ଲଉଡ଼ିଦର୍ହl ରେ ପଞ୍ଚାୟତ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା ସଚେତନତା ଶିବିର l

2

ଝାରବନ୍ଧ -ମନୋହର ଦାଶ: ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି l ସରପଞ୍ଚ ପଦ୍ମା ସତନାମୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ରାଜ୍ୟ ବିଜେଡି ସମ୍ପାଦକ ରାଜୁ ଘିବେଲା, ସମିତି ସଭ୍ୟା ଜୟକୁମାରୀ ସେଠ, ବିଡ଼ିଓ ପୁରୁଷୋତ୍ତମ ମିର୍ଧା, ବିଜେଡି ନେତା ନନ୍ଦଲାଲ ମହାପାତ୍ର, ଜି ଆର ଏସ ସୁଧାଂଶୁ ବରିହା, ପିଇଓ ଭୋଜରାଜ ଭୋଇ ପ୍ରମୁଖ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ଏସ ଏଚ ଜି ସଦସ୍ୟା ଙ୍କ ସହ ବହୁ ସ୍ଥାନୀୟ କର୍ମୀ ଯୋଗ ଦେଇଥିଲେ l

Leave A Reply

Your email address will not be published.