Sign in
Sign in
Recover your password.
A password will be e-mailed to you.
ବର୍ଷାରେ ବି ଫିକା ପଡ଼ିନି ଉତ୍ସାହ: ଭଞ୍ଜନଗରରେ ଧୂମଧାମରେ ପାଳିତ ହେଲା ଶ୍ରୀ ଗଣେଶ ପୂଜା
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜି ପବିତ୍ର ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ଅବସରରେ ସର୍ବବିଘ୍ନ ବିନାଶକ, ବୁଦ୍ଧି ଓ ସିଦ୍ଧିର ଦାତା ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ସହର ଭଞ୍ଜନଗରରେ ଅତ୍ୟନ୍ତ ଭକ୍ତି ଓ ଉତ୍ସାହର ସହ!-->!-->!-->…
ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୩ତମ ଜୟନ୍ତୀ ଓ ଆଲୋଚନାଚକ୍ର
ଓଡ଼ଗାଁ, ୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳର ବିଶିଷ୍ଟ ସାରସ୍ୱତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଆଲୋଚନାଚକ୍ର ତାଙ୍କ ଜନ୍ମମାଟି ଶରଣକୁଳରେ ସୋମବାର ପବିତ୍ର ଗଣେଶ ପୂଜା ଅବସରରେ ପାଳିତ ହୋଇଯାଇଛି। ଓଡ଼ିଶା!-->!-->!-->…
ଓଡ଼ଗାଁରେ ଧୁମଧାମରେ ପାଳିତ ହେଲା ଗଣେଶ ପୂଜା
ବିଭିନ୍ନ ସାହି ଓ ଶିକ୍ଷାନୁଷ୍ଠାନରେ ଆକର୍ଷଣୀୟ ମୂର୍ତ୍ତି ମନ ମୋହୁଛି,
ଓଡ଼ଗାଁ, ୧୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଏନ୍ଏସି ଅଞ୍ଚଳର ବିଭିନ୍ନ ଗାଁ, ସାହି, ଶିକ୍ଷାନୁଷ୍ଠାନ ଓ ମାନଙ୍କରେ ସୋମବାର ଅଗ୍ରପୂଜ୍ୟ ଗଣନାଥ ଗଣେଶଙ୍କ ପୂଜା ଧୁମଧାମରେ ପାଳିତ!-->!-->!-->…
ବେଲଗୁଣ୍ଠାରେ ଅଗ୍ରପୂଜ୍ୟଙ୍କୁ ଆବାହନ
ବିଭିନ୍ନ ଅନୁଷ୍ଠାନ ଓ ଯୁବକ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସହର
ବେଲଗୁଣ୍ଠା, ୧୪/୯:-(ଶିବରାମ ଚୌଧୁରୀ (-ବିଘ୍ନବିନାଶକ ତଥା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜାକୁ ନେଇ ବେଲଗୁଣ୍ଠା ସହର ଓ ଏହାର ଆଖପାଖ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ବେସରକାରୀ!-->!-->!-->!-->!-->…
କିଡ୍ସ-ଗୀ ପବ୍ଲିକ୍ ସ୍କୁଲରେ ଆଡ଼ମ୍ବରପୂର୍ଣ୍ଣ ଗଣେଶ ପୂଜା
ଶିକ୍ଷାର୍ଥୀଙ୍କ ଜ୍ଞାନ, ବୁଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଘ୍ନରାଜଙ୍କ ଆରାଧନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:: ଗଣେଶ ଚତୁର୍ଥୀ ଅବସରରେ ସମଗ୍ର ଗୁଣପୁର ଉପଖଣ୍ଡ ଉତ୍ସବମୁଖର ହୋଇଉଠିଥିବା ବେଳେ, ଗୁଣପୁର ରାମେଶ୍ୱର ନଗରସ୍ଥିତ କିଡ୍ସ-ଗୀ ପବ୍ଲିକ୍ ସ୍କୁଲ ପରିସରରେ ମଧ୍ୟ!-->!-->!-->!-->!-->…
ଏସୀୟ କ୍ରୀଡ଼ା ଏବଂ ଏଫ୍ଆଇଜି ୱାର୍ଲ୍ଡ ଚ୍ୟାଲେଞ୍ଜ କପ୍ ୨୦୨୬ ରେ ଭାରତର ପ୍ରତିନିଧିତ୍ୱକୁ କରିବେ ଓଡ଼ିଶା ଏଏମ୍/…
ଭୁବନେଶ୍ୱର, ୧୪ ସେପ୍ଟେମ୍ବର, ୨୦୨୬: ବିଶ୍ୱ ଜିମ୍ନାଷ୍ଟିକ୍ସ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରି ଭୁବନେଶ୍ୱରସ୍ଥିତ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫରମାନ୍ସ ସେଣ୍ଟର (ଓଡ଼ିଶା ଏଏମ୍/ ଏନ୍ଏସ୍ ଜିଏଚପିସି) ର ତିନି ଜଣ ଆଥଲେଟ୍ ପ୍ରମୁଖ ଅନ୍ତର୍ଜାତୀୟ!-->…
“ନବୀନଙ୍କ ଚିଠିର ଉତ୍ତର ନ ଦେଇ ଶିଷ୍ଟାଚାର ଭୁଲି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ”
ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗ
ଏମ୍ଏମ୍ଡିଆର ଆଇନ ପ୍ରତ୍ୟାହାର ନ ହେଲେ ଅର୍ଥନୈତିକ ଅବରୋଧ କରିବ ବିଜେଡି
ଏହି ଆଇନ ମାଧ୍ୟମରେ ଖଣି ଓ ଖଣି ଥିବା ଜମି ଉପରୁ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି
ଖଣି ମାଲିକଙ୍କୁ ଫାଇଦା ଦେବା ପାଇଁ ଏମଏମଡିଆର ଆଇନ ସଂଶୋଧନ କରାଯାଇଛି\
!-->!-->!-->!-->!-->!-->!-->!-->!-->!-->!-->!-->!-->…
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ଗଣେଶ ପୂଜା ଅନୁଷ୍ଠିତ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ବିଦ୍ୟାଦାତ ଗଣେଶ ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି I ଶିଶୁ ମନ୍ଦିର ପରିସରରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କର କଳମରୁ ଝରି ପଡିଥିବା ବିଭିନ୍ନ ଗଳ୍ପ,!-->…
ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପର ରୋଷେଇ ଘର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା ବର୍ଷା ସିଂ ବରିହା।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ବ୍ରାହ୍ମଣ ସମାଜ ଠାରେ ଏକ ରୋଷେଇ ଘର ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପାଣ୍ଠି ରୁ ୯ ଲକ୍ଷ ଟଙ୍କା ରେ ନିର୍ମିତ ହେବାକୁ ଥିବା ରୋଷେଇ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିବା!-->…
ମାନସ ନାୟକଙ୍କୁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ୨୦୨୬ ପ୍ରଦାନ
ଭୁବନେଶ୍ୱର, ସେପ୍ଟେମ୍ବର ୧୪, ୨୦୨୬: ୨୦୨୬ ମସିହା ପାଇଁ ‘ଡ. ବଂଶୀଧର ପଣ୍ଡା ଗୋଲ୍ଡ ମେଡାଲ୍’ ଏନ୍ଆଇଟି ରାଉରକେଲାର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ଛାତ୍ର ଶ୍ରୀ ମାନସ ନାୟକ ଙ୍କୁ ପ୍ରଦାନ କରାଯାଇଛି। ସେପ୍ଟେମ୍ବର ୧୨ ତାରିଖରେ ଅନୁଷ୍ଠିତ ଅନୁଷ୍ଠାନର!-->!-->!-->…