Sign in
Sign in
Recover your password.
A password will be e-mailed to you.
ବିଶ୍ବ ପର୍ଯ୍ୟଟନ ଦିବସ – ୨୦୨୩ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ସମ୍ମେଳନ କକ୍ଷରେ ବିଶ୍ବ ପର୍ଯ୍ୟଟନ ଦିବସ-୨୦୨୩ ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳ ଏବଂ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ବଳନ…
କୁଲାଇ ଗ୍ରାମରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ
ବାଣପୁର (ସେକ୍ କୌସର): ସନ୍ଧ୍ୟାରେ ବାଣପୁର ଅଞ୍ଚଳରେ ଏକ ଜଅଭାବନୀୟ ଘଟଣା ଘଟିଯାଇଛି। କୁଲେଇ ଗ୍ରାମ ପଞ୍ଚାୟତ ହଜ ଗ୍ରାମର ଅନାମ ମୁଦୁଲିଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି।ପ୍ରକାଶ ଥାଉକି ଅନାମ ନିଜ ବିଲରେ କାମ କରୁଥିବା ସମୟରେ ହଠାତ ବଜ୍ରପାତ ଘଟିଥିଲା। ସେହି ବିଲ ପାଖରେ ହିଁ ଅନାମ…
ବିଶ୍ବ ହୃଦୟ ଦିବସ ଅବସରରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ସାଇକ୍ଲୋଥନ
ବିଶ୍ଵ ହୃତ୍ପିଣ୍ଡ ଦିବସ ପାଳନ ଅବସରରେ ଆୟୋଜିତ ଏହି ସାଇକେଲ ରାଲିରେ ୧୫୦ ରୁ ଉର୍ଦ୍ଧ୍ୱ ସାଇକେଲ ଆରୋହୀ ଯୋଗ ଦେଇ ଲୋକଙ୍କୁ ହୃତ୍ପିଣ୍ଡ ସମ୍ବନ୍ଧୀୟ ରୋଗ ସମ୍ପର୍କରେ ସଚେତନ କରାଇଥିଲେ ।
ଭୁବନେଶ୍ଵର ସେପ୍ଟେମ୍ବର୨୯, ୨୦୨୩ : ଓଡିଶାର ଅଗ୍ରଣୀ ସ୍ଵାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ…
ବିଧାୟକ ଶ୍ରୀ ମହାଲିଙ୍ଗଙ୍କୁ ବିଧାନସଭା ଗୃହରୁ ନିଲମ୍ବିତ କରାଯିବା ପ୍ରତିବାଦରେ ଲୋଇସିଂହା ଠାରେ ଜାତୀୟ ରାଜପଥ ଅବରୋଧ
ଲୋଇସିଂହା, (ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ଲୋଇସିଂହା ଠାରେ ଆଜି ବିଜେପି ପକ୍ଷରୁ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା l ଗତକାଲି ବିଧାନସଭା ଗୃହରେ ମାନ୍ୟବର ବାଚସ୍ପତି ଙ୍କ ପୋଡ଼ିଅମ୍ ଉପରକୁ ଡାଲି ଫିଙ୍ଗି ଥିବା ଅଭିଯୋଗ ରେ ଲୋଇସିଂହା ବିଧାୟକ ଡକ୍ଟର ମୁକେଶ ମହାଲିଙ୍ଗ…
ସୋଆ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର, ୨୯/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁକ୍ରବାର ଡିଗ୍ରୀ ପ୍ରଦାନ କରାଯାଇଛି । ଆଇଏଏସ୍ର ୨୦୨୦, ୨୦୨୧ ଓ ୨୦୨୨ ବ୍ୟାଚର…
ଜିଲ୍ଲା ନୂତନ ବିଜେଡ଼ି ସାଧାରଣ ସମ୍ପାଦକଙ୍କୁ ସମ୍ବର୍ଦ୍ଧନା
କୁଚିଣ୍ଡା,୨୯l୯ (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା ବିଜେଡ଼ିର ନୂତନ ସାଧାରଣ ସମ୍ପାଦକ ଭାବେ ସଞ୍ଜୟ ମିଶ୍ର ମନୋନୀତ ହେବା ପରେ ଆଜି ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ବର୍ଦ୍ଧିତ କରିଛନ୍ତି l କୁଚିଣ୍ଡା ବିଜେଡ଼ି ଟାଣୁଆ ନେତା ସ୍ବର୍ଗତ ଦୀନବନ୍ଧୁ ଅଗ୍ରୱାଲ ଥିବା ବେଳେ କୁଚିଣ୍ଡା…
ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ ଉଦଯାପିତ.
ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ.: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖ ରୁ ଜିଲ୍ଲାରେ ପାଳନ କରାଯାଉ ଥିବା ଷଷ୍ଠ ରାଷ୍ଟ୍ରିୟ ପୋଷଣ ମାସ -୨୦୨୩ ଆଜି ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ଜିଲ୍ଲା ସମାଜ କଲ୍ଯାଣ ବିଭାଗ…
ବାଲୁଗାଁ ଏନଏସିରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ପାଳନ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନା
ଚିଲିକା/ଖୋର୍ଦ୍ଧା(ସେକ୍ କୌସର): ଆଜି ଓଡିଶା ସରକାରଙ୍କ ଗୃହ ନିର୍ମାଣ ନଗର ଓ ଉନ୍ନୟନ ବିଭାଗ ତରଫରୁ ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଠାରେ ସ୍ୱଚ୍ଛ ଚର୍ଚ୍ଚା ଦିବସ ଓ ସଫେଇ ଯୋଦ୍ଧା ମାନଙ୍କ ପାଇଁ ବଡା ଖାନାର ଆୟୋଜିତ ହେଇଥିଲା | ଏହି ସଭା ରେ ବାଲୁଗାଁ ଏନଏସି ଅଧ୍ୟକ୍ଷା ଶ୍ରୀମତୀ…
ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ଅଚାନକ କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ ପରିଦର୍ଶନ
ବିଭନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ “୫-ଟି” ଆଧାରରେ ନିଷ୍ଠାର ସହ କାର୍ଯ୍ୟକାରୀ କରିବାକୁ ଅଧ୍ୟକ୍ଷ ଶ୍ରୀ ପତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର: ଓଡିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଅଚାନକ ଓ.ଏଲ୍.ଆଇ.ସି. କେନ୍ଦ୍ରାପଡା ଡିଭିଜନ କାର୍ଯ୍ୟାଳୟ…
ସର୍ବେ ଗ୍ରାମରୁ ପାୱାର ଟ୍ରେଲର ଚୋରି ଅଭିଯୋଗ
ଜମନକିରା ୨୯/୦୯/୨୩ :କୁଚିଣ୍ଡା ଥାନା ଅଧିନସ୍ତ କେନାଢ଼ିପା ପଞ୍ଚାୟତ ଅନ୍ତର୍ଗତ ସର୍ବେ ଗ୍ରାମ ରୁ ଗତ ବୁଧବାର ରାତିରେ ଘର ସାମ୍ନାରୁ ପାୱାର ଟ୍ରେଲର ଚୋରି ହୋଇଯାଇଛି। ସର୍ବେ ଗ୍ରାମ ର ଶମ୍ଭୁନାଥ ସାହୁ ଙ୍କ ଘରୁ ଏକ ପାୱାର ଟ୍ରେଲର ଚୋରି ହୋଇଛି। ଖରିଫ ଚାଷ ପରେ ନିଜର ପାୱାର ଟ୍ରେଲର ନିଜ ଘର…