Sign in
Sign in
Recover your password.
A password will be e-mailed to you.
“ଓଡ଼ିଶାରେ ଦାଦନ ଶ୍ରମିକ ସୃଷ୍ଟି କରି ଧନ୍ୟବାଦ ନେଉଛନ୍ତି ମୁଖ୍ୟମନ୍ତ୍ରୀ “
ଉତରାଖଣ୍ଡରୁ ଫେରିଥିବା ଶ୍ରମିକଭାଇମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇବା ‘କେବଳ ଏକ ଡ୍ରାମାବାଜୀ’ : ତେଜେଶ୍ୱର ପରିଡା
ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଥିବାରୁ ଦାଦନ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି
ରାଜ୍ୟ ସରକାର ନିଜ ଦୋଷକୁ ଲୁଚାଇବା ପାଇଁ…
ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ କିସ୍ ମଡେଲ: ରୁଫସ୍ ରୋଦ୍ରିଗେଜ୍
ଭୁବନେଶ୍ୱର,୨ା୧୨: ବିଶ୍ୱର ସର୍ବବୃହତ ଜନଜାତି ଆବାସିକ ଅନୁଷ୍ଠାନ କିସ୍ ମଡେଲ୍ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ ବୋଲି ଫିଲିପାଇନ୍ସ ସାଂସଦ ରୁଫସ୍ ବି ରୋଦ୍ରିଗେଜ୍ କହିଛନ୍ତି। କିସ୍ ମଡେଲ ହେଉଛି ବିଶ୍ୱର ଶ୍ରେଷ୍ଠ ମଡେଲ। ଏଥିପାଇଁ ସେ ଫିଲିପାଇନ୍ସ ସଂସଦରେ ଏକ ସ୍ୱତନ୍ତ୍ର ବିଲ୍…
‘ଦ ୱିକ-ହଂସl’ ହସପିଟାଲ ରାଙ୍କିଙ୍ଗ ସର୍ଭେ ୨୦୨୩ରେ ଶୀର୍ଷ ସ୍ଥାନ ଅଧିକାର କଲା ଆମ୍ରି ହସପିଟାଲ ଭୁବନେଶ୍ୱର
ଭୁବନେଶ୍ବର: ୨୦୨୩ ମସିହା ପାଇଁ 'ଦ ୱିକ-ହଂସl' ବାର୍ଷିକ ହସ୍ପିଟାଲ ମାନ୍ୟତା ସର୍ଭେରେ ଶୀର୍ଷ ସ୍ଥାନ ଅଧିକାର କରି ଭୁବନେଶ୍ୱରସ୍ଥିତ ଆମ୍ରି ହସ୍ପିଟାଲ ପୁଣି ଥରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାର ପରିଚୟ ଦେଇଛି। ବିଗତ ୭ ବର୍ଷ ଧରି କ୍ରମାଗତ ଭାବେ…
ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଘାଟିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଓ ସ୍କୁଲ ଅଫ୍ ସାଇନ୍ସର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆଜି " ଆଲୋକୀୟ ପଦାର୍ଥ ଏବଂ ଆଲୋକ କଣିକା ବିଜ୍ଞାନ -ଅଗ୍ରଣୀ ପଦାର୍ଥ ବିଜ୍ଞାନର ଏକ ଦିଗନ୍ତ" ବିଷୟରେ…
5T ଅଧ୍ୟକ୍ଷ ଶ୍ରୀ ପଣ୍ଡିଆନଙ୍କ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ
https://youtu.be/IFDUbp2apwk
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ , ଭିଡ଼…
ସାହିତ୍ୟିକ ଦାଶ ବେନହୁରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ
ନୟାଗଡ଼,(ଲକ୍ଷ୍ମୀଧର ସାହୁ): ଚଳିତ ବର୍ଷ ମର୍ଯ୍ୟାଦାପୂର୍ଣ୍ଣ ‘ନୟାଗଡ଼ ଗୌରବ’ ସମ୍ମାନ ପାଇବା ପାଇଁ ପଠାଣି ସାମନ୍ତଙ୍କ ଜନ୍ମମାଟି ଖଣ୍ଡପଡ଼ାର କୃତୀ ସନ୍ତାନ ଲବ୍ଧ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଦାଶ ବେନହୁର ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ନୟାଗଡ଼ ସ୍ୱୟଂ ଶାସିତ ମହା ବିଦ୍ୟାଳୟର…
ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡିଏମଇଟି ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳିତ
ଭୁବନେଶ୍ୱର: ରାଜ୍ୟରେ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ ଏବଂ ଡାଇରେକ୍ଟରେଟ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଙ୍ଗ, ଓଡ଼ିଶାର ଏକ ମିଳିତ ପଦକ୍ଷେପରେ ଆଜି ଭୁବନେଶ୍ୱର ଡିଏମଇଟି କାର୍ଯ୍ୟାଳୟ ଠାରେ ଜିରୋ ଫାଟାଲିଟି ୱିକ୍ ପାଳନ କରାଯାଇଛି । ଏହି…
ମହିଳା ମହାବିଦ୍ୟାଳୟ ରେ ଏଡ୍ସ ଦିବସ ପାଳିତ l
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡ଼ କ୍ରସ ଶାଖା ଏବଂ ରେଡ଼ ରିବନ କ୍ଲବ ର ମିଳିତ ଉଦ୍ୟମରେ “ବିଶ୍ଵ ଏଡ଼ସ ଦିବସ” ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା ସାମାଜିକ କାର୍ଯ୍ୟାବଳୀ ର ଚତୁର୍ଥ ଦିବସ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉପଲକ୍ଷେ ସାମାଜିକ କାର୍ଯ୍ୟାବଳୀ ର ଚତୁର୍ଥ ଦିବସ ଅଧକ୍ଷ ଶ୍ରୀ ଲଳିତମୋହନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଅଛି। ଏହି ଦିବସରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି…
ବିଜେପି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ : ଭାରତୀୟ ଜନତା ପାର୍ଟି,ଡେରାବିଶ ବ୍ଲକ ତରଫରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ 23 ବର୍ଷ ବିଜେଡି…