ଜିଲ୍ଲା ସ୍ତରୀୟ ବିଶ୍ବ ବିଶ୍ବ ଏଡ଼ସ ଦିବସ ପାଳନ

ଜଗତସିଂହପୁର,ତା-୦୧.୧୨.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ବ ଏଡ଼ସ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଡିସେମ୍ବର ମାସ ୧ ତାରିଖରେ…

ନୂତନ ରାସ୍ତା ପ୍ରଶସ୍ତିକରଣ ସମୟରେ ଫାଟିଲା ଭୂତଳ ପାଣି ପାଇପ, ୧୫ ଦିନ ହେଲା ସ୍ୱଚ୍ଛ ପାଣି ପାଇବାରୁ ବଞ୍ଚିତ ଜୁନାପାଣି…

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଜୁନାପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ରାସ୍ତା ପ୍ରଶସ୍ତି କରଣ ସମୟରେ ଜଳ ଯୋଗାଣ ପାଇପ ଫାଟି ଯିବାରୁ ୧୫ ଦିନରୁ ଉର୍ଦ୍ଧ ହେବ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଗ୍ରାମବାସୀ ବାରମ୍ବାର…

ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ନଷ୍ଟ , ୭ ଚାଷୀ କ୍ଷେତିଗ୍ରସ୍ତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )/ : ବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମ ରେ ଘଟିଛି ଅଘଟଣ। ଟିପାଗୁଡ଼ା ଗ୍ରାମର ୭ ଚାଷୀ ଧାନ ଅମଳ କରି ଗାଁ ମଝିରେ ଥିବା ଆମ୍ବ ତୋଟା ଖୋଳାରେ ୬ ଟି ଧାନ ଗଦା କରି ରଖିଥିଲେ। ତେବେ କେହି ଦୁର୍ବୃତ୍ତ…

ସୁନ୍ଦରଗଡରେ ସଡକ ସୁରକ୍ଷା ରଥ ର ଶୁଭାରମ୍ଭ

ସୁନ୍ଦରଗଡ:(ବସନ୍ତ କୁମାର ଜେନା): ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଉପଲକ୍ଷେ ଆଜି ସୁନ୍ଦରଗଡରେ ସଡକ ସୁରକ୍ଷା ରଥ ର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଡ଼ା .ପରାଗ ଗାଭାଲୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଏହି ସଚେତନତା…

ରାଉରକେଲାରେ ବିଶ୍ବ ଏଡସ ଦିବସ ଉପଲକ୍ଷେ ଶୋଭାଯାତ୍ରା

ରାଉରକେଲା (ବସନ୍ତ କୁମାର ଜେନା): ବିଶ୍ବ ଏଡସ ଦିବସ ଉପଲକ୍ଷେ ଓଡିଶା ରାଜ୍ଯ ଏଡସ ନିୟନ୍ତ୍ରଣ ସୋସାଇଟି, ଏନଏସିଓ, ଓ ଆରଜିଏଚ ର ମିଳିତ ଆନୁକୂଲ୍ୟରେ ଆଜି ରାଉରକେଲାରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହାର ଶୁଭାରମ୍ଭ ରାଉରକେଲା ସରକାରୀ ଚିକିତ୍ସାଳୟର ଉପ ଅଧୀକ୍ଷକ ଡାକ୍ତର…

କସ୍ତୁରୀ ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ନାଟ୍ୟ ପ୍ରତିଭା……

ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାରେ ହେବାକୁ ଥ‌ିବା ନାଟ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବରେ ରାଜ୍ୟର ବିଶିଷ୍ଟ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ, ବିଶିଷ୍ଟ ମଞ୍ଚ ଓ ସିନେ ଅଭିନେତା ଅଶ୍ରୁମୋଚନ ମହାନ୍ତି ୨୦୨୩ କସ୍ତୁରୀ ସମ୍ମାନରେ ଓ ରାଉରକଲାର…

ଆସନ୍ତା ୨ ଓ ୩ରେ ବଙ୍ଗ ସାହିତ୍ୟ ସମ୍ମିଳନୀ.

ରାଉରକେଲା, (ବସନ୍ତ କୁମାର ଜେନା): ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଆସନ୍ତା ୨ ଓ ୩ ତାରିଖ ଦିନ ଦାଣ୍ଡିଆପାଲିର ପଞ୍ଚମ ରେଷ୍ଟ ହାଉସ ଠାରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ସମ୍ମିଳନୀର ଅଭ୍ୟର୍ଥନା…

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପଥପ୍ରାନ୍ତ ନାଟକ.

ରାଉରକେଲା, (ବସନ୍ତ କୁମାର ଜେନା): ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ସମାଜସେବା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସଚେତନତା ଶୋଭାଯାତ୍ରା ସହିତ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ…

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ କାର୍ଯ୍ୟକ୍ରମ..

ରାଉରକେଲା, (ବସନ୍ତ କୁମାର ଜେନା): ସେକ୍ଟର ୨୦ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶ୍ରୀମଦ୍ ଭଗବତ ଗୀତାର ସତ୍ୟ ଆଧ୍ୟାତ୍ମିକ ରହସ୍ୟ ଆଜି ଠାରୁ ଆରମ୍ଭ ହୋଇଥିଲା ବେଳେ ଏହା ଆସନ୍ତା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। କେନ୍ଦ୍ରର ମୁଖ୍ୟ…

ଗାଙ୍ଗପୁର ନୂତନ ଥାନା ଅଧିକାରୀ ଙ୍କୁ ପ୍ରେସ କ୍ଲବ୍ ର ସ୍ବାଗତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଗାଙ୍ଗପୁର ଥାନା ରେ ନୂତନ ଥାନା ଅଧିକାରୀ ଭାବେ ରାଜେଶ କୁମାର ନାୟକ ଯୋଗୋ ଦେଇଛନ୍ତି l ଶ୍ରୀ ନାୟକ ପୂର୍ବରୁ ରାଉଲକେଲା ସେକ୍ଟର ଥାନା ରେ କାର୍ଯ୍ୟରତ ଥିଲେ l ପୂର୍ବରୁ ଗାଙ୍ଗପୁର ଥାନା ଅଧିକାରୀ ଥିବା ସୁବେନ୍ଧୁ କୁମାର ସାହୁଙ୍କ…