Sign in
Sign in
Recover your password.
A password will be e-mailed to you.
ସାଂସଦ ମାନସ ମଙ୍ଗରାଜଙ୍କୁ ଆଉ ଏକ ଗୁରୁ ଦାୟିତ୍ୱ
ଭୁବନେଶ୍ୱର : ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜୁ ଜନତା ଦଳ ଦେଇଛି ଆଉ ଏକ ଗୁରୁ ଦାୟିତ୍ୱ. ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଶ୍ରୀ ମଙ୍ଗରାଜଙ୍କୁ ରାଜ୍ୟସଭାରେ ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତି ଦେଇଛି. ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀ…
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜନଅଭିଯୋଗର ସମାଧାନ
ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ଖର୍ଚ୍ଚ ହେବ ୩୯ କୋଟି ୨୫ ଲକ୍ଷ ଟଙ୍କା, ତିନି ମାସ ରେ କାମ ସାରିବାକୁ ନିର୍ଦ୍ଦେଶ .
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି…
ମିଥ୍ୟା ଶପଥ ପାଠ ମାମଲା : କାରା ଖେଣ୍ଡରା ସରପଞ୍ଚ ଅଯୋଗ୍ୟ ଘୋଷିତ
ବଡବିଲ (ଶାସକ ପ୍ରଶାସକ): ୧୯୯୫ ନିର୍ବାଚନ ନିୟମ ଅନୁଯାୟୀ ୨ରୁ ଉର୍ଦ୍ଧ୍ବ ସନ୍ତାନ ଥିବା ପୁରୁଷ କିମ୍ବା ମହିଳା କୌଣସି ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ନାହିଁ । ତେବେ କାରାଖେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ୪ଟି ସନ୍ତାନର ପିତା ହୋଇଥିବା ଅଭିଯୋଗ ହେବା ପରେ ମାନ୍ୟବର ହାଇକୋର୍ଟ ତାଙ୍କୁ…
ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଶାରଦୀୟ ପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଶୃଙ୍ଖଳିତ ଶାରଦୀୟ ପୂଜା ଉତ୍ସବ ଓ ଭଷାଣୀ ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ତହସିଲଦାର ଦିଲ୍ଲୀପ କୁମାର ନାୟକଙ୍କ ସଭାପତିତ୍ୱ ରେ ଏଥିରେ ପ୍ରଥମେ…
ଶବର ସାଥି ରୋହିତଙ୍କ ମୃତଶରୀରକୁ ଜନ୍ମମାଟିକୁ ସ୍ଥାନାନ୍ତର କଲା ଓଡ଼ିଶା-ମୋ ପରିବାର
କୋଭିଡ଼ ମହାମାରୀରେ ଶବର ସାଥି ସାଜିଥିଲେ ରୋହିତ, ଆଜି ସେ ନିଜେ ଆରପାରିକୁ ଚାଲି ଯାଇଛନ୍ତି । ତାଙ୍କୁ ଝୁରି ହେଉଛନ୍ତି ତାଙ୍କ ସହକର୍ମୀମାନେ । ସମସ୍ତଙ୍କୁ ସାହାଯ୍ୟ କରୁଥିବା ଏହି ରୋହିତଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ କଲା ଓଡ଼ିଶା-ମୋ ପରିବାର ।
ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା…
ବିଜେବି କଲେଜର ପୁରାତନ ଛାତ୍ର ସଂଘ ବିଜେବି ଫ୍ରେଣ୍ଡସ୍ ତରଫରୁ ଗାନ୍ଧୀ ଜୟନ୍ତି ପାଳିତ
ଭୁବନେଶ୍ୱର: ଗତ ସୋମବାର ବିଜେବି କଲେଜର ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ” ତରଫରୁ କଲେଜ ପରିସରରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନନୀୟ ଅତୀଥି ଭାବେ ବିରଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି…
ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରୀୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମେରୀ ମାଟି ମେରା ଦେଶ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…
ରାସ୍ତାରୁ ପାଇଥିବା ଟଙ୍କା ମହିଳାଙ୍କୁ ଫେରାଇଲେ କାଉନସିଲରଙ୍କ ପ୍ରତିନିଧି
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ରାସ୍ତାରୁ ଗୋଟାଇଥିବା ନଗଦ ଟଙ୍କା,ଆଧାର କାର୍ଡ୍ ଏବଂ ଏଟିଏମ୍ କାର୍ଡ଼କୁ ମହିଳାଙ୍କୁ ଫେରାଇ ନିଜ ମହାନତା ଦେଖାଇଛନ୍ତି I ସୂଚନା ପ୍ରକାରେ ଜିଲିବା ଗ୍ରାମର ରଞ୍ଜନା ପ୍ରଧାନ (45) କୌଣସି କାମରେ ବେଲଗୁଣ୍ଠା ଆସିଥିବା ବେଳେ ନିଜର ନଗଦ 1830 ଟଙ୍କା ସହିତ…
ପାଟକୁରାରେ ବଧୂ ହତ୍ୟା ଅଭିଯୋଗ ।
କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ପାଟକୁରା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ବଧୂ ହତ୍ୟା ଅଭିଯୋଗ ।ସୂଚନା ମୁତାବକ ଉକ୍ତ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ବୋହୁର ଆଜି ଅପରାହ୍ନରେ ଅସ୍ୱାଭବିକ ଭାବେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ପାଟକୁରା ଗୋଷ୍ଟି…