Sign in
Sign in
Recover your password.
A password will be e-mailed to you.
ପଲିଥିନ୍ ତଳେ ଵେସାହାରା ଶିକ୍ଷିତ ପରିବାର
ଭଞ୍ଜନଗର {ଉଦୟନାଥ ପଣ୍ଡା} : କଥା ରେ ଅଛି ମାଁ ହି ସ୍ୱର୍ଗ ମାଁ ହି ଶ୍ରେଷ୍ଠ, ମା ଅଛି ତ ସବୁ ଅଛି, କିନ୍ତୁ ଆଜି ମା ନିଜ ପିଲା ମାନଙ୍କୁ ସେହି ସ୍ନେହ ଆଦର ଦେଇ ପାରୁଛି ,କିନ୍ତୁ ପ୍ରତି ବଦଳରେ ଦେଇ ପାରୁନି ବାପାର ଅଳି ଅର୍ଦ୍ଦଳି ର ପାଉଣା।ଆମେ ଆଜି ଏହିପରି ଏକ ପରିବାର ର କଥା ଦର୍ଶାଇବାକୁ…
ମାହାଙ୍ଗା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମହାନ ରାଷ୍ଟ୍ରନାୟକ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ…
(ମାହାଙ୍ଗା -ଶାସକ ପ୍ରଶାସକ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ମହାନ ରାଷ୍ଟ୍ରନାୟକ, ଲେଖକ, ବାଗ୍ମୀ, କବି, ସାମ୍ବାଦିକ, ନିର୍ଭିକ, ସ୍ପଷ୍ଟବାଦୀ, ରାଷ୍ଟ୍ରଭକ୍ତ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଓ ସୁଶାସନ ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…
ଖେଳରେ ସ୍ପିରିଟ୍ ଅଛି, ଖେଳରୁ ହିଁ ପ୍ରେରଣା ମିଳେ – ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ ଜବାହର ନବୋଦୟ ବିଦ୍ୟାଳୟରେ ୧୪. ୩୨ କୋଟି ମୂଲ୍ୟ ପ୍ରକଳ୍ପର ଶୁଭ ଦେଲେ କେନ୍ଦ୍ରମନ୍ତ୍ରୀ
• ଫୁଟବଲ ଫର୍ ସ୍କୁଲ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ କଲେ କେନ୍ଦ୍ରମନ୍ତ୍ରୀ
• ୭୫୦ ସିଟ୍ କ୍ଷମତା ବିଶିଷ୍ଟ ନୂତନ ବହୁମୁଖୀ ସଭାଗାର ପ୍ରାୟ ୬…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦ୍ଘାଟିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଅଧ୍ୟାପକ ଡ ଗୁରୁମୂର୍ତ୍ତୀ ନାୟକଙ୍କ ପୌରୋହିତ୍ୟରେ ଉଦ୍ଘାଟିତ ହୋଇଯାଇଛି I ଏହି ଶିବିରରେ କାର୍ଯ୍ୟକ୍ରମ ଅଧିକାରୀ ସପନ କୁମାର ପ୍ରଧାନଙ୍କ…
ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀଙ୍କ ବାର୍ଷିକ ଦଶହରା ପାଳିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ୨୫/୧୨- ସୋମବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ସଦର ମହକୁମା ଠାରେ ମେଦନା ଗ୍ରାମର ଗ୍ରାମଦେବୀ ମାଁକାଳୀ କଙ୍କାଳୁଣୀ ଙ୍କ ବାର୍ଷିକ ଦଶହରା ଧୁମଧାମ ରେ ପାଳିତ ହୋଇଯାଇଛି | ମାଁ କାଳୀ କଙ୍କାଳୁଣୀ ହେଉଛନ୍ତି ମେଦନା ଗ୍ରାମର…
ମନୁ ସଂହିତା ଦହନ ଦିବସରେ ଆଲୋଚନା ସଭା
ଜମନକିରା,୨୫/୧୨: କୁଚିଣ୍ଡା ର ବୁଦ୍ଧ ସାମାଜିକ ପରିବର୍ତ୍ତନ ଆନ୍ଦୋଳନ ସମିତି ପକ୍ଷରୁ ଆଜି ଜମନକିରା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କଲ୍ୟାଣ ମଣ୍ଡପରେ କୁଚିଣ୍ଡା ଉପଖଣ୍ଡ ସ୍ଥିତ ମହଦା ଗ୍ରାମରେ ମନୁସ୍ମୃତି ଦହନ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ଦିବସୀୟ ଆଲୋଚନା ସଭାରେ…
ଜନସାଧାରଣଙ୍କ ସୁବିଧା ପାଇଁ ନିର୍ମାଣ ହେଲା ହେଲେ କାର୍ଯ୍ୟକ୍ଷମ ନୋହିଲା
ଅଣଦେଖା ହୋଇ ପଡ଼ିଛି ପାଞ୍ଚ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପ
ଢ଼େଙ୍କାନାଳ / ରବିନ୍ ଦାସ ; ବର୍ତ୍ତମାନ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଜନସାଧାରଣଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସମସ୍ତ ଯୋଜନା ମଧ୍ୟରୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ…
ଜାତୀୟ ଗ୍ରାହକ ସୁରକ୍ଷା ଦିବସ -୨୦୨୩ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗ୍ରାହକ ଅଧିକାର ସୁରକ୍ଷା ସଂଘ ପକ୍ଷରୁ ୟୁ ଟେକ୍ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ରେ ଜାତୀୟ ଗ୍ରାହକ ସୁରକ୍ଷା ଦିବସ - ୨୦୨୩ ପାଳିତ ହୋଇଥିଲା। ଜିଲ୍ଲା ଉପ-ସଭାପତି ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର…
ମୋହନା ପ୍ରେସ୍ କ୍ଲବ ର ପ୍ରଥମ ନିର୍ବାଚନ ଅନୁଷ୍ଠିତ : ପଞ୍ଚାନନ ସଭାପତି , ସୁମନ ସମ୍ପାଦକ ନିର୍ବାଚିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ପ୍ରେସ୍ କ୍ଲବ ର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ପ୍ରଥମ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ରୁ ମନୋନୀତ କର୍ମକର୍ତ୍ତା ଦ୍ୱରା ସଙ୍ଘ ପରିଚାଳିତ ହେଉଥିବା ବେଳେ ଶନିବାର ଦିନ ବ୍ଲକର ପ୍ରଥମ ନିର୍ବାଚନ ଅନୁଷ୍ଠିତ…
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିିିଦ୍ୟାଳୟରର ୩୪ତମ ବାର୍ଷିକ ଉତ୍ସବ ଅତ୍ୟନ୍ତ ହର୍ଷ ଓ ଉଲ୍ଲାସର ର ବାତାବରଣ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡ଼.…