ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

ଭୁବନେଶ୍ୱର, ଡିସେମ୍ବର ୧: ଦକ୍ଷିଣ - ପୂର୍ବ ବଙ୍ଗୋପ ସାଗର ଓ ତତ୍ ସଂଲଗ୍ନ ତାମିଲନାଡୁ ଉପକୁଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଥିବା ବେଳେ ଏହା ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର…

ଘଟଗାଁ ରାସ୍ତା ଦୁର୍ଘଟଣାରେ 8 ଜଣ ବ୍ୟକ୍ତିଙ୍କ ମୃତ୍ୟୁ , 12 ଆହତ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ମୃତକ ଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ତିନି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆହତ ଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ନିର୍ଦ୍ଦେଶ ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ 8 ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ…

୧୦୦ ଜଣ ଓଡ଼ିଆ ପିଲାଙ୍କୁ ୧୦୦ କୋଟି ଟଙ୍କାର ରୋଜଗାର କରାଇବାର ସଂକଳ୍ପ ନେବା- ଧର୍ମେନ୍ଦ୍ର ପ୍ରଧାନ

• ୨୦୩୬ରେ ଓ ୨୦୪୭ ସୁଦ୍ଧା ଓଡ଼ିଆ ପିଲାଙ୍କୁ ରୋଜଗାର ଦେବାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏନଆଇଟି ରାଉରକେଲା ନେତୃତ୍ୱ ନେଉ • ଏନଆଇଟି କ୍ୟାମ୍ପସ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ • ୭୭.୫୩ କୋଟି ବ୍ୟୟରେ ୧ ହଜାର ସିଟ୍ ସଂଖ୍ୟା ବିଶିଷ୍ଟ…

ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବାକୁ କୁଳାଧିପତିଙ୍କ ପରାମର୍ଶ

ରାଜଭବନରେ କୁଳପତି ସମ୍ମିଳନୀ : ଗବେଷଣା ଉପରେ ଗୁରୁତ୍ୱ ଆରୋପ "ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ" ଭୁବନେଶ୍ୱର(ତା.୩୦/୧୧)- ଜାତୀୟ ଶିକ୍ଷା ନୀତି ୨୦୨୦…

ପ୍ରାକ୍ତନ ଜିଲ୍ଲାପାଳଙ୍କ ସ୍ମୃତିଚାରଣ ସଭା ଓ ସ୍ମରଣିକା ଉନ୍ମୋଚିତ l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ବୋର୍ଡ଼ ଅଫ ରେଭେନ୍ୟୁ କାର୍ଯ୍ୟାଳୟର ସେବା ନିବୃତ୍ତ ରାଜସ୍ୱ ଆୟୋଗୀ ଏବଂ ସଚିବ ତଥା ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିବା ସ୍ୱର୍ଗତ ଗୋବିନ୍ଦ ସେଠୀଙ୍କ ଏକ ସ୍ମୃତିଚାରଣ ସଭା ଓ ତାଙ୍କ ସ୍ମୃତି ପାଇଁ…

ମହିଳା ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ୨୦୨୩

"ବେଟି ବଞ୍ଚାଅ, ବେଟି ପଢାଅ" ଓ "ନିଶା ନିବାରଣ ଅଭିଯାନ" ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ଅଷ୍ଟମ ଦିବସରେ ସାମାଜିକ କାର୍ଯ୍ୟକ୍ରମ ବିଭାଗ ତରଫରୁ "ନିଶା ନିବାରଣ ଅଭିଯାନ" ଉପରେ ଏକ ରାଲି କରଯାଇଥିଲା ।…

ମେଜେରକଟା ଶିବ ମନ୍ଦିର ରେ ସୁନ୍ଦରାକାଣ୍ଡ ପରାୟଣ ଅନୁଷ୍ଠିତ : ଅନ୍ନଭୋଗ ବଣ୍ଟନ l

https://youtu.be/Si46IYgMGsI ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମେଜେରକଟା ଶନି ମନ୍ଦିର ନିକଟରେ ରେ ପରାୟଣ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସନ୍ତୋଷ ମିଶ୍ର ପୂଜା ଦାୟିତ୍ଵ ତୁଲାଇ ଥିବା ବେଳେ ବିଭୂତି ରଞ୍ଜନ ଦାସ ଓ ପତ୍ନୀ ସୁଲୋଚନା ଦାସ (ରିମା) କର୍ତ୍ତା ଦାୟିତ୍ଵ…

ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭ ଆରମ୍ଭ

ଜଗତସିଂହପୁର,ତା-୩୦.୧୧.୨୦୨୩/ସୁମନ୍ତ କୁମାର ଦାସ:ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଶ୍ରମପାଟଣାସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହେଇଯାଇଛି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବି ନାରାୟଣ…

ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ…

ମୂଳନୀବାସୀ ଯୁନାଇଟେଡ଼ ଫୋରମ ତରଫରୁ ସମ୍ବିଧାନ ସଚେତନତା ଓ ସାଙ୍ଗଠନିକ ବୈଠକ

ଜଗତସିଂହପୁର,ତା-୩୦.୧୧.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବେଲହୁଡ଼ା ମଠ ଠାରେ ମୂଳନୀବାସୀ ଯୁନାଇଟେଡ଼ ଫୋରମ ତରଫରୁ ସମ୍ବିଧାନ ସଚେତନତା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଫୋରମର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ଦେହୁରୀ…