତେ ମହେନ୍ଦ୍ରଗିରି ଶୈବ ପୀଠ କୁ ଯିବା ପାଈଁ ମଶାଲ ପୂଜାର୍ଚ୍ଚନା ନିମନ୍ତେ ଶୁଭାରମ୍ଭ ଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ଆସନ୍ତା କାଲି…