ବ୍ରହ୍ମପୁର : ଗଞ୍ଜାମ ଗସ୍ତ ର ଦ୍ଵିତୀୟ ଦିନରେ MKCG ମେଡିକାଲ କଲେଜ ବୁଲିବା ସହ ରିଙ୍ଗ ରୋଡ଼ ପ୍ରକଳ୍ପ ସମୀକ୍ଷା କଲେ ମୋ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ | ଗତକାଲି ପ୍ରଥମ ଦିନରେ ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ବିଭିନ୍ନ ସଭାରେ ଯୋଗ ଦେବା ସହ କିଛି ପ୍ରକଳ୍ପ ସମୀକ୍ଷା କରିଥିଲେ |
Sign in
Sign in
Recover your password.
A password will be e-mailed to you.