ଡିସେମ୍ବର ୨୯ ପାଚକ ପାଚିକା ମହାସଂଘ ପକ୍ଷରୁ ଭୁବନେଶ୍ଵର ଠାରେ ବିରାଟ ଗଣ ବିକ୍ଷୋଭ ଓ ଧାରଣା

ରାଉରକେଲା, (ବସନ୍ତ କୁମାର ଜେନା): ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ରାଉରକେଲା ଶାଖା ପକ୍ଷରୁ ସେକ୍ଟର -୭ ବି/୪୦ ରାଉରକେଲାର ସିଅର କାର୍ଯ୍ୟାଳୟ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ଓଡିଶା ମହାସଂଘର ସଭାପତି ଯୋଗେନ୍ଦ୍ର ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଏହି…

ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଲା ୩ବର୍ଷ ୫ମାସର ଶିଶୁ କନ୍ୟା ର ନାମ

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ପଞ୍ଚାୟତ ଛୁଆଳିଆ ଗ୍ରାମର ୩ବର୍ଷ ୫ମାସର ଶିଶୁ କନ୍ୟା ର ନାମ ୨୦୨୩ ଇଣ୍ଡିଆ ବୁକ୍ ଅଫ ରେକର୍ଡ଼ରେ ସ୍ଥାନ ପାଇଛି । ଆରଭି ୟୁଭାନିକା ନାମକ ଏହି ପ୍ରତିଭା ସମ୍ପନ୍ନ ଶିଶୁ କନ୍ୟା ଭାରତର ୨୮ଟି ରାଜ୍ୟ ଓ ତାହାର ରାଜଧାନୀ,…

ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଶ୍ବ ଏଡସ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ଯ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଡିସେମ୍ବର ୧ ତାରିଖକୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସହରା ଅଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ…

ଗଜପତିରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଏବଂ ଜିଲ୍ଲାର ପିତୃମାତୃ ହୀନ , ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଜିଲ୍ଲାବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା…

ତିନିଦିନିଆ ଜନଜାତି କ୍ରୀଡା ଉଦଘାଟିତ

ରାୟଗଡ:-ତା.୦୧/୧୨- ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଆୟୋଜିତ ହେବାକୁ ଥିବା ତିନିଦିନ ଜନଜାତି କ୍ରୀଡା କାର୍ଯ୍ୟକ୍ରମରେ ଆଜି ରାୟଗଡ ଗୋବିନ୍ଦ ଚନ୍ଦ୍ର ପଡିଆ ଠାରେ ଉଦଘାଟିତ ହୋଇଯାଇଛି ।ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମlଝିଙ୍କ ଅଧକ୍ଷତରେ ଆୟୋଜିତ ତିନିଦିନ…

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ” ବିଶ୍ୱ ଏଡସ୍ ଦିବସ ” ପାଳିତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )- କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ " ବିଶ୍ୱ ଏଡସ୍ ଦିବସ " ପାଳିତ ହୋଇଯାଇଛି ।ଉକ୍ତ ଦିନ ଯୁବ ରେଡକ୍ରସ, ଜାତୀୟ ସେବା ଯ଼ୋଜନା ଏବଂ ଭାରତ ସ୍କାଉଟ୍ ଏବଂ ଗାଇଡ଼ ଶାଖାର ସ୍ଵେଚ୍ଛାସେବୀମାନେ ଏଡସ୍ ସଚେତନତା…

କାର୍ଯ୍ୟ ସରିବା ପରେମଧ୍ଯ ଉଦଘାଟନ ହୋଇ ପାରୁନି ଗୁଣପୁର ଇଣ୍ଡୋର ଷ୍ଟାଡିୟମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ନିର୍ମାଣ କାର୍ଯ୍ୟ ସରିବା ପରେ ଲୋକାର୍ପଣ ହୋଇ ପାରୁନି ଗୁଣପୁର ସହରରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ। ୨୦୨୧ ଡିସେମ୍ବର ମାସରେ ରାଜ୍ୟ ସରକାର ଙ୍କ ପକ୍ଷରୁ ସ୍ଥାନୀୟ ତହସିଲ ନିକଟସ୍ଥ ଜମିରେ ମୁଖ୍ଯମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମୈଡ୍ ରେ ଶିଳାନ୍ୟାସ…

“ସୁଦକ୍ଷା’ ପାଇଁ ଦକ୍ଷ ହେଲେ ନିଳେନ୍ଦ୍ରୀ

ଭୁବନେଶ୍ୱର:ନାରୀ ସଶକ୍ତିକରଣର ଅନ୍ୟ ନାମ ନିଲେନ୍ଦ୍ରୀା ରାଜ୍ୟ ସରକାରଙ୍କ "ସୁଦକ୍ଷା' ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହେଇ ପାରିଛନ୍ତି ସୋ ଗଞ୍ଜାମ ବେଗୁନିଆପଡାର ଗରିବ କୃଷକ କାଳିଆ ଦାସଙ୍କ ସୁକନ୍ୟା ନିଳେନ୍ଦ୍ରୀ ଦାସ ସରକାରୀ ସ୍ତରରେ ଏକ ମାଇଲିଖୁଣ୍ଟ ଅତିକ୍ରମ କରିଛନ୍ତିା ଅର୍ଥାଭାବରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ

ଆପଣମାନେ ନିରାପଦରେ ଫେରି ଆସିଥିବାରୁ ମୁଁ ବହୁତ୍ ଖୁସି ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଶ୍ରମିକ ଜଣେ ଜଣେ ହିରୋ, ପ୍ରତିକୂଳ ପରିସ୍ଥିତିରେ ଜୀବନ ପାଇଁ ସେମାନଙ୍କ ସଂଘର୍ଷର କାହାଣୀ ପ୍ରେରଣା ଦାୟକ - ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର: …

ଝାରସୁଗୁଡା ଜିଲ୍ଲା ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଜିଲ୍ଲା ଖଣିଜ ପାଣ୍ଠିରୁ ୨୪.୪୮ କୋଟି ଟଙ୍କା ମଞ୍ଜୁର ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ…