Sign in
Sign in
Recover your password.
A password will be e-mailed to you.
ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍ ମାଷ୍ଟର୍ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍ପି ମେନ୍ କ୍ୟାମେରା ଓ ୩୮୪୦ ଏଚ୍ଜେଡ୍ ପିଡବ୍ଲ୍ୟୁଏମ୍ ଡିମିଙ୍ଗ୍ ଟେକ୍ନୋଲୋଜି ସହ ଶିଳ୍ପ ଅଗ୍ରଣୀ…
ଚାରିଦ୍ଵାର ଖୋଲିବା ପ୍ରସଙ୍ଗ: ଅକ୍ଟୋବର ୩ ତାରିଖରେ ଓଡିଶା ବନ୍ଦକୁ ସଫଳ କରିବାକୁ ଜଗନ୍ନାଥ ସେନା ମୁଖ୍ଯ ପ୍ରିୟଦର୍ଶନ…
https://youtu.be/PiyO2RuFQ-I
ଚାଷୀଙ୍କୁ ନବୀନଙ୍କ ନୂଆଖାଇ ଭେଟି :: ରବି ଫସଲ ପାଇଁ କାଳିଆ ସହାୟତା
ମୁଖ୍ୟମନ୍ତ୍ରୀଙ୍କୁ ଚାଷୀ ଜଣାଇଲେ କୃତଜ୍ଞତା, କଲେ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା
୪୪ ଲକ୍ଷ ୫୬ ହଜାର ଚାଷୀ ପାଇଲେ ୯୦୦ କୋଟି
୪୩.୮୮ ଲକ୍ଷ କ୍ଷୁଦ୍ର, ନାମମାତ୍ର ଚାଷୀ,୬୮.୭୫ ହଜାର ଭୂମିହୀନ ଚାଷୀ
୨୨ ଲକ୍ଷରୁ ଅଧିକ ଚାଷୀ ପରିବାର ପାଇଁ ରାଜ୍ୟ ସରକାର ଫସଲ ବୀମାର…
ନିଆଁ ଲାଗି ଜଳି ଗଲା ଚାରି ବଖରା ଘର ।
କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ଘୋଡା ଚଢ଼ା ଠାରୁ ସମ୍ପତି ନାହିଁ କିଛି ଘର ପୋଡା ଠାରୁ ବିପତି ନାହିଁ ।ଘରେ ସମସ୍ତେ ସୋଇଥିବା ବେଳେ ଅଚାନକ ଘରେ ଲାଗିଗଲା ନିଆଁ ।ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅଧୀନ ବାଘିଲୋ ପରବାରି ଗ୍ରାମର ।ସମସ୍ତେ ଘରେ…
ସମ୍ବାଦ ଭାଷା ଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବେଲଗୁଣ୍ଠା ପାଇଁ ଗର୍ବ ଆଣିଲେ…
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଲୋକପ୍ରିୟ ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଅନୁଷ୍ଠିତ ଜ୍ଞାନ-ପ୍ରବନ୍ଧ ପରୀକ୍ଷାରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ବେଲଗୁଣ୍ଠା ପାଇଁ ଗର୍ବ ଆଣିଛନ୍ତି ବେଲଗୁଣ୍ଠା ଏନ୍ଏସି ଅନ୍ତର୍ଗତ ସରସ୍ଵତୀ ଶିଶୁ ବିଦ୍ୟାଭବନର ଦଶମଶ୍ରେଣୀର ଛାତ୍ରୀ…
ଭଞ୍ଜନଗର ର ବିଭିନ୍ନ ସ୍ଥାନରେ ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ପୂଜା ଉତ୍ସବ।
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ, ମହାଆଡମ୍ବରରେ ପାଳିତ ହୋଇଛି ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ପୂଜା ଉତ୍ସବ।
ହିନ୍ଦୁ ଧର୍ମ ଶାସ୍ତ୍ର ଓ ପୁରାଣ ସୂଚାଏ ଯେ, ଏହି ପବିତ୍ର ଦିନରେ ବିଘ୍ନହର୍ତ୍ତା ଶ୍ରୀଗଣେଶଙ୍କର ଜନ୍ମ ହୋଇଥିଲା। ଶ୍ରୀଗଣେଶ…
ଶାନ୍ତି ଶୃଙ୍ଖଳା ସହିତ ମହା ଆଡମ୍ବର ରେ ପାଳିତ ହେଲା ଶ୍ରୀ ଗଣେଶଙ୍କ ପୂଜା ।।।।
ସରସକଣା( ଶାସକ ପ୍ରଶାସକ ):: ସାରସକଣା ବ୍ଲକରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶ ଙ୍କ ପୂଜା ମହାଆଡମ୍ବର ଏବଂ ସାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇ ଯାଇଛି। ଝାଡ଼ପୋଖରିଆ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର, ବ୍ରିଗ୍ରେଡ ସୈନିକ ସ୍କୁଲ,ସ୍ଵସ୍ତିକ ଆବାସିକ ମହାବିଦ୍ୟାଳୟ,ସୁବର୍ଣ୍ଣରେଖା ଶିକ୍ଷ୍ୟା ନିକେତନ…
ଜିଲ୍ଲାରେ ୧ ଲକ୍ଷ ୫ହଜାର ୬୦୬ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ରାଜ୍ୟ ସରକାର ରାଜ୍ୟର ୪୪ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲାର ୧ ଲକ୍ଷ ୫ ହଜାର ୬୦୬ ଜଣ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୩ ହଜାର ୨୮୦ କ୍ଷୁଦ୍ର ନାମମାତ୍ର…
ଡ଼କାୟତି ଘଟଣାରେ ଦୁଇ କୋର୍ଟଚାଲାଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଗତକାଲି ରାତିରେ ଏକ ଡ଼କାୟତି ଘଟଣାରେ ଗାଙ୍ଗପୁର ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗତକାଲି ରାତିରେ ପୁରୁଣାବୋରୀ ଗ୍ରାମର ଆକାଶ ବିଷୋୟୀ ଏବଂ ଲିକନ୍ ବିଷୋୟୀ ଖଇରପୁଟି ଗ୍ରାମରୁ ଫେରୁଥିବା ସମୟରେ ସିଦ୍ଧେଶ୍ଵରୀ ଫାଟକ…
ଲଉଡ଼ିଦରହା ବଡ଼ ପୋଖରୀ ପୁନଃରୁଦ୍ଧାର-ସୌନ୍ଦର୍ଯ୍ୟ କରଣ ପାଇଁ ଦାବି l
ଝାରବନ୍ଧ -ମନୋହର ଦାଶ: ବିଗତ କିଛି ବର୍ଷ ହେବ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ରେ କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ଜଳାଶୟ ମାନ ସୃଷ୍ଟି କରୁଛନ୍ତି l ଏଥି ପାଇଁ ଆର୍ଥିକ ବର୍ଷ ବଜେଟ ରେ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି l ବିଶେଷ କରି ବ୍ଲକ ପ୍ରଶାସନ ର NREGS ମୂର୍ତ୍ତିକା…