Sign in
Sign in
Recover your password.
A password will be e-mailed to you.
ରାଉରକେଲାରୁ କୋଲକତାକୁ ଆରମ୍ଭ ହେବ ବିମାନ ସେବା
ରାଜ୍ୟ ସରକାରଙ୍କ ସହଯୋଗରେ ଆରମ୍ଭ
ମାତ୍ର ଦେଢ ଘଣ୍ଟାରେ ଯାତ୍ରା ସମ୍ଭବ ହେବ
ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ୩ ଦିନ ଉଡିବ ବିମାନ
ଶିଳ୍ପ ଓ ପର୍ଯ୍ୟଟନର ଅଭିବୃଦ୍ଧି ହେବ
ଭୁବନେଶ୍ବର:ପ୍ରଥମଥର ପାଇଁ ରାଉରକେଲାରୁ କୋଲକତା ବିମାନ ସେବା ଆରମ୍ଭ ହେବାକୁ…
କଳିଙ୍ଗନଗର ପୋଲିସ ଫାଣ୍ଡି ଉଦ୍ଘାଟିତ
ଭୁବନେଶ୍ୱର, ଡିସେମ୍ବର ୨୬: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କ୍ୟାମ୍ପସ୍- ୨ ନିକଟରେ ମଙ୍ଗଳବାର କମିଶନରେଟ୍ ପୋଲିସ୍ ପକ୍ଷରୁ କଳିଙ୍ଗ ନଗର ପୋଲିସ ଫାଣ୍ଡି ଉଦ୍ଘାଟିତ ହୋଇଯାଇଛି ।
ଦ୍ୱୈତ ନଗରୀରର ପୋଲିସ୍ କମିଶନର ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏହି ଫାଣ୍ଡିର ଉଦ୍ଘାଟନ କରିଥିବା…
ସମ୍ ଅଲ୍ଟିମେଟ୍ କ୍ରୀଡା ‘ସମ୍ମମନ୍ୱୟ-୨୦୨୩’ ଉଦ୍ଯାପିତ
ଭୁବନେଶ୍ୱର, ୨୬/୧୨: ସମ୍ ଅଲ୍ଟିମେଟ୍ ମେଡିକେୟାରର ପ୍ରଥମ ସ୍ପୋର୍ଟସ ମିଟ୍ ‘ସମ୍ମମନ୍ୱୟ- ୨୦୨୩’ ବଡ଼ଦିନ ଅବସରରେ ସୋମବାର ଉଦ୍ଯାପିତ ହୋଇଥିବା ବେଳେ ଏହି ସ୍ପୋର୍ଟ୍ସ ମିଟ୍ରେ ଭାଗ ନେଇଥିବା ୧୦ଟି ଟିମ୍ ମଧ୍ୟରୁ ‘ନେବୁଲା ନୋମାଡ୍ସ’ ଟିମ୍ ଚାମ୍ପିଅନ୍ ହୋଇଛି ।
‘ସମ୍ମମନ୍ୱୟ -୨୦୨୩’ର…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ବରିଷ୍ଠ…
ନିମନ୍ତ୍ରଣ ରକ୍ଷା କରି ସେବାୟତ ଙ୍କୁ ଗୁଆ ଓ ଚାଉଳ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ନବୀନ ନିବାସରେ ଥିଲା ଆଜି ଏକ ଆଧ୍ୟାତ୍ମିକ ପରିବେଶ। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ପରିସର। ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟଗଣ, ବରିଷ୍ଠ ସେବାୟତଗଣ, ଶ୍ରୀମନ୍ଦିର…
ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି : ମନୋଜ ମହାପାତ୍ର
ଭୁବନେଶ୍ୱର, ତା.୨୬/୧୨ : ଧାନକିଣାରେ ଏକ ବଡ ସିଣ୍ଡକେଟ୍ କାମ କରୁଛି । ରାଜ୍ୟ ସରକାରଙ୍କ କୃଷି, ଯୋଗାଣ ଏବଂ ସମବାୟ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ସାମିଲ ଅଛି ମିଲର୍ସ । ଧାନ କିଣାରେ ବର୍ଷକୁ ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି ବିଜେଡି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ…
ପ୍ରତିଷ୍ଠା ଦିବସରେ ଦମ ଦେଖାଇଲେ ପ୍ରତାପ
https://youtu.be/3oraDn5a6_c
ବିଜେଡିର 27 ତମ ପ୍ରତିଷ୍ଠା ଦିବସରେ ହଜାର ହଜାର ସଂଖ୍ୟକ ବିଜୁପ୍ରେମୀ ଙ୍କ ସମାଗମ
"ଓଡିଆଙ୍କ ଗର୍ବ ଏବଂ ସମ୍ମାନ ରକ୍ଷା କରିବା ସହ ଓଡ଼ିଶାରେ ବିକାଶ ଧାରା ଜାରିରଖିଛନ୍ତି ମୁଖ୍ୟମନ୍ତ୍ରୀ"
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ଆଜି କଟକ ଜିଲ୍ଲା…
ଗ୍ରାମାଞ୍ଚଳ ର ଝିଅ , ନୂଆଁ-ଓ କ୍ରିକେଟ ଚମ୍ପିୟାନ
ଯୁବ ଓଡିଶା ନବୀନ ଓଡିଶା କ୍ରିକେଟ ପ୍ରତିଯୋଗିତାରେ ଚମ୍ପିୟାନ ହେଲେ ଅମଠି ଲେଡି ଲାୟନ୍ସ ଦଳ
ବରଗଡ :- ରାଜ୍ୟ ସରକାରଙ୍କ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ରୂପେ ପ୍ରସିଦ୍ଧି ଲାଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ…
ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ସ୍ଥଳ କପିଳମୁନୀ ଆଶ୍ରମର ପ୍ରତିଷ୍ଠା ଉତ୍ସବ
ବରଗଡ ୨୬।୧୨।୨୦୨୩: ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତମାଳାର ସଜାଗ ପ୍ରହରୀ ଭାବରେ କାର୍ଯ୍ୟରତ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସ୍ମୃତି ବହନ କରୁଥିବା କପିଳମୁନୀ ଆଶ୍ରମର ୩୬ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ସୋମବେଶ ଉପସ୍ଥିତ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଉଦଯାପନୀ ଉତ୍ସବ ଅଧ୍ୟକ୍ଷା ଡ.ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସରରେ ସୁଚାରୁ ରୂପେ ସମ୍ପନ୍ନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ…
କେନ୍ଦ୍ର ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ବ୍ଲକ ଉଷୁମା ଏବଂ ରାହାଣିଆ ପଞ୍ଚାୟତ ପରିସରରେ ମୋଦୀ ସରକାରଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରା ସଚେତନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ର ସରକାରଙ୍କ ଶତାଧିକ ସଂଖ୍ୟାରେ ଲାଭାର୍ଥୀ ମାନେ ଯୋଗଦାନ କରି…